5. ୫. ପ୍ରତିଜ୍ଞାର୍ ବେଟା୍

5. ୫. ପ୍ରତିଜ୍ଞାର୍ ବେଟା୍ — illustration 1

ଅବ୍ରାମ ଆରି ସାର କିଣାନତି ପହଞ୍ଚବାର ଦଶ ବର୍ଷର ପାଚେ ମିଶା ତିକେ ଗୋଟକି୍ ପିଲାଟକି ନାରେଲାଏ। ହାଇଟାକାଚେ, ଅବ୍ରାମର ପତ୍ନୀ ସାର ତାକେ ବଲା୍, "ଯେହେତୁ ପରମେଶ୍ବର ମୋକେ ଗର୍ବବତି ହୋଏବାକାଚେ ଯଗ୍ୟ ନା କର୍ଲାଆଚେ ଆରି ମୁଇ ସନ୍ତାନକେ ଗର୍ବେ ଧରବା କାଚେ ଡକ୍ରୀ ଆଏ, ହାଇଟାକାଚେ ମୋର ଦାସୀ ହାଗାର ଏଥି ଅଆଛେ। ତାକେ ତୁଇ ବିବାହ କର ଯନ୍ତାକି ହାଏ ସନ୍ତାନ ପାଏକେ ପାର୍ସି।” ମୋର କାଚେ ଗୋଟକ୍ ପିଲା ଜନମ କର୍ସି।”

5. ୫. ପ୍ରତିଜ୍ଞାର୍ ବେଟା୍ — illustration 2

ହାଇଟାକାଚେ ଅବ୍ରାମ ହାଗାରକେ ବିବାହ କର୍ଲା। ହାଗାରକେ ଗୋଟକ୍ ପିଲା ଜନମ ହୋଏଲା ଆରି ଅବ୍ରାମ ତାର ନାଓ ଇଶ୍ମାୟେଲ ରଖ୍ଲା। ମାତର ସରା ହାଗାରକେ ଇର୍ଷା ହୋଏବାଟା ଆରମ୍ଭ କର୍ଲା। ଜଡ଼ଦାଏ ଇଶ୍ମାୟେଲକେ ତେର (୧୩) ବର୍ଷ ହୋଇରେଲା, ପରମେଶ୍ବର ଆଓରିହାରକ ଅବ୍ରାମ ସଙ୍ଗେ କଥା ହୋଏଲା।

5. ୫. ପ୍ରତିଜ୍ଞାର୍ ବେଟା୍ — illustration 3

ପରମେଶ୍ବର ବଲା, "ମୁଇ ସବୁଲେଶକ୍ତିମାନ ପରମେଶ୍ୱର ଆଏ। ମୁଇ ତର ସଙ୍ଗେ ଗୋଟକ୍ ଚୁକ୍ତି କର୍ବି।”ତାର୍ପାଚେ ଅବ୍ରାମ ତଳେ ମାଡିଖୁଠା ଦେଲା। ପରମେଶ୍ବର ଅବ୍ରାମକେ ମିଶା ବଲିରେଲା, "ତୁଇ ଅନେକ ଜାତିର ପିତା ହୋଏବିସ୍। ମୁଇ ତକେ ଆରି ତୋର ବଂଶଧରମାନକେ କିଣାନ ଦେଶକେ ଆରି ହାଏତିର ସମ୍ପତ୍ତିକେ ତମ୍କେ ଦେବି, ଆରି ମୁଇ ସବୁଦିନ କାଚେ ତମର ପରମେଶ୍ୱର ହୋଏବି। ତୁଇ ତୋର ପରିବାରର ସବୁ ପୁରଷ ଲୋକେ୍ ସୁନ୍ନତ କର୍ବାର ଆଛେ।” " ତୋର ପତ୍ନୀ ସାରୀ ଗୋଟକ୍ ପିଲାକେ ଜନ୍ମ ଦେଏସି୍ - ହାଏ ପ୍ରତିଜ୍ଞାର ପୁତ୍ର ହୋଏସି୍। ତାକେ ଇସ୍‍ହାକ ବଲି ନାମ ଦେସ୍। ମୁଇ ତାର ସଙ୍ଗେ ମୋର ଚୁକ୍ତି କର୍ଲାଟାକେ ପାଳନ କର୍ବି ଆରି ହାଏ ଗୋଟକ୍ ମହାନ ରାଷ୍ଟ୍ର ହୋଏସି୍। ମୁଇ ମିଶା ଇଶ୍ମାୟେଲକେ ଗୋଟକ୍ ମହାନ ରାଷ୍ଟ୍ର କର୍ବି, ମାତର ମୋର ଚୁକ୍ତି। ଇସ୍ହାକ ସଙ୍ଗେ ରଏସି୍।”ତାର୍ପାଚେ ପରମେଶ୍ବର ଅବ୍ରାମର ନାମ ଅବ୍ରହାମ ନାମତି ବଦଲାଏ ଦେଲା, ଯାହାର ଅର୍ଥ ଆଏ “ଅନେକଲୋକର ପିତା।” ପ୍ରଭୁ ମିଶା ସାରୀ ନାମକେ ସାରାତି ବଦ୍ଲାଏଦେଲା, ଯାହାର ଅର୍ଥ ହୋଏସି୍ ଆଛେ ଆଦିମାତା""। "

5. ୫. ପ୍ରତିଜ୍ଞାର୍ ବେଟା୍ — illustration 4

ହାଇ ଦିନେ ଅବ୍ରହାମ ନିଜର ପରିବାରର ସବୁ ପୁରୁଷ ଲୋକେ ସୁନ୍ନତ କର୍ଲା। ପାକାପାକି ଗୋଟ୍ ବର୍ଷର ପାଚେ, ଯଢ଼ଦାଏ ଅବ୍ରହାମକେ ୧୦୦ବର୍ଷ ଆରି ସାରାକେ ୯୦ ବର୍ଷ ହୋଇ ରେଲା, ସାରା ଅବ୍ରହାମର ପୁତ୍ରକେ ଜନ୍ମ ଦେଲା। ପରମେଶ୍ୱର ଯନ୍ତା ବଳିରେଲା, ହାଏମନ ତାର ନାମ ଇସ୍‍ହାକ ରଖ୍ଲାଏ।

5. ୫. ପ୍ରତିଜ୍ଞାର୍ ବେଟା୍ — illustration 5

ଯଢ଼ଦାଏ ଇସ୍‍ହାକ ସାନ୍ ରେଲା, ପରମେଶ୍ବର ଅବ୍ରହାମର ବିଶ୍ୱାସକେ ପରୀକ୍ଷା କର୍ବାକାଚେ ବଲା୍, "ତୋର ଗୋଟକି ବେଟାକେ ନେଇ ମୋର କାଚେ ବଳି ହିସାବ୍ତି ହତ୍ୟା କରିଦେସ୍।” ଆଓରି ହାରକ୍ ଅବ୍ରହାମ ପରମେଶ୍ବର କଥାକେ ମାନ୍ଲା ଆରି ତାର୍ ବେଟାକେ ବଳିଦାନ କାଚେ ପ୍ରସ୍ତୁତ କର୍ଲା।

5. ୫. ପ୍ରତିଜ୍ଞାର୍ ବେଟା୍ — illustration 6

ଅବ୍ରହାମ ଆରି ଇସ୍ହାକ ବଳିଦାନ କର୍ବା ଜାଗାତି ଯିବା ଦାଏ, ଇସ୍ହାକ ପଚାର୍ଲା, "ପିତା, ବଳିଦାନ କାଚେ ଦାରୁ ଆଛେ, ମାତର ବଳିଦାନ କରିବା କାଚେ ମେଣ୍ଡାଛୁଆ କନ୍ଲେଗେଆଛେ?" ଅବ୍ରହାମ ଉତ୍ତର ଦେଲା, "ହେ ମୋର ବେଟା, ପରମେଶ୍ୱର ଗୋଟକ୍ ମେଣ୍ଡାଛୁଆ ବଳି ଉତ୍ସର୍ଗ କର୍ବା କାଛେ ଦେଏସି।”

5. ୫. ପ୍ରତିଜ୍ଞାର୍ ବେଟା୍ — illustration 7

ହାଏମନ୍ ବଳିଦାନ କର୍ବାର ଜାଗାତି ପହଞ୍ଚିଲାର୍ ପାଚେ ଅବ୍ରହାମ ଇସ୍ହାକେ ବାନ୍ଧିକରି ଯଜ୍ଞତି ଢଢୁଲାଏ ଦେଲା। ହାଏ ତାର ବେଟାକେ ମାର୍ବାର୍ ଉପରେ ରେଲା ଆରି, ପରମେଶ୍ୱର ବଲା୍, "ତେବ୍! ପିଲାକେ କାଇନାକର୍! ଅବର ମୁଇ ଜାଣ୍ଲି ତୁଇ ମୋକେ ମାନ୍ବିଆସ୍ କାରଣ ତୁଇ ଗୋଟକ୍ ବୋଲି ପିଲାକେ ମିଶା ମକେଦେବା କାଚେ ପ୍ରସ୍ତୁତ ଆସ୍।”

5. ୫. ପ୍ରତିଜ୍ଞାର୍ ବେଟା୍ — illustration 8

ଅବ୍ରହାମ ଏକ ମେଣ୍ଡାଛୁଆକେ ଦୋଖ୍ଲା ଯନ୍ଟା କି ବୁଦା ଭିତରେ ଫସି ରେଲା। ପରମେଶ୍ବର ଇସ୍ହାକର ବଦ୍ଲେ ବଳି କରବାକାଛେ ଗୋଟକ୍ ମେଣ୍ଡାଛୁଆକେ ଯୋଗାଏଦେଲା। ଅବ୍ରହାମ ସରଧା ସରଧା ମେଣ୍ଡାଛୁଆକେ ବଳି କର୍ଲା।

5. ୫. ପ୍ରତିଜ୍ଞାର୍ ବେଟା୍ — illustration 9

ତାର୍ପାଚେ ପରମେଶ୍ବର ଅବ୍ରହାମକଜ ବଲା୍, "କାରଣ ତୁଇ ମୋର ଲାଗି ସବୁଟା ଦେବା। କାଚେ ଇଚ୍ଛୁକ ଆସ୍, ଅନ୍ତାକି ତୋର ଗୋଟକି ବଲି ପିଲାକେ ମିଶା, ଇଟାକାଚେ ମୁଇ ତକେ ଆଶୀର୍ବାଦ କର୍ବାକାଚେ ପ୍ରତିଜ୍ଞା କର୍ବିଆଚି। ତୋର ବଂଶଧରମନ୍ ଆକାଶର ତାରାମନ୍ଲେ ଅଧିକ ହୋଏବାଏ। କାରଣ ତୁଇ ମୋର ଆଦେଶକେ ପାଳନ କର୍ଲିଆସ୍, ହାଇଟାକାଚେ ମୁଇ ତୋର ପରିବାର ଦ୍ୱାରା ଜଗତର ସବୁ ପରିବାରକେ ଆଶୀର୍ବାଦ କର୍ବି।”

ଆଦିପୁସ୍ତକ ୧୬-୨୨ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).