34. ୩୪. ଯିଶୁ ଦୁତିୟ କତାନିର୍ ସିକାଏସି ଆଚେ୍
ଯୀଶୁ ପରମେଶପରର୍ ରାଜ୍ ବିସୟ ଲଗେ ଅଉରୀ କେତେକ୍ ଭିନ୍ ଭିନ୍ କତାନୀ ସୁନାଲାଏ। ଉଦାହରଣ କାଜେ, ହାଏ କୋହେଲା, ”ପରମେଶ୍ବେରର ରାଜ ଗଟକ୍ ସରସୁ ବିୟାନ୍ ସମାନ୍ ଆଏ ତାକେ କୋନୀମିସା ନିଜର୍ ବେଡା ତାନେ ବୁନିଦେଲେ ତୋମୀ ଯାନସ୍ ଯେ ସବୁବିୟାନ୍ ଲେ ସରସୁ ବିୟାନ୍ ସାନ୍ ଆଏ।”
ମାତର୍ ଏଟା ବାଡ଼ଲା ବଲେ ସବୁ ବୁଟାତିଲେ ବଡ଼େ ହେଇସି ଏଟାଗୋଟକ୍ ଗଛ ହୋଇସି ତେବେ ଝାରର୍ ଚେଡେମୋନ ଆଏବାଏ ଅଉରୀ ଏତାର୍ ଖେନ୍ଧା ମନତୀ ଗୁଡା ବାନ୍ଦବାଏ।
ଯୀଶୁ ଅଉରୀ ଗୋଟୋକ୍ କତାନୀ ବଲ୍ଲା ‘’ପରମେଶ୍ପରର୍ ରାଜ୍ ଏନ୍ତି ଆଏ ଗୋଟୋକ୍ ବାଏଲେ ଖୀନିକ୍ ପରା ଆମଟି ଗୁଣ୍ଡ୍ ନେଲା ଆଓରୀ ଆଦା ବାସ୍ତା ଗଉଁ ଗୁଣ୍ଡତି ମିଶାଏଲା ସରସରୀ ଦାଏ ସବୁ ଗଉଁ ଗୁଣ୍ଡ୍, ଆମଟି ଗୁଣ୍ଡ୍ ପାରା ହି ଗଲା।
ସରଗପୁରର୍ ରାଜ୍ ଜମିତି ତପିରେବା ଧନ୍ ପାରା ଆଏ ଗୋଟୋକ୍ ମାନେ ହାଏଟାକେ ଦକଲା ମାତର୍ ମାଟିତି ଆକା ହାଏ ଟାକେ ତପିଦେଲା ହାଏ ଭାରୀ ସରଦାତି ଗଲା ଅଉରୀ ତାର ସବୁ ଜିନିସ୍ କେ ବିକି ଦେଲା ଅଉରୀ ହାଇ ଜୋମୀ ସାଓକାର ଲଗେ ଲେଉଟି ଯାଇ ହାଇ ଜୋମୀକେ ଘେନଲା ଜନ୍ତି ହାଏ ଧନ୍ ରେଲା।
ସରଗପୁରର୍ ରାଜ୍ ଗୋଟୋକ୍ ଭୁଁଏତେ ମୋତି ମୁକୁତା ସମାନ୍ ଆଏ ମୋତି ମୁକୁତା ଡୋଗ୍ରାଏ ବୁଲତେରେବା ଗୋଟୋକ୍ ବେପାରୀ ପାରା ଆଏ ଅଉରୀ ହାଏ ଗଟୋକ୍ ଭାରୀ ଦାମୋର୍ ମୋତି ମୁକୁତା ପାଏସି ଅଉରୀ ତାକେ ଯେତକୀ ଧନ୍ ସମ୍ପତି ରେଲା ସବୁକେ ବିକି କରି ହାଏଟାକେ ଘେନଲା।
ହାଏଥାନେ କେତେକ୍ ଲୋକ ଜନମନ୍ ନିଜେ ନିଜେ ଧାର୍ମିକ୍ ବଲାଏ ହୋଈ ଭିନ୍ ଲୋକମୋନକେ ଘୀନାଏତେ ରେଲାଏ ତିକର୍ କାଜେ ପରମେଶ୍ପର୍ ଇ କତାନୀ ବଲା୍ ଗୋଟୋକ୍ ଦିନ ଦୁଇଟା ମାନେମୋନ୍ ଦୁଇଲୋକ ପାର୍ତନା କରବାକାଜେ ମୋନ୍ଦୀର୍ ଗଲାଏ ଗୋଟୋକ୍ ଫାରୁଶୀ ରେଲା, ଅଉରୀ ଗୋଟୋକ୍ ମାଶୁଲ୍ ଧରୁ ଅଧିକାରୀ ରେଲା।
"ହାଏ ଧାର୍ମିକ୍ ଗୁରୁ ଏନ୍ତି ପାର୍ତନା କର୍ଲା, 'ହେ ପରମେସ୍ବର୍ ମୁଇ ତକେ ଧନ୍ୟବାଦ ଦେବୀ ଆଚି ଯେ ମୁଇ ଭିନ୍ ଲୋକମନ ପାରା ଜେନ୍ତାକି ଡାକୁ ଅଧାର୍ମିକ୍ ମାନେ, ବେବୀଚାର ନୁଆଏ ମାସୁଲ୍ ଧରୁ ଅଦିକାରୀ ପାରା ପାପୀ ନୁଆଏ। '"
"ଉଦାହରଣ କାଜେ, ମୁଁଇଁ ସାତ୍ ଦିନ୍ ଭିତ୍ରେ ଦୁଇ ଥର୍ ଉପାସ୍ ପାର୍ତନା କରବି ଆଚି ଅଉରୀ ମୋର କମାନିର୍ ଦଶ ଭାଗଲେ ଗୋଟୋକ୍ ଭାଗ ଦାନ ଦେବୀ ଆଚି।”
ମାତର୍ ମାଶୁଲ୍ ଧରୁ ଅଦିକାରୀ ଧୁରିଆତି ଠିଆ ଉଟଲା ଆଉରି ସରଗପୁର୍ ଉପ୍ରେ ଦୋକବା କାଜେ ମିସା ସାହାସ୍ ନାକର୍ଲା ଆଉରି ହାଥ୍ ସଂଗେ ଛାତିତି ମାରୀ ହଇ ପାର୍ତନା କରି ବଲ୍ଲା 'ଏ ପରମେଶ୍ବର୍ ମୁଇ ଗୋଟୋକ୍ ପାପୀ ଲୋକ ଆଏ ମକେ ମର ପାପ୍ କ୍ଷମା କର୍। '
ଆଓରି୍ ଯୀଶୁ ବଲା୍ "ମୁଇ ତମକେ ସତକତା କଇବି ଆଚି ପରମେଶ୍ବର୍ ମାଶୁଲ୍ ଧରୁର୍ ଅଧିକାରୀର୍ ପାର୍ତନା କେ ସୁନଲା ଆଉରି ତାକେ ଧର୍ମିକ୍ ଆଏ ବଲଲା ମାତର୍ ଫାରୁସିର୍ ପାର୍ତନା କେ ମନକେ ନା କାର୍ଲା ପରମେଶ୍ବର୍ ଲେଗେ ଜନ୍ ଲୋକ ବୋଡ଼ ହେବା କାଜେ ମନ କରସୀ ତାକେ ସାନ୍ କରସୀ ମାତର୍ ଜନ୍ ଲୋକ ସାନ୍ ହେବା କାଜେ ମନ କରସୀ ପରମେଶ୍ବର୍ ତାକେ ବୋଡ଼ କରସୀ।”
ମାଥିଉ ୧୩:୩୧-୩୩, ୪୪-୪୬; ମାର୍କ୍ ୪:୩୦-୩୨; ଲୁକ୍ ୧୩:୧୮-୨୧; ୧୮:୯-୧୪ ତାନର୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).