18. ୧୮. ବିଭକ୍ତ ରାଜ୍ୟ

18. ୧୮. ବିଭକ୍ତ ରାଜ୍ୟ — illustration 1

ଅନେକ୍‌ ବଛୋର୍‌ ଦାଉଦ୍‌ ମର୍ଲେକ୍‌,ଆର୍‌ ଉହାର୍‌ ବେଟା ଶଲୋମୋନ୍‌ ଇସ୍ରାଏଲ୍‌ ଉପ୍ରେ ଶାଷନ୍‌ କର୍ବାକେ ଆରମ୍ବ କର୍ଲେକ୍‌।ଇଶର୍‌ ଶଲୋମୋନ୍‌କେ,ଆର୍‌ ଅଉ ଯୌବିଷୟ୍‌କେ ସବୁଠେଁନୁ ଢେର୍‌ ଚାହେଁ ସେଟା ପଚାର୍‌ଲେକ୍‌।ଯୌତେବା ଶଲୋମୋନ ଜ୍ଞାନ୍‌ପାଇଁ ପାର୍ଥନା କର୍ଲେକ୍‌, ଇଶର୍‌ ସେଥିୟେ ମନ୍‌ସାନ୍ତ ହୋଇଁଗେଲା ଆର୍‌ ଉହାକେ ପର୍ଥୁମେର୍‌ ସବୁଠେଁନୁ ବଶୀ ଜ୍ଞାନ୍‌କର୍ଲେକ୍‌।ଶଲୋମୋନ୍‌ ଢେର୍‌ ବିଷୟେ ଶୀଖ୍ଲେକ୍‌ ଆର୍‌ ଏକ୍‌ନୋକ୍‌ ବହୁତ୍‌ ବୁଧିମାନ୍‌ ବିଚାର୍‌ କରା ହୋଲେକ୍‌।ହୋଲେ ଆର୍ହଁ ମୈଧ ଇଶର୍‌ କୈଲେକ୍‌ ସବୁ ଧନ୍‌ବାନ୍‌ କର୍ଲେକ୍‌।

18. ୧୮. ବିଭକ୍ତ ରାଜ୍ୟ — illustration 2

ଯିରୁଶାଲାମେ ଶଲୋମୋନ୍‌ ମନ୍ଦୀର୍‌ ତେଆର୍‌ କର୍ଲେକ୍‌ ଯେଟା ଉହାର୍‌ ବାୟ୍‌ ମୋନେ କର୍ଥାଲେକ୍‌ ଆର୍‌ ଔ ପର୍କାର୍‌ଗାକେ ଯୋଗାଡ଼୍‌ କରିଁ ରାଖ୍‌ଲେକ୍‌।ନୋକ୍‌ହେନ୍‌ ଇଶରେର୍‌ ଉପବାସେ ଆର୍‌ ବଳୀ ସବୁ ନୋଖେର୍‌ ତମ୍ବୁଯେ କର୍ବାର୍‌ ତୋରେ ନାଗ୍ଲିଁନ୍‌।ଇଶର୍‌ ଆସ୍‌ଲେ ଆର୍‌ ମନ୍ଦୀରେ ପହଞ୍ଚ୍‌ଲେକ୍‌ ,ଆର୍‌ ଅଉ ଉର୍ହାକାର୍‌ ନୋକ୍‌ହେନ୍‌କାର୍‌ ସଙ୍ଘେ ରୈଲେକ୍‌।

18. ୧୮. ବିଭକ୍ତ ରାଜ୍ୟ — illustration 3

ହୋଲେ ଶଲୋମୋନ୍‌ ଐନ ଦେଶ୍‌ହେନ୍‌କାର୍‌ ମାୟାହେନ୍‌କେ ଭାଲ୍‌ପାଲେକ୍ ଆର୍‌ ୧୦୦୦ ବିଦେଶୀଯା ମାୟାହେନ୍‌କେ ବେହାହୋଇଁ କରିଁ ବୁଧି ଆଭାବ୍‌ ହୋଥାଲେକ୍‌।ସୌମାଯାହେନ୍‌କାର୍‌ ମୈଧନୁ ଢେର୍‌ ବାହିର୍‌ ଦେଶ୍‌ନୁ ଆସ୍‌ଥାହ୍ଲିନ୍‌ ଆର୍‌ ଉର୍ହାକାର୍‌ ସଙ୍ଘେ ଉର୍ହାକାର୍‌ ଦେବ୍ତାଗାକେ ନିଁଆସ୍ଥାହ୍ଲିଁନ୍‌ ଆର୍‌ ଧରେ ଉର୍ହାକେ ଉପବାସ୍ କରାଲେକ୍‌।ଶଲୋମୋନ୍‌ ଯୌତେବା ବୁଡ଼ା ହୋଇଁ ଗେଲେକ୍‌, ଅଉ ମୈଧ ଉର୍ହାକାର୍‌ ଉର୍ହା ଦେବ୍ତାଗାକେ ଆଣ୍‌ଲେକ୍‌ ଉପବାସ୍‌ କର୍ହ୍ଲିଁନ୍‌।

18. ୧୮. ବିଭକ୍ତ ରାଜ୍ୟ — illustration 4

ଇଶର୍‌ ଶଲୋମୋନେର୍‌ଠେଁ ରାଗିଁ ଥାହ୍ଲିଁନ୍‌ ଆର୍‌ ଶଲୋମୋନେର୍‌ ଅବିଶାଷେର୍‌ ଦଣ୍ଡ୍‌ ରକନ୍‌ଶଲୋମୋନେର୍‌ ମରଣ୍‌ ପେର ଅଉ ଦେଶ୍‌କେ ଦୁଟା ରାଇଜ କର୍ବାର୍‌ ତୋରେ ମଞ୍ଜୁର୍‌ ନିଲେକ୍‌।

18. ୧୮. ବିଭକ୍ତ ରାଜ୍ୟ — illustration 5

ଶଲୋମୋନେର୍‌ ମରଣ୍‌ ପରେ,ଉହାର୍‌ ବେଟା ରିହବିୟାମ ରାଜା ହୋଲେକ୍‌। ରିହବିୟାମ୍‌ ଏକ୍‌ନୋକ୍‌ ଖାରାପ୍‌ ନୋକ୍‌ ଥାଲେକ୍‌।ଇସ୍ରାଏଲ୍‌ ଦେଶେର୍‌ ସବୁ ନୋକ୍‌ହେନ୍‌ ଏକ୍‌ହୋଇଁ ଉହାକେ ଗୋଟାକ୍‌ ରାଜା ଭାଭ ଚିହ୍ନଟ୍‌ କର୍ହ୍ଲିନ୍‌।ଉର୍ହା ରିହବିୟାମକେ ଜାଣାଇଁ କୈହ୍ଲିନ୍‌ ଯେ ଶଲୋମୋନ ଉହାକେ ଟାଣ୍‌କାମ୍‌ କର୍ବାରେ ଆର୍‌ ଢେର୍‌ଖାଜାଣା ଦିବାକେ ପଢ୍‌ଲେକ୍‌।

18. ୧୮. ବିଭକ୍ତ ରାଜ୍ୟ — illustration 6

ରିହବିୟାମ୍‌କେ ଟାଣ୍‌ କରିଁ ଉତ୍ତର୍‌ ଦିଲେକ୍‌”ତୁର୍ହା ଭାବ୍‌ଛ ଆହ୍ମାର୍‌ ବାୟ୍‌ ଶଲୋମୋନ୍‌ ତୁର୍ହାକେ ଆଟ୍‌ କରାଛନ୍‌,ହୋଲେ ଉର୍ହାକାର୍‌ଠେଁନୁ ଆହ୍ମିଁ ଆର୍ହଁ ଢେର୍‌ କଷ୍ଟକରା କାମ୍‌ କର୍ବାକେ ଦିବୋ,ଆର୍‌ ଉର୍ହାକାର୍‌ଠେଁନୁ ବେସିଁ ଆହ୍ମିଁ ତୁର୍ହାକେ ଜୁର୍‌ ଭାବେ କାମ୍‌ ଦିବୋ ଉହାର୍‌ଠେଁନୁ ବେଶୀ ଆହ୍ମିଁ ତୁର୍ହାକେ ଜୁରେ ଦଣ୍ଡ ଦିବୋ।

18. ୧୮. ବିଭକ୍ତ ରାଜ୍ୟ — illustration 7

ଇସ୍ରାଏଲ୍‌ ଦେଶେର୍‌ ଗୁଷ୍ଟି ରିହବିୟାର୍‌ ବିରୁଧେ କର୍ହ୍ଲିଁନ୍‌।ଖାଲି ଦୁଟା ଗୁଷ୍ଟି ଉହାର୍‌ ତୋରେ ବିଶାଷ୍‌ କର୍ହ୍ଲିଁନ୍‌ ସୌଗୁଷ୍ଟି ଯିହୁଦା ରାଇଜେର୍‌ ହୋଲେକ୍‌।

18. ୧୮. ବିଭକ୍ତ ରାଜ୍ୟ — illustration 8

ଇସ୍ରାଏଲ୍‌ ଦେଶେର୍‌ ଐନ ଦଶ୍‌ଟା ଜାତୀ ରିହବିୟାମେର୍‌ ବରୁଧେ ଧାରାଣା କର୍ହ୍ଲିନ୍‌ ଆର୍ ଯାରବିୟାମ୍‌ ଏକ୍‌ନୋକ୍‌କେ ଉର୍ହାକାର୍‌ ରାଜାହୋବାର୍ ତୋରେ ଚିହ୍ନଟ୍‌ କର୍ହ୍ଲିଁନ୍‌ ଉର୍ହା ଉତ୍ତର୍‌ ଭାଗେ ଉର୍ହାକାର୍ ରାଇଜ୍‌ ଥାପ୍ନା କର୍ହ୍ଲିଁନ୍‌ ଆର୍ ଉର୍ହାକାର୍‌ ଇସ୍ରାଏଲ ରାଜର୍ ବା ପର୍ଦେଶ୍‌ କହାଗେଲା

18. ୧୮. ବିଭକ୍ତ ରାଜ୍ୟ — illustration 9

ଯାରବିଯାମ୍‌ ଇଶରେର୍‌ ବିରୁଧେ ଖାରାପ୍‌ କୈଲେକ୍‌ ଆର୍‌ ନୋକ୍‌ହେନ୍‌କାର୍‌ ପାପ୍‌ କର୍ହ୍ଲିଁନ୍‌ ଆର୍‌ ଯିହୁଦା ରାଇଜ୍‌ ଥାବା ମନ୍ଦୀରେ ଇଶରେର ଉପବାସ୍‌ କର୍ବା ବୋଦଳେ ଅଉ ଠାକୁର୍‌ ପୂଜା କର୍ବାର୍‌ ତୋରେ ଉହାର୍‌ ନୋକ୍‌ହେନ୍‌କାର୍‌ ତୋରେ ଦୁଟା ଠାକୁର୍‌ ତେଆର୍‌ କର୍ହ୍ଲିଁନ୍‌।

18. ୧୮. ବିଭକ୍ତ ରାଜ୍ୟ — illustration 10

ଯିହୁଦା ରାଇଜ୍‌ ଆର୍‌ ଇସ୍ରାଏଲ୍‌ ରାଇଜ୍‌ ଶତ୍ରୁ ଭରିଁ ଗେହ୍ଲିଁନ୍‌ ଆର୍ ଢେର୍‌ବାର୍‌ ନୋଖେର୍‌ ବିରୁଧେ ଯୁଦ୍ଧ କର୍ହ୍ଲିଁନ୍‌।

18. ୧୮. ବିଭକ୍ତ ରାଜ୍ୟ — illustration 11

ନୋଆ ରାଇଜ୍‌ ଇସ୍ରାଏଲ୍‌ ସବୁ ରାଜା ହିନ୍‌ ଥାହ୍ଲିଁନ୍‌।ଅଉ ସବୁ ରାଜାହେନ୍‌କାର୍‌ ମୈଧନୁ ଅନେକ୍‌ ରାଜା ଐନ ଇସ୍ରାଏଲ୍‌ହେନ୍‌କାର୍‌ ଦିଁ ମରିଁଗେହ୍ଲିଁନ୍‌ ଯୌନୋକ୍‌ହେନ୍‌ ଉର୍ହାକାର୍‌ ଜାଗାୟ୍‌ ରାଜାହୋବାକେ ଇଚ୍ଛା କର୍ହ୍ଲିନ୍‌।

18. ୧୮. ବିଭକ୍ତ ରାଜ୍ୟ — illustration 12

ସବୁ ରାଜାହେନ୍‌ ଆର୍‌ ଇସ୍ରାଏଲ୍‌ ରାଜେ ସବୁନୋକ୍‌ ଠାକୁର୍‌ ପୂଜା କର୍ତେ ଥାହ୍ଲିଁନ୍‌।ଉର୍ହାକାର୍ ଠାକୁର୍‌ ପୂଜାୟ୍‌ ଅନେକ୍‌ ସମୟେ ହିନ୍‌କାମେ ଆର୍‌ ଯେନ୍‌କି ବାରେକ୍‌ ବାରେର୍‌ ଛାଆ ବିଳୀ ଦିୟା ଗେତେଥଲେକ୍‌।

18. ୧୮. ବିଭକ୍ତ ରାଜ୍ୟ — illustration 13

ଯିହୁଦାର୍‌ ରାଜାହେନ୍‌ ଦାଉଦେର୍‌ ବଂଶଧର୍‌ ଥାଲେକ୍‌।ସୌ ସବୁ ରାଜାହେନ୍‌ କାର୍‌ ମୈଧନୁ ଭାଲ୍‌ ମଣୁଷ୍‌ ଥାହ୍ଲିଁନ୍‌।ହୋଲେ ଯୁହୁଦାର୍‌ କିଛୁକ୍‌ ରାଜାହେନ୍‌ ହିନ୍‌ ଆର୍‌ ବଷ୍ଟା ଥାହ୍ଲିଁନ୍‌।ଆର୍‌ ସୌ ଠାକୁର୍‌ ପୂଜା କର୍ତେଥାହ୍ଲିଁନ୍‌। କିଛୁକ୍‌ ରାଜାହେନ୍‌ ଯେନ୍‌କି ଉର୍ହାକାର୍‌ ଛାଆହେନ୍‌ ମୈଧ ଇଶରେର୍‌ ବିରୁଧେ ଖାପ୍‌ କର୍ହ୍ଲିଁନ୍‌ ଆର୍‌ ଐନ ଦେବ୍ତାହେନ୍‌କାର୍‌ ଉପାସ୍‌ କର୍ତେଥାହ୍ଲିଁନ୍‌।

ବାଇବଲେର୍‌ ଗୋଟାକ୍‌ କାହାଣୀ:୧ରାଜାବଳୀ ୧-୬;୧୧-୧୨

Read in the reader

Free to use, adapt, and share under an open license (CC BY-SA 4.0).