31. ୩୧. ଯୀଶୁ ପାଣି ଉପରେ ହିଣ୍ଡଲା
ଯୀଶୁ ପାଂଚ ହଜାର୍ ଲୋକ୍ କେ ଖୁଆୟେଲା ପାଚେ, ଯୀଶୁ ନିଜର୍ ଚେଲାମନ୍ କେ ଦଂଗା ତି ଯିବାକାଜେ କଏଲା। ଯୀଶୁ ହାଏମନ୍ କେ ସମୁଦର୍ ହାଏପାଟ୍ ଯିବା କାଜେ କଏଲା ଜେଡ୍ ଦାଏ କୋଲ୍ ହାଏଲେଗେ ରେଇ ଗଲାଏ। ଅଉରି ଚେଲାମନ୍ ଉଟିଗଲାଏ ଅଉରି ଯୀଶୁ ଲୋକ୍ ମନ୍ କେ କଏଲା ନିଜର୍ ନିଜର୍ ଘୋରେ ଯା। ତାର୍ ପାଚେ, ଯୀଶୁ ପାର୍ଥନା କରବାକାଜେ ଗଟେକ୍ ଦଂଗରୀ ଉପରେ ଗଲା। ହାଏଥାନେ ଯୀଶୁ ଏକେଲା ରେଲା, ଅଉରି ଯୀଶୁ କେତେକ୍ ରାତି ଲେ ପାର୍ତନା କର୍ ଲା।
ହାଡ଼କିଦାଏ, ଚେଲମନର୍ ଦଂଗା ସମୁଦର୍ ମଜୀ ଲେଗେ ରେଲା, ମାତର୍ ପବନ୍ ଅଧିକ୍ ତଲମଲ୍ ହେତେ ରେଲା। ଅଧିକ ରାତି ହେଲା ପାଚେ ମିସା ସମୁଦର୍ ମଜୀ ଲେଗେ ଆକା ରେଲାଏ।
ହଡିକିଦାଏ ଯୀଶୁ ପାରଥନା କରବାଟା ସରାଏ ରେଲା ଅଉରି ନିଜର୍ ଚେଲାମନ୍ ଲେଗେ ଯିବା କାଜେ ଆରମ୍ କର୍ ଲାଏ। ହାଏ ଦଂଗା ବାଟେ ଯିବା କାଜେ ପାନୀ ଉପରେ ହିଂଡିତେ ରେଲା।
ହଡିକିଦାଏ ଚେଲାମନ୍ ତାକେ ଦକ୍ ଲାଏ। ହାଏ ମନ୍ ଦରି ଗଲାଏ ହାଏମନ୍ ଭାବଲାଏ କି ହାଏଟା ଗଟକ୍ ଭୁତ୍ ଆଏ। ଯୀଶୁ ଜାନତେ ରେଲା କି ହାଏମନ୍ ଡରି ଯାଇ ରେଲାଏ, ହାଏଟା କାଜେ ହାଏ ହାଏମନ୍ କେ କଲାର୍ ହେଇ କରି କଇଲାଏ, ”ନା ଡରା ଏଟା ମୁଇ ଆଏ।”
ତେବେ ପିତର୍ ଯୀଶୁ କେ କଇଲା, “ ହେ ଗୁରୁ, ଯଦି ଏଟା ତୁଇ ଆସ୍, ତେବେ ମକେ ପାନୀ ଉପରେ ହିଂଡି କରି ତର୍ ଲେଗେ ଆଏବା କାଜେ ଅଦେଶ୍ ଦେ।” ଯୀଶୁ ପିତର୍ କେ କଇଲା “ଆଅ!”
ତେବେ ପିତର୍ ଦଂଗା ତିଲେ ଉତରି ଅଉରି ଯୀଶୁ ଲେଗେ ଯିବା କାଜେ ପାନୀ ଉପରେ ହିଣ୍ଡବା କାଜେ ଆରମ୍ କାର୍ଲା। ମାତର୍ କେତେକ୍ ଦୁର୍ ହିଂଡି କରି, ହାଏ ତାର୍ ଅକି କେ ଯୀଶୁ ଲେଗଲେ ଗୁଚାଏଲା ଅଉରି ପାନୀର୍ ଟଲମଲ୍ ଅଉରି ଅଧିକ ପବନ୍ ଆଏବାଟା ଟା କେ ଦକ୍ ବା ଟା ଆରମ୍ କାର୍ଲା।
ତେବେ ପିତର୍ ଦରିଗଲା ଅଉରୀ ପନିତି ବୁଡ଼ତେ ଗଲା। ହାଏ କଲାର୍ ହେଇ, “ହେ ଗୁରୁ ମକେ ବାଚା!” ଯୀଶୁ ହଡକି ଦାଏ ହାଥ୍ ଲମାଏ କରି ତାକେ ଧରଲା। ତେବେ ହାଏ ପିତର୍ କେ କଏଲା, “ତର୍ ବିସବାସ୍ ବହୁତ୍ କମ୍ ଆଚେ! ମୁଇ ଯେ ତକେ ରକ୍ୟା କରବୀ ଏଟା ତୁଇ କାଏକାଜେ ସମପୁରନ୍ ବିସବାସ୍ ନା କରବି ଅଚିସ୍?”
ହଦିକୀଦାଏ ଯୀଶୁ ଅଉରୀ ପିତର୍ ଦଂଗା ଉପ୍ରେ ଚେଗ୍ ଲାଏ, ଅଉରି ହଡିକିଦାଏ ପବନ୍ ଆଏବାଟା ଥେବଲା। ପାନୀ ସାନ୍ତି ହେଇଗଲା। ଚେଲାମନ୍ ଯିଶୁର୍ ଛାମେ ପାଏପଡିଲାଏ। ହାଏମନ୍ ତାର୍ ଆରାଧନା କର୍ ଲାଏ ଅଉରି ତାକେ କଏଲାଏ, ସତ୍ କତା ତୁଇ ପରମେସ୍ବରର୍ ବେଟା ଆସ୍।”
ମାଥିଉ ୧୪ :୨୨-୨୩, ମାର୍କ୍ ୬:୪୫ -୫୨, ଯୋହନ୍ ୬:୧୬ -୨୧ ତାନର୍ ଗୋଟୋକ୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).