17. ୧୭. ଇଶରେର୍ ନୀୟନ୍ ଦାଉଦରେ ସଙ୍ଘେ
ଶାଉଲ୍ ଇସ୍ରାଏଲେ ପର୍ଥୁମ୍ ରାଜା ଥାଲେକ୍, ଅଉ ଉଚ୍ଚା ଆର୍ ଚେହେରା ଥାଲେକ୍,ଯେନ୍ ରାଜାକେ ନୋକ୍ହେନ୍ ଦେଖ୍ହ୍ଲିଁନ୍। ପର୍ଥୁମ୍ କିଛୁକ୍ ବଛୋର୍ ପାଇଁ ଶାଉଲ୍ ଗୋଟାକ୍ ଭାଲା ରାଜା ଥାଲେକ୍।ଯେତେବା ଅଉ ଇସ୍ରାଏଲ୍ ଉପ୍ରେ ଶାସନ୍ କର୍ଲେକ୍।ହୋଲେ ସେଟାର୍ ପିଛୁ ଏକ୍ଟା ହିଁନ୍ନୋକ୍ ହୋଲେକ୍ ଯେ ଇଶରେର୍ ଅମାନ୍ତି କର୍ଲେକ୍,ତେଣୁ ଇଶର୍ ଗୋଟାକ୍ ଆଗ୍ଲା ନୋକେ ବଞ୍ଚାଲେକ୍ ଯେ ଏକ୍ ଦିନ୍ ଉହାର୍ ଜାଗାୟ୍ ରାଜା ହୋଇଁ ଗେଥାଲେକ୍।
ଶାଉଲେର୍ ପିଛୁ ଇଶର୍ ଏକ୍ନୋକ୍ ଛଣ୍ଡା ଇସ୍ରାଏଲକେ ରାଜା ହୋବାର୍ ତୋରେ ବାଞ୍ଚ୍ଲେକ୍।ବେଥଲୀୟମ୍ ବାଜାର୍ନୁ ଆସ୍ଥାର୍ ମେଣ୍ଡା ବାଗାଲି ଥାଲେକ୍।ଆଗ୍ଲା ଆଗ୍ଲା ସମୟେ ଅଉ ଯୌତବା ଉହାର୍ ବାୟେର୍ ମେଣ୍ଡା ଜାଗ୍ତେ ଥାଲେକ୍,ସୌତେବା ଦାଉଦ୍ ଉହାର୍ ମେଣ୍ଡାକେ ଆଘାତ୍ କର୍ବାର୍ ଗୋଟାକ୍ ବାଗ୍ ଆର୍ ଭାଲୁକେ ମରାଥାଲେକ୍। ଦାଉଦ୍ ଏକ୍ନୋକ୍କେ ଧିରା ଆର୍ ଧାର୍ମିକ୍ ନୋକ୍ ଥାକେଲ୍ ଯେ ଇଶରେର୍ଠେଁ ବିଶାଷ୍ କରିଁ ଉହାର୍ ଆଇଗାଁ ମାନ୍ଥାଲେକ୍।
ଦାଉଦ୍ ଏକ୍ନୋକ୍ ସୈନିକ୍ ଆର୍ ନେତା ହୋଲେ।ଯେତେବା ଦାଉଦ୍ ଛଣ୍ଡା ଥାଲେକ୍,ଅଉ ଗାଲିୟାତେର୍ ନାମେର୍ ଏକ୍ନୋକ୍ ଡାକାତ୍ ନୋଖେର୍ ସଙ୍ଘେ ଯୁଦ୍ଧ କର୍ତାଲେକ୍।ଗୋଲିୟାତ୍ ଏକ୍ନୋକ୍ ଦାଇତୋନିୟା,ବହୁତ୍ ବଳ୍ବାନ୍ ସୈନିକ୍ ଥାଲେକ୍ ପାଖାପାଖି ତିନ୍ ମିଟର୍ ଉଚ୍ଚା ଥାଲେକ୍।ହୋଲେ ଇଶର୍ ଗୋଲିୟାତ୍କେ ମରାଇଁ ଇସ୍ରାଏଲ୍କେ ଉଦ୍ଧାର୍ କର୍ବାର୍ ତୋରେ ଦାଉଦ୍କେ ସାଇଜ କର୍ଥାଲେକ୍। ଏଟାର୍, ପରେ ଦାଉଦ୍ ଇସ୍ରାଏଲେର୍ ଶତ୍ରୁହେନ୍ ଉପ୍ରେ ଢ଼େର୍ ଥର୍ ଜୀତ୍ଥାଲେକ୍,ଯୌକର୍ତେ ନୋକ୍ହେହ୍ ଉର୍ହାକାର୍ ନାମ୍ କର୍ଥାହ୍ଲିନ୍।
ଦାଉଦେର୍ ତୋରେ ନୋକ୍ହେନ୍କାର୍ ଆଲାଦକେ ଶାଉଲ୍ ସହିଁ ପାର୍ଲେକ୍ ନାଇଁ।ଶାଉଲ୍ ଢେର୍ ସମୟେ ଦାଉଦକେ ମରାବାର୍ ତୋରେ ଚେଷ୍ଟା କର୍ଥାଲେକ୍,ହୋଲେ ଦାଉଦ୍ ଶାଉଲେର୍ଠେଁନୁ ନାକାଇଁ ଗେଲା।ଏକ୍ଦିନ୍ ଦାଉଦ୍କେ ମରାବାର୍ ତୋରେ ଶାଉଲ୍ ଖୁଜ୍ତେ ଥାଲେକ୍। ଶାଉଲ୍ ସୌ ପାଥର୍ ଘର୍କେ ଗେଲା ଯୌଠେ ଦାଉଦ୍ ଶାଉଲେର୍ଠେଁନୁ ନିଯେକେ ନୁକାତେଥାଲେକ୍ ହୋଲେ ଶାଉଲ୍ ଉହାକେ ଦେଖିଁ ପାଥାଲେକ୍ ନାଇଁ।ଦାଉଦ୍ ଅଣୁ ଶାଉଲେର୍ ବହୁତ୍ ପାଶେ ଥାଲେକ୍ ଆର୍ ଅଉ ଉହାକେ ମରାଇଁ ପାର୍ଥାତେକ୍,ହୋଲେ ଅଉ ସେଟା କର୍ଲେକ୍ ନାଇଁ।ବରଞ୍ଚ ଦାଉଦ୍ ଶାଉକେ ପର୍ମାଣ୍ କର୍ବାରେ ତୋରେ ଶାଉଲେର୍ କାପଢ଼େର୍ ଏକ୍ଖାଣ୍ଡାକେ କାଟ୍ଲେକ୍ ଯେନ୍କି ଆର୍ ରାଜା ହୋବାର୍ ତୋରେ ମରାଲେକ୍ ନାଇଁ।
ସବାର୍ସେଷେ, ଶାଉଲ୍ ଯୁଦ୍ଧୟ୍ ଜୀବନ୍ ଛାଡ଼ାଲେକ୍,ଆର୍ ଦାଉଦ୍ ଇସ୍ରାଏଲେ ରାଜା ହୋଲେ ଅଉ ଏକ୍ନୋକ୍ ଭାଲା ରାଜା ଥାଲେକ୍,ନୋକ୍ହେନ୍ ଉହାକେ ଆଲାଦ୍ କର୍ତେ ଥାହ୍ଲିଁନ୍।ଇଶର୍ ଦାଉଦ୍କେ ସାଇଁପ ଦିଲେକ୍ ଆର୍ ଫଳ୍ଦିଁ।ଦାଉଦ୍ ଢେର୍ ଯୁଦ୍ଧ କର୍ଲେକ୍ ଆର୍ ଇଶର୍ ଇସ୍ରାଏଲେ ଶତ୍ରୁହେନ୍କେ ହାରାବାର୍ ତୋରେ ଉହାକେ ସାଇଜ କର୍ଲେକ୍।ଦାଉଦ୍ ଯିରୁଶାଲ୍ ଜୟ୍ କର୍ଲେକ୍ ଆର୍ ଏଟାକେ ଉହାର୍ ରାଜ୍ଧାନୀ।ଦାଉଦେର୍ ରାଜ୍ନୀତି ସମୟେ।ଇସ୍ରାଏଲ୍ ଶକ୍ତିଶାଳି ଆର୍ ଧନ୍ବାନ୍ ହୋଲେକ୍।
ଦାଉଦ୍ ଗୋଟାକ୍ ମନ୍ଦୀର୍ ତେଆର୍ କର୍ବାକେ ଇଚ୍ଛା କର୍ଲେକ୍ ଯେଠେଁ ସବୁ ଇସ୍ରାଏଲ୍ ଇଶରେର୍ ଗୀତ୍ଗାଣ୍ କର୍ହ୍ଲିଁନ୍ ଆର୍ ଉହାର୍ ତୋରେ ବଳିଁ ଦିଭିନ୍।ପାୟ୍ ୪୦୦ ବଛୋର୍ ଧରିଁ ନୋକ୍ହେନ୍ ଇଶରେର୍ ଉପବାସ୍ କର୍ତେଥାହ୍ଲିଁନ୍ ଆର୍ ମୋଶା ତେଆର୍ କର୍ଥାବା ସବୁନୋଖେର୍ ତମ୍ବୁୟେ ବଳି ଚଢାଲେକ୍।
ହୋଲେ ନାଥନ୍ ଭାବ୍ବାଦୀକେ ଦାଦେର୍ ପାଶକେ କିଚୁକ୍ ଖବର୍ ଦିଁ ପାଠାଲେକ୍”ଯୌକର୍ତେ ତୁର୍ହା ଯୁଦ୍ଧର୍ ଗୋଟାକ୍ ମାନୁଷ୍,ସୌକରତେ ତୁର୍ହା ଆହ୍ମାର୍ ତୋର୍ ଅଉ ମନ୍ଦୀର୍ ତେଆର୍ କର୍ବାର୍ ନାଇଁ ତୋରେ”ସେଟା ତେଆର୍ କରେକ୍ ହୋଲେ ଆହ୍ମିଁ ତୁର୍ହାକେ ବହୁତ୍ ବାବେ ସାଇଲ କର୍ବୋ।ତୁର୍ହାକାର୍ ବଂଶଧ୍ ମୈଧେନୁ ଏକ୍ନୋକ୍ ଆହ୍ମାର୍ନୋକ୍ ହେନ୍କାର୍ ଉପ୍ରେ ରାଜାଭାବେ ଚିରଦିନ୍ ପାଇଁ ରାଜ୍ କରେକ୍।”ଚିର କାଳ୍ ଶାସନ୍ କରିଁ ପାର୍ଥାବା ଦାଉଦେର୍ ଗୋଟାକ୍ ମାତ୍ର ବଂଶଧର୍ ହୋୟ୍ଠେ ଖ୍ରୀଷ୍ଟ, ଇଶରେର୍ ବାଞ୍ଚା ଯେ ପର୍ଥିମେର୍ ନୋକ୍ହେନ୍ ଉର୍ହାକାର୍ ସବୁ ପାପ୍ ନୁ ରକ୍ଷା କରେକ୍।
ଯେତେବା ଦାଉଦ୍ ସୌସବୁ ଭାଖା ଶୁଣ୍ଲେକ୍,ଅଉ ସାଙ୍ଘେ ସାଙ୍ଗ୍ ଇଶର୍ ଧୈନବାଦ୍ ଦୀଲେକ୍ ଆର୍ ଉହାର୍ ଗୌରିୟସ୍ କୈଲେକ୍ କାରଣ୍ ଅଉ ଦାଉଦ୍କେ ସୌ ବଡ଼ ସନ୍ମାନ୍ ଆର୍ ଢେର୍ ଆଶିର୍ବା ଦିଆର୍ ତୋରେ କିରା କର୍ଥାଲେକ୍।ଇଶର୍ ଯୌତେବା ସୌ ସବୁ ବିଷୟ୍ କରେର୍ ସେଟା ଦାଉଦ୍ ଜାଣାଥାଲେକ୍ ନାଇଁ।ହୋଲେ ଏନ୍ଘଟ୍ଲେକ୍ ଇସ୍ରାଏଲହେନ୍କେ ଖ୍ରୀଷ୍ଟ ଆସ୍ବାର୍ ତୋରେ ପ୍ରାୟ୍ ୧୦୦୦ ବଛୋର୍ ବାଟ୍ ଚାଇଁତେ ପଢ଼େକ୍।
ଢେର୍ ବଛୋର୍ ଧରିଁ ଦାଉଦ୍ ନିୟମ୍ ଆର୍ ବିଚାରେ ରାଜ୍ କର୍ଲେକ୍ ଆର୍ ଇଶର୍ ଉହାକେ ଆଶିର୍ବାଦ୍ କର୍ଲେକ୍ ଆର୍,ଉହାର୍ ଜୀବନେ ଶେଷ୍ ଭାଗେ ଅଉ ଇଶରେର୍ ବିରୁଦ୍ଧେ ମହାପାପ୍ କର୍ଥାଲେକ୍।
ଏକ୍ଦିନ୍,ଯେତେବା ଦାଉଦେର୍ ସୈନିକ୍ହେନ୍ ସବୁ ଯୁଦ୍ଧ କର୍ବାର୍ ତୋରେ ଘର୍ନୁ ଧୁଧେ ଥାହ୍ଲିଁନ୍,ଅଉ ଉହାର୍ ରାଜ୍ମହୋଲେର୍ ବାହିର୍କେ ଦେଖ୍ଲେକ୍ ଯେ ଗୋଟାକ୍ ଚେହେରା ମାୟା ଗାଧୁୟେଠେ ସୈ ମାୟାର୍ ନାମ୍ ହୋୟ୍ଠେ ବେଥଶିବା ଥାଲେକ୍।
ନଯର୍କେ ଐନରକନ୍ କର୍ବାର୍ ବୋଦଳେ ଉହାକେ ଆଣ୍ବାର୍ ତୋରେ ଏକ୍ନୋକ୍କେ ପାଠାକେଲ୍।ଆର୍ ଉହାର୍ ସଙ୍ଘେ ଶୁଆଲେକ୍ ଆର୍ ଉହାକେ ଉହାର୍ ଘର୍କେ ପାଠାଲେକ୍ କିଛୁକ୍ ଦିନ୍ ପରେ ବେଥଶିବା ଦାଉଦ୍କେ ଗୋଟାକ୍ କଥା ଚିନ୍ତା କରିଁ କୈକେଲ୍ ଯେ ଅଉ ପଆତୀ ଆଛି।
ଊରିୟ ନାମେର୍ ଏକ୍ନୋକ୍ ଦାଉଦେର୍ ସୈନିକ୍ହେନ୍କାର୍ ମୈଧନୁ ଏକ୍ନୋକ୍ ଭାଲା ସୈନିକ୍,ବେଥଶିବାର୍ ମରଦ୍ ଥାଲେକ୍।ଦାଉଦ୍ ଊରିୟକେ ଡାକିଁ ଉହାର୍ ମାୟାର୍ ପାଶ୍କେ ଯାବାର୍ ତୋରେ କୈଲକ୍।ହୋଲେ ଐନ ସୈନିକ୍ହେନ୍ ଯୁଦ୍ଧୟ୍ ଥାବା ସମୟେ ଊରିୟ ଘର୍କେ ଯାବାର୍ ପାଇଁ ମାନାକର୍ଥାକେଲ୍ ହୋଲେ ଦାଉଦ୍ ଊରିୟକେ ଆର୍ବାରେକ୍ ଯୁଦ୍ଧ ମୈଦାନ୍କେ ପାଠାକେଲ୍ ଆର୍ ମୂଳ୍ସୈନିକ୍କେ କହିଁ ପାଠାଲେକ୍ ଯେ ଊରିୟକେ ଏନ୍ଜାଗାୟ୍ ରାଖ ଯେଠେଁ ଶତ୍ରୁ ଆଡ଼େ ଢ଼େର୍ ବଳ୍ଆଛେ ଯେନ୍ ଊରିୟ ଶତ୍ରୁହେନ୍କାର୍ ଦିଁ ମରେକ୍।
ଊରିୟକେ ମରାଗେଲା ପରେ,ଦାଉଦ୍ ବେଥଶିବାକେ ବେହା ହୋଲେକ୍।ପରେ ଆର୍ ଦାଉଦେର୍ ବେଟାକେ ଜନ୍ମ ଦିଲେକ୍ ଦାଉଦ୍ ଯାହା କର୍ଥାଲେକ୍ ସୌକର୍ତେ ଇଶର୍ ବହୁତ୍ ଯୁରେ ରାଗିଁ ଗେଥାଲେକ୍,ହୋଲେ ଅଉ ଉହାର୍ ପାଶ୍କେ ନାଥନ୍ ଭବିଷ୍ଯତ୍ଭକ୍ତକେ ପାଠାଇଁ ଉହାର୍ ପାପ୍ କିରକନ୍ ହିନ୍ ହୋଥାଲେକ୍ ସେଟା ଜାଣ୍ଥାଲେକ୍।ଦାଉଦ ଉହାର୍ ପାଶ୍ଦିଁ ଚିନ୍ତା କର୍ଲେକ୍ ଆର୍ ଇଶର୍ ଉହାକେ କ୍ଷେମା ଦିଲେକ୍।ଦାଉଦ୍ ଉହାର୍ କିଛୁକ୍ ଜୀବନେ,ସୌରକନ୍ ଉହାର୍ କଷ୍ଟର୍ ସମୟେ ମୈଧ ଇଶରେର୍ ବାଟେ ଚୋଲିଁ କିରାମାନ୍ କର୍ଲେକ୍।
ହୋଲେ ଦାଉଦେର୍ ପାପେର୍ ଦଣ୍ଡେରକନ୍ ଉହାର୍ ବେଟାଟା ମରିଁ ଗେଲା।ଦାଉଦେର୍ କିଛୁକ୍ ଜୀବନ୍ କାଳ୍ ସମୟେ ମୈଧେ ପରିବାରେ ଝଗ୍ଡ଼ା ନଗାଁ ରୈଲେକ୍,ଆର୍ ଦାଉଦେର୍ ଶକ୍ତି ସବୁ ନୁହ୍ଲା ହୋଇଁ ଗେଲା। ହୋଲେହଁ ଦାଉଦ ଇଶରେର୍ ତୋରେ ଅବିଶାଷ୍ କର୍ଲେକ୍ ନାଇଁ ତେଥାପି ଇଶର୍ ଉହାର୍ କିରାଗାକେ ରକ୍ଷା କର୍ବାର ତୋରେ ବିଶାଷ୍ ଥାଲେକ୍ ଆର୍ ସମୟେ ଦାଉଦ ଆର୍ ବେଥଶିବାର୍ଠେଁନୁ ଆର୍ହଁ ଗୋଟାକ୍ ବେଟା ଜନ୍ମ ଦିଲେକ୍ ଆର୍ ଉର୍ହା ଉହାକେ ଶଲୋମୋନ୍ ନାମ୍ ଦିଲେକ୍।
ବାବଲେର୍ ଗୋଟାକ୍ କାହାଣୀ:୧ଶାମୁୟେଲ ୧୦;୧୯;୨୪;୩୧; ୨ଶାମୁୟେଲ ୫;୭;୧୧-୧୨
Free to use, adapt, and share under an open license (CC BY-SA 4.0).