32. ୩୨. ଯୀଶୁ ଭୁତ୍ ଧରଲା ମାନେକେ ଅଉରି ଗଟକ୍ ବିମାର୍ ବାଏଲେ କେ ସୁସ୍ଥ କର୍ଲା
ଯୀଶୁ ଅଉରି ତାର୍ ଚେଲାମନ୍ ନିଜର୍ ଦଂଗାତି ହାଏ ଜାଗାଥାନେ ଗଲାଏ ଜନ୍ଥାନେ ଗୋଦରିମନ୍ ରେତେ ରେଲାଏ ହାଏମନ୍ ହାଏ ଜାଗାତି ଖେଟିକରି ଦଂଗା ତିଲେ ଉତର୍ ଲାଏ।
ହାଏତି ଗଟକ୍ ମାନେକେ୍ ଭୁତ୍ ଧରିରେଲା।
ହାଏ ମାନେ ଏତିକି ଶକ୍ତିଶାଳୀ ରେଲା ଅଉରି କନୀ ମିଶା ତାକେ ଶିକିଲେ ସେଂଗେ ବାଂଦୀ ଆରାଏ କେ ନା ପାର୍ତେ ରେଲାଏକେତେକ୍ ହାର୍ ଲୋକମନ୍ ତାର୍ ହାଥ୍ ଅଉରି ଗଡ୍ କେ ଶିକିଲାତି ମିଶା ବନ୍ଦେଲାଏ, ମାତର୍ ହାଏ ହାଏଟା କେ ମିଶା ଛିଡାଏ ଦେତେରେଲା।
ହାଏ ମାନେ ହାଏଥାନର୍ ମଡାଭାଟି ତି ରେତେରେଲା ହାଏ ମାନେ ସବୁ ଦନଗରୀ ପରବତ୍ ଥାନେ କଲାର୍ ହଇ ହଇ ବୁଲତେ ରେଲା ହାଏ ଫାଟି ପିନ୍ଦେତେ ନା ରେଲା ଆଉରି ନିଜେ ପକନା ତି ମାରୀ ହଇ ତାର୍ ଗାଗର୍ କେ ଖଣ୍ଡିଆ କର୍ ତେ ରେଲା।
ହାଏ ମାନେ ପଲାଏ କରି ଯୀଶୁ ଲେଗେ ଆଏଲା ଅଉରି ତାର୍ ଆଗେ ପାଏପଡିଲା ତେବେ ଯୀଶୁ ହାଏ ମାନେ ଭିତ୍ ରେ ରେଲା ଭୁତ୍ ସେଂଗେ କତାହେଲା ଅଉରି କଇଲା, ଏ ମାନେ ତିଲେ ବାରେ ନିକିରୀ ଆଅ!”
ହାଏ ଭୁତ୍ କଲାର୍ ହଏଲା, “ହେ ଯୀଶୁ, ଶକ୍ତିମାନ୍ ପରମେସ୍ବରର୍ ବେଟା ମୋର୍ ସେଂଗେ ତୋର କାୟ କାମ୍? ଦୟାକରି ମକେ ନା ତଡପା ତେବେ ଯୀଶୁ ହାଏ ଭୁତ୍ କେ ପଚାର୍ ଲା ତୋର୍ ନାଅ କାଏଟା ଆୟ?”ହାଏ କଏଲା, ମୋର୍ ନାଆ ବାହିନୀ ଆଏ, କେନ୍ତାବଲେ ଆମି କେତେକ୍ ଆଚୂ।”
ହାଏ ଭୁତ୍ ମନ୍ ଯୀଶୁ କେ ବିନତୀ କର୍ ଲାଏ, “ଦୟାକରି ହାମକେ ଏ ଜାଗା ତିଲେ ନିକ୍ ରାଏ ନା ଦେଶ୍!”ହାଏ ଲେଗେ ବରିଆ ମନର୍ ଗଟକ୍ ଭିଡ୍ ରେଲା। ହାଏଟାକାଜେ ହାଏ ଭୁତ୍ ମନ୍ ଯୀଶୁ କେ ବିନତୀ କର୍ ଲାଏ କି ହାମ୍ କେ ଦୟାକରି ହାଏ ବରିଆ ମନତି ପଟାଏ ଦେଶ୍! ”ଯୀଶୁ କଏଲା, ଭୋଲ୍ ଆଏ ହାଏତି ଯାଅ!”
ଏବେ ହାଏ ଭୁତ୍ ମନ୍ ହାଏ ମାନେ ତିଲେ ନିସ୍ କି କରି ହାଏ ବରିଆ ମନ୍ ବିତରେ ଗଲାଏ। ହାଏ ବରିଆ ମନ୍ ପଲାଏ ଯାଇ ଗଟକ୍ ନଦୀତି ଡଗାଏଲାଏ ଅଉରି ବୁଡି ମର୍ ଲାଏ। ହାଏ ଭିଡ୍ ଥାନେ ଅଧିକ୍ ଲେ ଅଧିକ୍ ୨୦୦ ଟା ବରିଆ ମନ୍ ରେଲାଏ।
ହାଏ ଥାନେ ବୋରିଆ ଚରାଉ ମାନେମୋନ୍ ରେଲାଏ ଜନ୍ ଟା ହାଏତି ହେଏତେ ରେଲା ହାଏ ମନ୍ ଦକ୍ ବା କାଜେ ସହରେ ପଲାଏଲା ଯିଶୁ ଜନ୍ କତା ବଲି ରେଲାଏ ଇ କତା ଲକ୍ ମନ୍ କେ କଏଲା। ଆରି ଜନ୍ ମନ୍ ଦକି ରେଲାଏ ହାଏ ମନ୍ ଭୁତ୍ ଧରଲା ମାନେ କେ କେନ୍ ତା ହଇ କାଏ ଘଟନା ଘଟ ଲା ଆଚେ ବଲି ଦକେ ଆଏଲା। ହାଏ ଭୁତ୍ ଧରଲା ମାନେକେ ଫାଟି ପିନ୍ଦୀ ଭଲ ମନ ତି ବସି ରେଲା।
ହାଏ ଲକ୍ କେତେକ୍ ଡୋରୀ ରେଲାଏ ଆଉରି ହାଏମନ ଯୀଶୁ ଥାନଲେ ଉଟି ଯିବା କାଜେ କୋହିଳାଏ, ତେବେ ଯୀଶୁ ଦଂଗା ଥାନେ ଚେଗ୍ ଲା। ହାଏ ମାନେ ଜାକେ ଭୁତ୍ ଧରିରେଲା ହାଏ ଯୀଶୁ ସେଂଗେ ଯିବା କାଜେ ବିନ୍ତି କାର୍ଲା।
ମାତର୍ ଯୀଶୁ ହାଏ ମାନେ କେ କଏଲା, “ନାହି ମୁଇ ଚାଇବି ଆଚି କି ତୁଇ ଘରେ ଯାଇକରି ସବୁକେ ସାଂଗ୍ କି ପରମେସ୍ବର୍ ତର୍ କାଜେ କାଏଟା କର୍ଲା। ହାଏମନ୍ ସାଂଗ୍ କି ପରମେଶ୍ବର୍ କେନ୍ତା ତର୍ ଉପରେ ଦୟା କର୍ଲା।”
ଇଟା କାଜେ ହାଏ ମାନେ ଉଟି ଗଲା ଅଉରି ସବୁକେ ଏ କତା ସାଂଗ୍ ଲା ଜନ୍ଟା ଯୀଶୁ ତାର୍ ସେଂଗେ କରି ରେଲା ତାର୍ କତାନୀ ସୁନୀବା ଲୋକ୍ ମନ୍ କାବା ହଇ ଗଲାଏ।
ଯୀଶୁ ସମୁନ୍ଦର୍ ଆଲଗା ବାଟେ ଲେଉଟି ଆସ୍ ଲାଏ ତାର୍ ହାଏତି ଖେଟ୍ ଲା ପାଚେ, ଗଟକ୍ ବଡ଼େ ଲୋକ୍ ମନ୍ ଗାଦା ହଇ ରେଲାଏ ଅଉରି ତାକେ ଠେଗ୍ ଲା ଠେଗଲୀ କରତେ ରେଲାଏ ହାଏ ଲୋକ୍ ମନର୍ ଭିଡ୍ ତାନେ ଗଟକ୍ ବାଏଲେ ରେଲା ହାଏ ବାର ବରସ୍ ଲେ ତରନୀ ବେମାର୍ ଥାନେ ପଡିରେଲା। ହାଏ ତାର୍ ସବୁ ଦାବୁ କାସୁ ନୁକୁ ହେବାକାଜେ ସରାଏ ଦେଇ ରେଲା। ହାଏମନ୍ ତାକେ ଭୋଲ୍ କରି ପାର୍ ବାଏ, ମାତର୍ ତାର୍ ବେମାର୍ ଅଉରି ଅଧିକ୍ ବିଗଡ଼ ତେ ଗଲା।
ହାଏ ସୁନୀ ରେଲା କି ଯୀଶୁ କେତେକ୍ ବେମାର୍ ଲୋକ୍ କେ ଭଲ୍ କରି କାର୍ଲା ଆଚେ ଅଉରି ହାଏ ବବ୍ଲା, “ ତେବେ ମୁଇ ଯଦି ଯିଶୁର୍ ଫାଟିକେ ମିଶା ଚିଇଲୀ ବଲେ ତେବେ ମୁଇ ଭଲ୍ ହୋଇ ଜୀବୀ!”ହାଏଟା କାଜେ ହାଏ ଯୀଶୁର୍ ପିଟିବାଚେ ଆସି ତାର୍ ଫାଟିକେ ଛି ଦେଲା। ଜେନ୍ତି ହାଏଯୀଶୁ କେ ଛିଲା, ତାର୍ ବେମାର୍ ଭଲ୍ ହେତେଗଲା।
ସଂଗେ ସଂଗେ ଯୀଶୁ ଜାନଲା କି ତାର ଥାନଲେ ଶକ୍ତି ନିକର୍ଲା ହାଏଟା କାଜେ ପିଟି ଉଲଟୀ କରି ପଚାରଲ୍, ”ମୋକେ କନାଏହେଲେ ଛିଇଁଲାଏ?” ଚେଲାମନ୍ ଉତର୍ ଦେଲାଏ, ଇଥାନେ କେତେକ୍ ଲୋକ୍ ତର ଚାରିବେର୍ନେଏଟା କେ ଭିଡ଼ହେଲା ଆଚତ୍, ଅଉରି ତକେ ଠେଗଲ୍ ବା ଆଚତ୍ ତେବେ ତୁଇ କାଏଟା କାଜେ ପଚାରବୀଆସିସ୍ କି ମକେ କନାଏ ଛିଇଁଲାଏ?”
ହାଏ ବାଏଲେ ଯିଶୁର୍ ଛମେ ଥର୍ ଥରି କରି ଅଉରି ଭାରୀ ଡୋରୀ କରି ନିଜେ ମାଣ୍ଡି ଖୁଟା ଦି ବସଲା ତେବେ ହାଏ ତାକେ କହିଦେଲା ହାଏ କାଏ କର୍ଲା ଆଚେ, ଆଉରି ଏଟାମିସା ଆଏକି ହାଏ ଠିକହେଲା ଯୀଶୁ ତାକେ ବଲ୍ଲା, “ତର୍ ବିଶବାସ୍ ତକେ ଶୁସ୍ତୋ କର୍ଲା ଶାନ୍ତି ଥାନେ ଯା। ଗୋଟକ୍
ମାଥିଉ ୮:୨୮-୩୪ ; ୯:୨୦ -୨୨; ମାର୍କ ୫:୧-୨୦; ୫:୨୪-୩୪; ଲୁକ୍ ୮:୨୬-୩୯; ୮:୪୨-୪୮ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).