19. ୧୯. ଭାବ୍ବାଦୀହେନ୍
ଇସ୍ରାଏଲ୍ହେନ୍କାର୍ ଇତିହାସେ,ଇଶର୍ ଉର୍ହାକାର୍ ପାଶ୍କେ ଭାବ୍ବାଦୀହେନ୍କେ ପାଠାଲେକ୍।ଭାବ୍ବାଦୀହେନ୍ ଇଶରେର୍ଠେଁନୁ ସମାଚାର୍ ଶୁଣିଁ ଆର୍ ତାର୍ ପିଛୁ ଇଶର୍ ସମାଚାର୍ ଗାକେ ନୋକ୍ହେନ୍କେ କୈତେଥାଲେକ୍।
ଆହବ୍ ଯେବା ଇସ୍ରାଏଲ୍ ଜାଇଜେର୍ ରାଜାଥାଲେକ୍ ସୌତେବା ଏଲିୟ ଏକ୍ନୋକ୍ ଭାବ୍ବାଦୀ ଥାଲେକ୍।ଆହବ୍ ଏକ୍ନୋକ୍ ହିନ୍ ନୋକ୍ ଥାଲେକ୍ ଯେ ବାଲ୍ନାମେର୍ ଏକ୍ନୋକ୍ ଭଣ୍ତ ଦେବ୍ତାକେ ପୂଜା କର୍ବାର୍ ତୋରେ ପୂଜାକର୍ବାର୍ ତୋରେ ନୋକ୍ହେନ୍କେ ଇଚ୍ଛା କରାତେ ଥାହ୍ଲିଁନ୍।ହୋଲେ ଆହବ୍କେ କୈଲେକ୍;ଆହ୍ମିଁ ନାଇଁ କୈବାର୍ ତୋଢିକ୍ ଇସ୍ରାଏଲ୍ ଦେଶେ କୋହ୍ଣ ପର୍କାରେ ପାଣି ବା କାକର୍ ପଢେକ୍ ନାଇଁ“ଏଟାର୍ ହିଁ ଆହବ୍ ବହୁତ୍ ଜୁରେ ରାଗିଁଗେଲା।
ଏଲୀୟକେ ମାରାବାର୍ ତୋରେ ଇଚ୍ଛା କର୍ଥାବା ଆହବେର୍ଠେଁନୁ ନିଯେକେ ଧାରେ ଥାବାର୍ ଗୋଟାକ୍ ନୋକ୍ ନାଳେ ନୁକାବାର୍ ତୋରେ ଇଶର୍ ଏଲୀୟକେ କୈଲେକ୍। ପର୍ତେକ୍ ସକାଳ୍ ଆର୍ ସାଞ୍ଜେ ଚଡ଼ଇଗା ରୁଟି ଆର୍ ମାଂସ୍ ଆଣିଁ ଦିତେଥାହ୍ଲିଁନ୍।ଆହବ୍ ଆର୍ ଉହାର୍ ସୈନିକ୍ ଏଲିୟକେ ଖୁଜ୍ହ୍ଲିଁନ୍, ହୋଲେ ଉର୍ହା ଉହାକେ ପାହ୍ଲିଁନ୍ ନାଇଁ ଔତୋ ଝର୍ଥାଲେକ୍ ଯେ ଧିରେଧିରେ ଶୁଖିଁ ଗେଲା ଝୋର୍ଗା।
ହୋଲେ ଏଲୀୟ ଗୋଟାକ୍ ପାଶେର୍ ଦେଶ୍କେ ପାଳାଇଁ ଗେଲା।ଦୁର୍ଭୁକ୍ଷ ପଢ୍ଆନୁ ସୌ ଦେଶେ ଏକ୍ନୋକ୍ ବିଧବା ମାୟା ଆର୍ ଉହାର୍ ବେଟାୟ୍ର୍ ଆହାର୍ ଶରିଁ ଗେଥାଲେକ୍।କାରଣ୍ ପାଣିଁର୍ ଆଭାବ୍ ଦିଁ ଦର୍ଭୁକ୍ଷ ହୋଥାଲେକ୍ ଉର୍ହା ଏଲୀୟର୍ ଯତନ୍ ନିହ୍ଲିଁନ୍, ଆର୍ ଇଶର୍ ଉର୍ହାକେ ଆହାର୍ ଯୁଗାଲେକ୍ ଯେନ୍ ଉର୍ହାକାର୍ ମୈଦା କଳସୀ ଆର୍ ତେଲ୍ ଗାଡୁ କଭୁଁ ସର୍ଥାଲେକ୍ ନାଇଁ।ସୌ ଦୁର୍ଭୁୟ ସବୁ ସମୟେ ଉର୍ହାକାର୍ ଆହାର୍ ଦିତେ ଥାଲେକ୍।ଏଲୀୟ ସେଠେଁ ଢେର୍ ବଛୋର୍ ତଢିକ୍ ରୈକେଲ୍।
ଶାଢେ ତିନ୍ ବଛୋର୍ ପରେ,ଇଶର୍ ଏଲୀୟକେ ଇସ୍ରାଏଲ୍ ଦେଶ୍କେ ଘୁରଁ ଯାବାକେ କୈଲେକ୍,ଆର୍ ଆହବ୍କେ କୈଲେକ୍ ଯେ ଅଉ ଆର୍ବାରେକ୍ ପାଣି ପାଠାବାକେ ଯାନ୍ଠେ,ଯେତେବା ଆହବ୍ ଏଲୀୟକେ ଦେଖ୍ଲେକ୍,ଅଉ କୈଲେକ୍”ଏଟା କି ତୁର୍ହାକାର୍ ସମସ୍ୟା ତେଆର୍ କାରୀ!”ଏଲୀୟ ଉହାକେ ଉତ୍ତର୍ ଦିଲେକ୍”ତୁର୍ହା ସମସ୍ଯା ତେଆର୍କାରୀ!ତୁର୍ହା ସତ୍ ଇଶର୍ ସଦାପର୍ଭୁକେ ଛାଡିଁ ଦିଛ ଆର୍ ବାଲ୍ଦେବ୍ତାର୍ ଉପବାସ୍ କରଠେ।ଏସ୍ରାଏଲ୍ ରାଇଜେର୍ ସବୁନୋକ୍କେ କର୍ମିଲ୍ ବଣ୍ ପାଶ୍କେ ଆଣ।”
୪୫୦ ବାଲ୍ ଭବିଷ୍ୟତ୍ ଭକ୍ତହେନ୍କାର୍ ସଙ୍ଘେ ଇସ୍ରାଏଲ୍ ରାଜ୍ ସବୁନୋକ୍ କର୍ମିଲ୍ ବଣ୍କେ ଆଣ୍ହ୍ଲିଁନ୍। ଏଲୀୟ ନୋକ୍ହେନ୍କେ କୈଲେକ୍,”ତୁର୍ହା କୋତକାଳ୍ ତୁର୍ହାକାର୍ ମୋନ୍କେ ଘୁରାଁ ଚୋଲ୍ଛ?ଯଦି ସଦା ପର୍ଭୁ ଇଶର୍ ହୋୟ୍,ତାହେଲେ ଉହାର୍ ସସେବା କର!ଯଦି ବାଲ୍ଦେବ୍ ଇଶର୍ ହୋୟ୍,ତବେ ଉହାର୍ ସେବା କର!”
ତାପରେ ଏଲୀୟ ବାଲ୍ ଭକ୍ତହେନ୍ କୈହ୍ଲିନ୍”ଏକ୍ଟା ମେଣ୍ଡା ମରାହ୍ଲିଁନ୍ ଆର୍ ସେଟାକେ ବଳୀ ଦିବାର୍ ତୋରେ ସଜ୍ କର,ହୋଲେ ସେଠେଁ ଆଗୁନ୍ ଧରାହା ନାଇଁ।ଆହ୍ମିଁ ମୈଧ ସେଟା କର୍ବୋ।ଯୌ ଇଶର୍ ଆଁଗୁନେର୍ ଦିଁ କଥା ହୋବେକ୍ ଅଉ ପର୍କୁତେ ଇଶର୍ ହୋକ୍।”ତେଣୁ ବାଲ୍ ଭବିଷ୍ୟତ୍ ଭକ୍ତହେ ଗୋଟାକ୍ ବଳୀ ଦିୟା ଯଜ୍ଞବେଦୀ ସଜ୍ କର୍ହିଁନ୍ ହୋଲେ ସେଠଁ ଆଁଗୁନ୍ ଦିହ୍ଲିଁନ୍।
ତାପରେ ବଲ୍ ଭବିଷ୍ୟତ୍ଭକ୍ତହେ ବାଲ୍ ଦେବ୍ତାକେ ପାର୍ଥନା କର୍ହ୍ଲିଁନ୍” ବାଲ୍ ଆମ୍ରାକାର୍ ପାର୍ଥାନା ଶୁଣ୍ଲେ!” ପୁରା ଦିନ୍ଭୋର୍ ପାର୍ଥାନା କର୍ହ୍ଲନ୍ ଆର୍ ବହୁତ୍ ଜରେ ଚିଚ୍ରାଗାଳ୍ ଲେକ୍ ଆର୍ ନିଯେ ନିଯେ ଛୁରୀୟ କାଟାଇଁ ହୋଲେକ୍,ହୋଲେ କୋହ୍ଣ ଉତ୍ତର୍ ମିଳ୍ଲେକ୍।
ଦେନେର୍ ଶେଷ୍ ସମୟେ,ଏଲୀୟ ଇଶରେର୍ ପାଶ୍କେ ଏକ୍ଟା ବଳୀ ଦିବାର୍ ତୋରେ ସଜ୍ କର୍ହ୍ଲିଁନ୍,ତାର୍ ପରେର୍ ସୌ ନୋକ୍ହେନ୍କେ କୈହ୍ଲିଁନ୍,ଯଜ୍ଞବେଦୀର୍ ସାଂସ୍ କାଟ ଯେନ୍କି ଯଜ୍ଞବେଦୀ ଚାରୀ ଆଡେ ମାଟି ପାଣିୟେ ପରା ଓଦାନାଁ ହୋବାର୍ ତୋଢ୍ଇକ୍ ବାରଟା କଳ୍ସୀଗୟ୍ ପାଣିଁ ନିଁ ଢାଳ୍ବାକେ କୈଲେକ୍।
ତାର୍ପରେ ଏଲୀୟ ପାର୍ଥନା କର୍ଲେକ୍”ହେ ବବ୍ରହାମେର୍,ଇସାହାହେକର୍ ଯାକୁବର୍ ଇଶର୍ ସଦାପର୍ଭୁ,ଆଜ୍ ଆମ୍ରାକେ ଦେଖାହା ଯେ ତୁର୍ହା ଇସ୍ରାଏଲେର୍ ଇଶର୍ ଆର୍ ଆହ୍ମିଁ ତୋର୍ ଚାକର୍ଯେନ୍ ଅଉ ସବୁ ନୋକ୍କେ ଜାଣାଭିନ୍ ଯେ ତୁର୍ହା ସତ୍ ଇଶର୍।”
ସୌତେବା ଆକାଶ୍ନୁ ଆଁଗୁନ୍ ପଢିଁ ଯଜ୍ଞବେଦୀୟେ ଥାବାର୍ ମାଂସ୍,କାଟ୍,ତେଆର୍,ଧୂଳା ଆର୍ ଯେନ୍କି ଯଜ୍ଞବେଦି ଚାରି ଆଡ଼େ ଥାବା ପାଣିଁହେ ହିନ୍ କର୍ଲେକ୍।ନୋକ୍ହେନ୍ ଯେତେବା ସେଟାନାଇଁ ଦେଖିଁ ମୁଁକୁଟା ଖାହ୍ଲିଁନ୍”ସଦାପର୍ଭୁ ହିଁ ଇଶର୍!ସଦାପର୍ଭୁ ହିଁ ଇଶର୍!”
ତାପରେ ଏଲୀୟ କୈଲେକ୍,”ବାଲର୍ କୋହ୍ଣ ଭବିଷ୍ୟତ୍ ଭକ୍ତକେ ପାଳାବାକେ ଦେହେ ନାଇଁ!”ତେଣୁ ନୋକ୍ହେନ୍ ବାଲର୍ ଭବିଷ୍ଯତରେ ଭକ୍ତହେନ୍କେ ଧରିଁ ଉର୍ହାକେ ମରାହ୍ଲିଁନ୍।
ତାର୍ପରେ ଏଲୀୟ କୈଲେକ୍,ବାଜ୍ର୍କେ ସିଗ୍ର ଘରିଁ ଯାହା,କାରଣ୍ ପାଣିଁ ଆସେଠେ।”ଶିଗ୍ର ଆକାଶେ ମେହ୍ କାଳା ଯାକେ ନାଗ୍ଲେ ଆର୍ ବହୁତ୍ ଜୁର୍ ପାଣିଁ ଆସ୍ଲେକ୍।ଯିହୁଦା ମୁରୁଡିକେ ସାରିସ ଦିଥଲେକ୍ ଆର୍ ଅଉ ଯେ ସତ୍ ଇଶର ବେଟା ଆର୍ ପର୍ମାଣ୍ କର୍ଲେକ୍।
ଏଲୀୟର୍ ସମୟ୍ ପରେ,ଇଶର୍ ଇଲିଶାୟେର୍ ନାମେର୍ ଏକ୍ନୋକ୍ ଉହାର୍ ବକ୍ତହୋବାର୍ ତୋରେ ବାଞ୍ଚ୍କେଲ୍।ଇଶର୍ ଇଲିଶାୟେର୍ ଦିଁ ଢ଼େର୍ ଚମ୍କାଣ୍ କାମ୍ କର୍ଲେକ୍ ନାମାର୍ ତୋରେ ଏକ୍ଟା ଅଚାକାକାମ୍ ଘଟ୍ଲେକ୍ ଯେ ଏକ୍ନୋକ୍ ଶତ୍ରୁ ସେନାପତି ଥାଲେକ୍,ଯାହାର୍ ଡରାଣିୟା ଦାଆଦ୍ ରୋଗ୍ ହଥାଲେକ୍।ଅଉ ଇସ୍ରାଏଲେର୍ ବିଷୟେ ଶୁଣ୍ତେ ଥାଲେକ୍ ହୋଲେ ଅଉ ଯାଇଁ ଉହାକେ ଔହାର୍ ତୋରେ ଇସ୍ରାଏଲକେ କୈଲେକ୍।ଇସ୍ରାଏୟଲ୍ ନାମ୍କେ ଯର୍ଦ୍ଦନ୍ ନଦୀୟେ ସାତ୍ବାର୍ ଡୁବାତେ କୈଲେକ୍।
ପର୍ଥୁମେ ନାମାନ୍ ରାଗ୍ କର୍ଲେକ୍ ଆର୍ ସେଟା କର୍ଥାଲେକ୍ ନାଇଁ କାରଣ୍ ସେଟା ମୂଖ ରକନ୍ ଔହେକେ ନାଗ୍ଲେକ୍।ହୋଲେ ପିଛୁ ସମୟେ ଅଉ ଉହାର୍ ମୋନ୍ ବଦୋଳାଇଁ କରିଁ ଯଦ୍ଧନେ ନିଯେକେ ସାତ୍ବାର୍ ଡୁବ୍ଲେକ୍।ଅଉ ଯେତେବା ଶେଷ୍ ବାର୍ ପାଣିଁନୁ ଡୁବିଁ ବାରିଁ ଆସ୍ଲେକ୍ ସୌତେବା ଉହାର୍ ଦାନ୍ସବୁ ଭାଲ୍ ହୋଲେକ୍ ଇଶର୍ ଭାଲ୍ କର୍ଲେକ୍।
ଇଶର୍ ଆର୍ହଁ ଐନ ଭାବ୍ବାଦୀହେନ୍କେ ପାଠାଲେକ୍।ଉର୍ହା ସବୁ ନୋକ୍ହେନ୍କେ ପାଠାଲେକ୍ ଠାକୁର୍ ପୂଜା ବନ୍ଧ୍ କର୍ତେ କୈଲେକ୍ ଆର୍ ଐନହେନ୍କେ ନ୍ୟାୟ ଆର୍ ଦୟା ଦେଖାବାକେ କୈଲେକ୍।ଭାବ୍ବାଦୀହେନ୍ ନୋକ୍ହେନ୍କେ ସତ୍ରକ୍ କରାଇଁ କୈଲେକ୍ ଯେ ଯଦି ଉହାର୍ ହିନ୍ କାମ୍ କର୍ବାର୍ ବନ୍ଧନାଇଁ କରନ୍ ଆର୍ ଇଶରେର୍ ଅଇଗାଁ ଅମାନ୍ତି କରନ୍,ତାହେଲେ ଇଶର୍ ଉର୍ହାକେ ଦୁଷିଁ କରିଁ ବିଚାର୍ କର୍ଭିନ୍ ଆର୍ ଉର୍ହାକେ ଦଣ୍ଡ ଦିଭିନ୍।
ଅଧିକା ସମୟେ ନୋକ୍ହେନ୍ ଇଶରେର୍ ମନ୍ତି ହୋକ୍ଲିନ୍ ନାଇଁ।ଉର୍ହା ଢେର୍ ସମୟେ ଭାବାଦୀହେନ୍କାର୍ ସଙ୍ଘେ ହିନ୍ ବେଭାର୍ କର୍ତେ ଥାହ୍ଲିଁନ୍ ଆର୍ ବାରେର୍ବାରେର୍ ସୌରନ୍ ସୌରକନ୍ ଉର୍ହାରେ ମରାତେ ଥାହ୍ଲିଁନ୍।ଏକ୍ବାର୍ ଯିରିମିୟ ଭାବ୍ବାଦୀହେନ୍କେ ଗୋଟାକ୍ ଶୁଖ୍ଲା ଚୁଆୟ୍ ପେକାଲେକ୍ ଆର୍ ଅଉ ମର୍ବାର୍ ତୋରେ ଉହାକେ ସେଠେଁ ଏକ୍ଲା ଛାଡିଁ ଦୀୟା ଗେଥାଲେକ୍।ଆର୍ ଚୂଆ ତୋଳେ ଥାବା କାଦୟ୍ ଡୁବିଁ ଗେଥାଲେକ୍,ହୋଲେ ଆର୍ ଉହାର୍ ପର୍ତି ଦୟା ଭାବ୍ ଆସ୍ଲେକ୍ ଆର୍ ଜିରିମିୟ ମର୍ବାର୍ ଆଗୁ ଚୁଆନୁ ବାହିର୍ କରାଇଁ ଆଣ୍ବାର୍ ତୋରେ ଅଉ ନିଯେର ଚେଲାକେ ହୁକୁମ୍ ଦିଲେକ୍।
ଭାବ୍ବାଦୀହେନ୍କେ ନୋକ୍ହେନ୍ ଘିଣାଲେ ମୈଧ ଉର୍ହା ଇଶରେର୍ ତୋରେ କଥା କୈବାକେ ନାଗ୍ହ୍ଲିନ୍।ଉର୍ହା ନୋକ୍ହେନ୍କେ ସତ୍ରକ୍ କାରାଇଁ କୈହ୍ଲିନ୍ଯେ ଯଦି ଉର୍ହା ଚିନ୍ତା ନାଇଁ କରନ୍ ଇଶର୍ ଉର୍ହକେ ବିସାଷ୍ କର୍ଭିନ୍।ଇଶରେର୍ ପ୍ରେରିତ ଖ୍ରୀଷ୍ଟ ଯେ ଆସେକ୍ ସୌକିରା ବିସଷୟେ ମୈଧ ଉର୍ହା ନୋକ୍ହେନ୍କେ ମୋନେ ପେକାଇଁ ଦିଥାହ୍ଲିଁନ୍।
ବାଇବଲେର୍ ଗୋଟାକ୍ କାହାଣୀ:୧ ରାଜାବଳୀ୧୬-୧୮;୨ ରାଜାବଳୀ୫;ଯିରିମିୟ୩୮
Free to use, adapt, and share under an open license (CC BY-SA 4.0).