33. ୩୩. ଗଟେକ୍ ବିଆନ୍ ବୁନୁର୍ କଥାନି
ଗଟକ ଦିନ ଯୀଶୁ ଗାଲିଲି ସମୁଦ୍ ପାଲିକେ ରେଲା ଅଉରୀ ଖୁବେ ଲୋକ ତାର ଲଗେ ବେରନେ କେ ରୁଣ୍ଡ୍ଳାୟ ଅଉରୀ ଯୀଶୁ ସମୁଦର୍ ଡୋଂଗା ତି ଯାଇ ବସଲା ଅଉରି ସବୁ ଲକ୍ ସମୁଦ୍ ପାଲିକେ ଠିଆ ଉଟି ରେଲୟା ତେବେ ହାଇ ହାଇମୋନକେ ଶିକ୍ଷା ଦେବାର୍ ମୁଲାଏଲା।
ଯୀଶୁ ସେମାନଙ୍କୁ ଏହି କାହାଣୀ କହିଥିଲେ, "ଜଣେ କୃଷକ ମଞ୍ଜି ବୁଣିବାକୁ ବାହାରକୁ ଗଲା। ସେ ନିଜ ହାତରେ ମଞ୍ଜି ବିଛାଇ ଦେଉଥିବା ବେଳେ କିଛି ମଞ୍ଜି ରାସ୍ତାରେ ପଡିଗଲା। କିନ୍ତୁ ପକ୍ଷୀମାନେ ଆସି ସମସ୍ତଙ୍କୁ ଖାଇଲେ।”
ଦୂତିୟ ବିୟାନ ପକନା ରେଲା ଭୂମି ଥାନେ ଘସରଲା ଜନତି କି ବହୁତ କମ ମାଟି ରେଲା ପକନା ରେଲା ଭୂଈ ଥାନେ ଗସରଲା ବିୟାନ ଯପରୀ ଆକରଲା, ମାତର ତାକର ଚେର ଭୁଈ ଭିତରେ ଯାଇ ନା ରେଲା ଯେବେ ବେଲ ଉଦଲା ଆଉରି ଖରା ଛେକବା କେ ମୁରଜି କରି ମରିଗଲା।
ଆଉରି କେତେକ ବିୟାନ ଲଟା ବୁଟା ଭିତରେ ଘସରଲା ହାଇ ବିୟାନ ମନ ଆକରବାର ଆରମ ହେଲା, ମାତର କାଟାବୁଟା ମନ ହାଏଟା କେ ଚାପିଦେଲା ହାଇଟା କାଜେ କାଟା ରେଲା ଭୂମି ଥାନେ ଗସରଲା ବିୟାନ ଥାନଲେ କୋନି ଟା ମିଶା ଫଲ ଦରକେ ନା ପାରଲା।
ଆଉରି କେତକ ବିୟାନ ଭଲ ଭୂଈ ଥାନେ ଗସରଲା ଆଉରି ଗାଜା ହଈ କନଟା ୩୦, ୬୦, ଆଉରି ୧୦୦ଗୁନ ଉତ୍ପ୍ନ କରଲା କନୀ ମିଶା ପରମେଶ୍ଵରର ପିଛେ ଚାଲବାକେ ଚାହେବା ଆଚାସ ହାଇମନ ହାଇକଥାକେ ଧୀୟାନ ଦୀୟାସ ଯନଟା ମୁଇ କହିବୀ ଆଛି।
ଏ କଥାନୀ ଚେଲାମୋନକେ ଗୋଡବଡଥାନେ ଡାଲିଦେଲା ହାଇଟାକାଜେ ଯୀଶୁ ବୁଜାଇଲା”ହାଇ ବିୟାନପରମେଶ୍ଵରର୍ ବାକ୍ୟ ଆହେ ଆହେ ବାଟ୍ ଗୋଟକ୍ ଅନ୍ତି ମାନେ ଆହେ, ଜନ୍ ପରମେଶ୍ବରର୍ ବାକ୍ୟ କେ ସୁନୁଆ, ମାତର୍ ହାଏଟାକେ ନା ବୁଜେ ତେବେ ସୟତାନ୍ ତାରଲେଗଲେ ବାକ୍ୟକେ ଚରିନେସୀ ମାତର୍ ସୟତାନ୍ ତାକେ ବାକ୍ୟ ବୁଯବାକଯେ ଧୁର୍ ରକସୀ।
ହାଏ ପକନା ଭୁମିର୍ ଜେନ୍ତା ମାନେ ଆଏ ଜେ ପରମେଶ୍ବେରର୍ ବକ୍ୟକେ ସୁନୁଆଏ ଆଉରି ସର୍ଦାତି ତାକେ ମନେରକବାୟ ମାତର୍ ଜେବେ ହରବରର୍ ବେଲ୍ ଆଏସି, ଅଉରୀ ଜେବେ ଭିନଲୋକ ତାକେ ତାଡନା କରବାଏ, ତେବେ ହାଏ ପରମେଶ୍ବେର୍ ଲେଗଲେ ଧୁରେ ଉଟିଜିବାଏ ଅଉରୀ ହାଏ ପରମେଶ୍ବେରର୍ ଉପରେ ଭରସା କରବାଟା ଚାଡିଦେବାଏ।
ହାଏ କାଟା ଭୁମିର୍ ପରା ମାନେ ଆଏ, ହାଏ ପରମେଶ୍ବେରର୍ ବାକ୍ୟକେ ସୁନୁଆଏ ମାତର୍ ହାଏ କେତେକ୍ କତାଲେଗେ ଚିନ୍ତା କରସୀ, ଅଉରୀ ହାଏ ଅଧିକ ଧନ କମାୟବାକାଜେ ଚେଷ୍ଟା କରସୀ, ଅଉରୀ ହାଏ ଅଦିକ୍ ଜିନିସ୍ କେ ପାଏବାକାଜେ ଚେଷ୍ଟା କରସୀ କେତେକ୍ ବେଲର୍ ପାଚେ, ତାର ଜଗ୍ୟ ନିଆଏ। ହାଇଟା କାଜେ ଜନାଏ ପରମେଶ୍ବେରର୍ ବାକ୍ୟ କେ ସିକିରେସୀ ହାଏ ତାର ପରମେଶ୍ବେର୍ କେ ସରଦା କରବାକାଜେ ଲଭନା କରୁ ଆଏ। ହାଏ ଗଉର୍ ଚପା ସମାନ୍ ଆଏ ଜେନ୍ତାକି ଖାଦିୟ ଉତ୍ପନ୍ ନା କରେ।
ମାତର୍ ଜନ ମାନେ ନୁକୁ ମାଟିର୍ ଆଏ ହାଏ ପରମେଶ୍ବେରର୍ ବାକ୍ୟ କେ ସୁନୁଆଏ, ତାର ଉପରେ ବିସ୍ବାସ୍ କରୁଆଏ, ଅଉରୀ ଫଲ୍ ଧରୁ ଆଏ।”
ମାଥିଉ ୧୩:୧-୮, ୧୮-୨୩; ମାର୍କ ୪;୧-୮, ୧୩-୨୦; ଲୁକ ୮:୪-୧୫ ଗୋଟକ୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).