35. ୩୫. ଦୟାଲୁ ପିତାର୍ କତାନୀ

35. ୩୫. ଦୟାଲୁ ପିତାର୍ କତାନୀ — illustration 1

ଗଟକ୍ ଦିନ୍ ଯୀଶୁ ହାଏ ଅଦିକ୍ ଲୋକ୍ ମନକେ ଶିକ୍ଷିୟା ଦେତେରେଲା ଜନମନ୍ ହାଏଟାକେ ସୁନବା କାଜେ ଗଟେକ୍ ଲେଗେ ରୁଣ୍ଡିରେଲାଏ ହାଏ ଅଉରୀ ତାକର୍ ସେଂଗେ ଅଲଗା ଲୋକ୍ ମନ ମିସାର୍ ରେଲାଏ ଜନ ଲୋକ୍ ମନ ମଶାର୍ ନିୟମ କେ ପାଲନ୍ କରବାକାଜେ ନା ଚାଏତେ ରେଲାଏ।

35. ୩୫. ଦୟାଲୁ ପିତାର୍ କତାନୀ — illustration 2

କେତେକ୍ ଧର୍ମିକ୍ ଗୁରୁମନ୍ ଦକ୍ଳାଏ କି ଯୀଶୁ ଏ ଲୋକମନ ସେଂଗେ ଗଟେକ୍ ସାଂଗଜେନ୍ତି କତାବାରତା ହେତେରେଲାଏ ଏଟାକାଜେ ହାଏମନ ନିଜେ ନିଜେ କତାହେବାର୍ ଆରମ୍ କର୍ ଲାଏ କି ହାଏ ଭୁଲ୍ କର୍ ଲା ନି ଯୀଶୁ ହାଏମନର୍ କତା ହେବାଟା ଶୁନି ହାଏଟା କାଜେ ଯୀଶୁ ହାଏମନ ଏ କତା କୟେଲାଏ।

35. ୩୫. ଦୟାଲୁ ପିତାର୍ କତାନୀ — illustration 3

ଗଟକ୍ ଲୋକ୍ ରେଲା ତାର୍ ଦୁଇଟା ବେଟା ରେଲାଏ। ସାନ୍ ବେଟା ତାର୍ ପିତା କେ କଏଲା, ’ହେ ପିତା, ମକେ ଏବେ ମର୍ ବାଟା ଦରକାର୍” ତେବେ ପିତା ତାର୍ ଧନ୍ କେ ଦୁଇଟା ବେଟା ମନ୍ କେ ତାର୍ ସମ୍ପତି କେ ବାଟା କରି ଦେଲା।”

35. ୩୫. ଦୟାଲୁ ପିତାର୍ କତାନୀ — illustration 4

ଝବକେ ଆକା ସାନ୍ ବେଟା ନିଜର୍ ସବୁକେ ରୁଣ୍ଡାୟେ କରି ଦୁର୍ ଦେଶ୍ ଥାନେ ଉଟି ଗଲା ଅଉରି ପାପି ଜୀବନ୍ ଜିବା ଥାନେ ନିଜର୍ ସବୁ ଧନ୍ କେ ସରାଏ ଦେଲା।”

35. ୩୫. ଦୟାଲୁ ପିତାର୍ କତାନୀ — illustration 5

ତାର୍ ପାଚେ, ଜନତି ସାନ୍ ବେଟା ରେଲା ହାଏ ଦେଶ୍ ଥାନେ ଗଟେକ୍ ଭୟଂକାର୍ ଭୁକ୍ ପଡଲା, ଅଉରି ତାର୍ ଲେଗେ ଖାଏବାଟା ଘେନେବା କାଜେ ଧନ୍ ନା ରେଲା।

35. ୩୫. ଦୟାଲୁ ପିତାର୍ କତାନୀ — illustration 6

ମାତର୍ ହାଏ ସରାସରିଦାଏ ହେତ୍ କୋରୀ ମନେ ମନେ ଭାବଲା ମୁଁଇ, ‘ଏଥାନେ କାଏ କୋରବୀ ଆଚି “ମୋର ବୁଆ ଘୋରେ ତ କେତେକ୍ କୋମିଆମନ, ଅଉରୀ ହାଏମନ୍ ଖାଦୀ ଖାଇ ସରାଏକେ ନା ପାର୍ବା ଅଚେତ୍, ମାତର୍ ଇ ଥାନେ ମୁଈଁ ଭୁକ୍ କାଜେ ମରବା ଉପ୍ରେ ଆଚି ମୁଇଁ ଏବେ ମର ବୁଆ ଘରେ ଲେଉଟି ଯିବି, ଅଉରୀ ତାକେ ବଲବୀ ବୁଆ ତୁଇ ମକେ ଦୟା ଦକାଏ କୋରୀ ମକେ ତୋର୍ କୋମିଆ ପାରା ମିସା ସଂଗା ବୋଲି ଗୁୟାରୀ କୋରବୀ।

35. ୩୫. ଦୟାଲୁ ପିତାର୍ କତାନୀ — illustration 7

“ପଚେ ତାର ସାନ୍ଟା ବେଟା ତାର ବୁଆ ଘରେ ଲେଉଟି ଯିବା କାଜେ ଅରୋମ୍ କୋର୍ଲା ତାର ବୁଆ କେତେକ୍ ଧୁରିଆ ତିଲେ ତାକେ ଦକଲା ଅଉରୀ ପଲାଏତେ ଜାଇ ତାର ବେଟାକେ ଦୟା ଦକାଏ କରି ଲେପ୍ ଟାଏ କରି କେତେକ୍ ପେରୋମ୍ ଲଗେ ତାକେ ଚୁମଲା।

35. ୩୫. ଦୟାଲୁ ପିତାର୍ କତାନୀ — illustration 8

ହାଏ ପିଲା କଇଲା, “ବୁଆ ମୁଇ ପାରମେଶ୍ବର୍ ଅଉରି ତୋର୍ ବିରୁଦ୍ଧ ପାପ୍ କରଲି ମୁଇ ତୋର୍ ବେଟା ବଲାଏ ହେବାର୍ ମୁଲ୍ୟା ନୁଆଏ।

35. ୩୫. ଦୟାଲୁ ପିତାର୍ କତାନୀ — illustration 9

ମାତର୍ ତାର୍ ବୁଆ ଗଟେକ୍ କମିଆ ଡାକି କରି କଇଲା, “ଝପକେ ଯାଇ କରି ଭଲ୍ ଫାଟି ଅନି କରି ମର୍ ବେଟାକେ ପିନ୍ଧା! ତାର୍ ଆଣ୍ଡ୍ କିତି ମୁଦି ଅଉରି ତାର୍ ଗଡ଼େ ପନି ପିନ୍ଦାଅ। ପଚେ ଭଲ୍ ମେଣ୍ଡା କେ ମାରା ହାମୀ ଖାଉ ଅଉରି ଅନନ୍ଦ ହେଉ, କେନ୍ତା ବଲଲେ ମର୍ ବେଟା ମରି ଯାଇ ରେଲା, ମାତର୍ ହାଏ ଏବେ ଜିଲା ଆଚେ! ହାଏ ହାଜୀ ଯାଇ ରେଲା, ମାତର୍ ଏବେ ହାମୀ ତାକେ ପାଇଲୁ ଆଚୁ!”

35. ୩୫. ଦୟାଲୁ ପିତାର୍ କତାନୀ — illustration 10

ହାଇଟା କାଜେ ଲୋକ୍ ପରବ୍ ବନାୟବାଟା ଆରମ୍ କର୍ ଲାୟ କେତେକ୍ ଦିନ୍ ପଚେ, ବଡ୍ ବେଟା ବେଡା ଲେ କାମ କରି ଘରେ ଅଏଲା ହାଏ ଗୀତ୍ ଅଉରି ନାଚ୍ ବା ସବଦ୍ ଶୁନଲା ଅଉରି ହେଲା ଏଟା କାୟ ହେୟତେ ରେଲା।”

35. ୩୫. ଦୟାଲୁ ପିତାର୍ କତାନୀ — illustration 11

”ଯେଡ୍କିଦାଏ ବଡ ବେଟା ଜାନ୍ଲା କୀ ହାଏ ମନ୍ ଇଟାକାଜେ ଆନନ୍ଦ ମନାତେରେଲାଏ କେନ୍ତାବଲ୍ଲେ ତାରଭାଇ ଘରେ ଆସି ରେଲା, ତେବେ ହାଏ ଭାରୀ ରିସା ହେଲା ଆଉରି ଘର ଭିତ୍ରେ ଯିବା କାଜେ ମନ୍ ନା କର୍ଲା ତାର ବୁଆ ବାରିଆ ଆସି ତାକେ ତାକର୍ ସଂଗେ ଆନନ୍ଦ ମନାଏବାକାଜେ ଗୁଆରି କର୍ଲା, ମାତର୍ ହାଏ ନାଇଁ ବଲଲା।”

35. ୩୫. ଦୟାଲୁ ପିତାର୍ କତାନୀ — illustration 12

ତାର ବଡ଼େ ବେଟା ତାର ବୁଆ କେ ବଲ୍ଲା, ଏତ୍ କି ବରଷ ହେଲା ମୁଇଁ ତର୍ କାଜେ ବିଶବାସ୍ କରି କାମ କରତେ ରେଲି !କେବେ ମିସା ତର୍ କଥା କେ ମାନା ନା କରି, ମାତର୍ ତୁଇ କେବେ ମିସା ମରକାଜେ ଗୋଟେକ୍ ସାନ୍ ଟା ଛେଲି ପିଲା ମିସା ନା ଦେଲି ଆସିସ୍ ଜେନ ତାକି ମର୍ ସାଂଗ୍ ମନ ସେଂଗେ ଆନନ୍ଦ ହେକେ ନା ଦେଲିସ୍ ମାତର୍ ତର୍ ଇ ବେଟା ତର୍ ସବୁ ଧନ୍ କେ ପାପ୍ କାମ ଥାନେ ବର୍ ବାଦ୍ କରି ଦେଲା ଆଉରି ହାଏ ଘରେ ଲେଉଟି ଆଏବାକେ ତୁଇ ଆନନ୍ଦ ହେବାକାଜେ ତୁଇ ସବୁଲେ ଭଲ ମେଣ୍ଡା ମାରଲିସ୍ !”

35. ୩୫. ଦୟାଲୁ ପିତାର୍ କତାନୀ — illustration 13

”ତାର ବୁଆ ତାକେ ବଲ୍ଲା ବେଟା ତୁଇ ତ ସବୁ ଦିନ୍ ମର୍ ସଂଗେ ଆଚିସ୍, ଆଉରି ଯେତ କି ଧନ୍ ମର୍ ଆଏ ହାଏ ସବୁ ତର୍ ଆଏ ମାତର୍ ହାମୀ ଭଜି କରକେ ପଡସି, କେନ୍ତା ବଲଲେ ତର୍ ଭାଇ ମରି ଯାଇ ରେଲା, ମାତର୍ ହାଏ ଏବେ ଜୀବନ୍ ଆଚେ ହାଏ ହାଜୀ ଯାଇ ରେଲା ମାତର୍ ଏବେ ହାମୀ ତାକେ ମିଲାଏଲୁ!”

ଲୁକ୍ ୧୫:୧୧-୩୨ ତାନର୍ ଗଟକ୍ ବାଇବଲର୍ କାଓନି।

Read in the reader

Free to use, adapt, and share under an open license (CC BY-SA 4.0).