20. ୨୦. ବାହାର କରିଦେବା ପୁଣି ଫେରି ଆସିବା
ମିଶା ଏସ୍ରାୟେଲ୍ ରାଇଜ୍ ଆର୍ ଯିହୁଦା ଇଶରେର୍ ବିରୁଧେ ପାପ୍ କର୍ଲେର୍।ସୀୟନ୍ ବଣେ ଉର୍ହାକାର୍ ସଙ୍ଘେ ଯୌନିୟମ୍ କର୍ଥାହ୍ଲିନ୍ ଉର୍ହା ସୌନୀୟନକେ ଭାଙ୍ଘି ଦିହ୍ଲିଁନ୍।ନୋକ୍ହେନ୍ ଆର୍ ବାରେକ୍ ଯେନ୍ ଉହାର୍ ଉପବାସ୍ କର୍ଭିନ୍ ସୌକର୍ତେ ଇଶର୍ ଉହାର୍ ଭାବ୍ବାଦିହେନ୍କେ ପାଠଁ ସତ୍ରକ୍ କରାଲେ, ହୋଲେ ସେଟା ପଳନ୍ କର୍ବାକେ ହିନ୍ କର୍ହ୍ଲିନ୍।
ହୋଲେ ଇଶର୍ ମିଶା ରାଇଜହେନ୍କେ ଉର୍ହାକାର୍ ଶତ୍ରୁହେନ୍କାର୍ ଦିଁ ଭଷ୍ଟ ହୋବାର୍ ତୋରେ ହୁକୁମ୍ ଦିହ୍ଲିଁନ୍। ଗୋଟାକ୍ ଶକ୍ତି ଶାଳୀ ଆର୍ ନିଦୟା ଦେଶ୍ ଆସିରିୟ ସମ୍ରାଟ୍ ଇସ୍ରାଏଲ୍ ରାଜାକେ ଭଷ୍ଟ କର୍ହିଁନ୍।ଇସ୍ରାଏଲେ ଥାବା ଢ଼େର୍ ନୋକ୍ହେନ୍କେ ଆସିରୀୟହେନ୍ହେକେ ମରାଇଁ ଦିହ୍ଲିଁନ୍,ମୁଇଲୋବାନ୍ ଜୀନିଷ୍ଗାକେ ନିଁଗେହ୍ଲିନ୍ ନିଁ ଆର୍ ଦେଶେର୍ କିଛୁକ୍ ଅଂଶକେ ପୁଡ଼ିଁ ଦିହ୍ଲିଁନ୍।
ଆସିରୀୟହେନ୍ ଧନୀ ନୋକ୍ହେନ୍କେ,ଖେମ୍ତା ଥାବାନୋକ୍ହେନ୍କେ ସୌରକନ୍ ନେତାକେ ଏକ୍ଠେଁ କର୍ଲେକ୍ ଆର୍ ଉର୍ହାକେ ଦରିଁ ଆସିରୀୟକେ ପାଳାଇଁ ଗେହ୍ଲିଁନ୍।ଖାଲି ବହୁତ୍ ଗରିବ୍,ଇସ୍ରାଏଲ୍ହେନ୍ ଯୌନୋକ୍କେ ମାରାଇଁ ଗେଥାଲେକ୍।ଉର୍ହା ହିଁ ଇସ୍ରାଏଲେ ରାଇଜେ ରୈଥାହ୍ଲିଁନ୍।
ତାପରେ ଇସିରୀୟହେନ୍ ବୀଦେଶୀୟାହେନ୍କେ ଉର୍ହାକାର୍ ଦେଶେ ଘର୍ କର୍ବାର୍ ତୋରେ ଆଣ୍ହ୍ଲିଁନ୍ ଯେଠେଁ ଇସ୍ରାଏଲ୍ ରାଇଜ୍ ଥାଲେକ୍।ବିଦେଶୀୟାହେନ୍ ଭଷ୍ଟ ହୋଥାବା ବାଜାର୍ ଗାକେ ଆର୍ ବାରେକ୍ ତେଆର୍ କର୍ଲେକ୍ ଆର୍ ଇସ୍ରାଲୀୟହେନ୍କେ ବେହାହ୍ଲିଁନ୍ ଯୌନୋକ୍ହେନ୍ ସୌଠେ ରୈଥାହ୍ଲିଁନ୍।ଯୌ ଇସ୍ରାଏଲ୍ୟହେନ୍କାର୍ ବଂଶ ବୀଦେଶୀହେନ୍କେ ବେହା ହୋଥାହ୍ଲିଁନ୍ ଉର୍ହାକେ ମିଶରୀୟ କହାଯାଥାଲେକ୍।
ଯିହୁଦା ରାଇଜେର୍ ନୋକ୍ହେନ୍ ଦେଖ୍ହ୍ଲିନ୍ ଯେ ଇସ୍ରାଏଲ୍ ରାଇଜେର୍ ନୋକ୍ ଇଶର୍କେ ନାଇଁ ବଶାଷ୍ ନାଇଁ କରାନୁ ଆର୍ ଉହାର୍ ଆଇଗାଁ ନାଇଁ ମାନାନୁ ଇଶର୍ଉର୍ହାକେ ଦଣ୍ଡ ଦିଥାଲେକ୍।ହୋଲେ ଉର୍ହା କୀଣାନୀୟ ଦେବ୍ତା ହେନ୍କାର୍ ସଙ୍ଘେ ଠାକୁର୍ହେନ୍ କାର୍ ଉପବାସ୍ କର୍ହ୍ଲିଁନ୍।ଉର୍ହାକେ ସତ୍ରକ୍ କରାବାର୍ ତୋରେ ଇଶର୍ ଭାବ୍ବାଦୀହେନ୍କେ ପାଠାଲେକ୍,ହୋଲେ ଉର୍ହା ଶୁଣ୍ବାକେ ବେଖାତୀର୍ କର୍ହ୍ଲିଁନ୍।
ଆସିରୀୟହେନ୍ ଏସ୍ରାଏଲ୍ ରାଇଜ୍ ଭଷ୍ଟ କର୍ବାରେ ୧୦୦ ବଛୋର୍ ପରେ,ଇଶର୍ ବାବୀଲେର୍ ରାଜା ନବୁଖଦ୍ନିସ୍ତାରକେ ଯିହୁଦା ଇଶର୍ ଆଗାତ୍ କର୍ବାର୍ ତୋରେ ପାଠାଲେକ୍।ବାବୀଲୋନ୍ ଗୋଟାକ୍ ଶକ୍ତି ଶାଳି ଶମ୍ରାଟ୍ ଥାଲେକ୍, ଯିହୁଦାର୍ ରାଜା ନବୁଖଦ୍ତ୍ସାର୍ ଚେଲାହୋବାର୍ ତୋରେ ମଞ୍ଜୁର୍ ହୋଲେକ୍ ଆର୍ ପର୍ତେକ୍ ବଛୋର୍ ଢ଼େର୍ ଟାକା ଦିଲେକ୍।
ହୋଲେ ଅଳ୍ପ କିଛୁକ୍ ବଛୋର୍ ପରେ,ଯିହୁଦୀ ରାଜା ବାବୀଲୋନ୍ ବିରୁଧେ ଧାରାଣା ଦିହ୍ଲିଁନ୍,ହୋଲେ ବାବିଲୋନୀୟହେନ୍ ଘୂରିଁ ଆସିଁ ଯିହୁଦା ରାଇଜ୍କେ ଆଘାତ୍ କର୍ହ୍ଲିଁନ୍।ଉର୍ହା ଯିରୁଶାଲାମ୍ ବାଜାରେ ଥାହା କୈହ୍ଲିନ୍,ମନ୍ଦୀର୍କେ ଭଷ୍ଟ କର୍ଲେକ୍।ଆର୍ ବାଜାର୍ ଆର୍ ବାଜାରେ ଆର୍ ମନ୍ଦୀରେର୍ ଧନ୍ରତନ୍ ନିପାଳାଇଁ ଗେଲା।
ବିରୁଦ୍ କର୍ବା କାର୍ଣୁ ଯିହୁଦାର୍ ରାଜାକେ ଦଣ୍ଡ ଦିବାର୍ ତୋରେ ନବୁକଦନେସରେର୍ ସୈନିକ୍ହେନ୍କେ ରାଜାର୍ ବେଟାହେନ୍କାର୍ ସାମ୍ନାୟ୍ ମରାହ୍ଲିନ୍ ଆର୍ ଉର୍ହାକେ ଅନ୍ଧ କର୍ହ୍ଲିନ୍। ଯେଠେଁ, ଅଉ ଯେନ୍ ବାବିଲୋନେର୍ ଜେଲ୍ଖାନାଇଁ ମରାଭିନ୍ ସୌକର୍ତେ ଉର୍ହା ଉର୍ହାକେ ବାବୀଲୋନ୍କେ ନିଁ ଗେହ୍ଲିଁନ୍।
ନବୂଖଦ୍ନିତ୍ସର ଆର୍ ଉହାର୍ ସୈନିକ୍ ଯିହୁଦାର୍ ପ୍ରାୟ୍ ବସୁକେ ବାବିଲୋନକେ ନିଁଗେହ୍ଲିଁନ୍ ଆର୍ ବିଲେ କାମ୍ କର୍ବାକେ ଖାଖି ଦରିଦର୍କେନ୍କେ ଯିହୁଦାୟ୍ ଛାଡ଼ିଁ ଦିହ୍ଲିଁନ୍।ଇଶରେର୍ ନୋକ୍କେ କିରା ଦୟା ଦେଶ୍ନୁ ବଳ୍ନାଗାଇଁ ଉଠାଇଁ ନିଯାଥାବାର୍ ଠିକ୍ ସମୟ୍କେ ବାହିର୍ କରାବାର୍ କହାଯାୟ୍।
ଯୋଦି ହିଁ ପାପେର୍ ଦିଁ ଇଶର ଉର୍ହାକେ ବାହିର୍ ଐନଦେଶ୍କେ ପାଠାକେଲ୍,ତେଥାପୀ ଅଉ ଉହାକେ ଐନ କି ଉହାର୍ କିରାଗାକେ ଭୁଲ୍ଥାଲେକ୍ ନାଇଁ ଇଶର୍ ଉର୍ହାକାର୍ ନୋକ୍ହେନ୍କାର୍ ଉପ୍ରେ ନଯର୍ ରାଖ୍ବାକେ ଆର୍ ଉହାର୍ ଭାବ୍ବାଦୀହେନ୍କାର୍ ଦିଁ ଉର୍ହାକେ କଥା କହିଁ ଚୋଲାହ୍ଲିଁନ୍।ଆର୍ କିରାକର୍ଥାଲେକ୍ ଯେ, ସତୁରୀ ବଛୋର୍ ପରେ ଉର୍ହା ଆର୍ବାରେକ୍ କରିରା ଦେଶ୍କେ ଘୂରିଁ ଆସ୍ଥାହ୍ଲିଁନ୍।
ସତୁରୀ ବଛୋର୍ ପରେ,ପାର୍ସୀହେନ୍କାର୍ ରାଜା ସାଇରସ୍ ବାନିଲୋନ୍କେ ହାହାଲେକ୍,ଆର୍ ପାସସ୍ୟ ସମ୍ରାଟ୍ ବାବୀଲୋନ୍ ସମ୍ରାଟେ ଜାଗା ନିଥାଲେକ୍।ଅଖ୍ଣୁ ଇସରୟେଲୀୟହେନ୍କେ ଯିହୁଦା କହିଁ କହାଗେଗା ଆର୍ ଉର୍ହା ଉର୍ହାକାର୍ ସରାଜୀବନ୍ ବାବିଲୋନ୍ନେ ବସୁବାସ୍ କର୍ହ୍ଲିଁନ୍ ବେବଳ୍ କମ୍ ବୁଡ଼ା ଯିହୁଦୀ ଯିହୁଦା ରାଇଜ୍କେ ମନେ ପେକାହ୍ଲିଁନ୍।
ପାରସ୍ୟ ସମ୍ରାଟ୍ ଶକ୍ତି ଥାଲେ ହୋଲେ ଏଗା ଯୌନୋନ୍ହେନ୍ କେ ଜୀତାଥାହ୍ଲିଁନ୍ ସେଠେଁନୁ ନୋକ୍ହେନ୍ ତୋରେ ଦୟାଥାହ୍ଲିଁନ୍।ସାଇରସ୍ ପାରସ୍ୟ ରାଜା ହୋବାର୍ କିଛୁକ୍ ସମୟେ ପରେ,ଆଉ ଗୋଟାକ୍ ଆକଜ୍ଞା ଦିଲେକ୍, ଯେ କୌ ପାରସ୍ଯ ଦେଶ୍ ଛାଡ଼ିଁ ଯିହୁଦା ଦେଶ୍କେ ଘୂରିଁ ଯାବାକେ ଇଛା କର ଉର୍ହା ସୌଠେଁନୁ ଘୂରିଁ ଯାଇଁ ପାର୍ଭିନ୍, ଆର୍ ଯେର୍କନ୍ ମନ୍ଦୀର୍ ଆର୍ ବାରେବ୍ ତେଆର୍ କର୍ବାରେ ଟାକା ଦିଲେକ୍!ବନବାସ୍ ସତୀରୀ ବଛୋର୍ ରୈଲା ପରେଗୋଟାକ୍ ଛୋଟ ଦୋଳ୍ ଯିହୁଦାୟ୍ ଥାବା ବାଜର୍କେ ଘୂରିଁ ଆସ୍ଲେକ୍
ନୋକ୍ହେନ୍ ଯେତେବା ଯିରୁଶାଲମ୍ ପଞ୍ଚ୍ହ୍ଲିନ୍,ଉର୍ହା ମନ୍ଦୀରେ ଚାରୀ ଆଡ଼େ ଥାବାର୍ ପାଚିରୀ ଦୋହରା ତେଆର୍ କର୍ହ୍ଲିଁନ୍।ଯଦିହଁ ଉର୍ହା ଅଖ୍ଣୁ ଐନ ନୋକ୍ହେନ୍କାର୍ ଦିଁ ଶୋଷଣ୍ ହୋତେ ଥାହ୍ଲିଁନ୍,ଆର୍ ବାରେକ୍ ଉର୍କା କିରା ଦେଶେ ବସୁବାସ୍ କର୍ହ୍ଲିଁନ୍ ଆର୍ ମନ୍ଦୀରେ ଉପବାସ୍ କର୍ହ୍ଲିଁନ୍।
ବାବଲେର୍ ଏକ୍ଟା କାହଣୀ:୨ ରାଜା ବଳୀ ୧୭:୨୪-୨୫;୨ବଂଶାବଳୀ୩୬;ଏଜ୍ରା ୧-୧୦;ନିହିମିୟା ୧-୧୦
Free to use, adapt, and share under an open license (CC BY-SA 4.0).