21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 1

ଆରାମ୍ବ ନୁ ଇଶର୍‌ ଖ୍ରୀଷ୍ଟକେ ଦିବାର୍‌ ତୋରେ ଯୋଜ୍‌ନା କର୍ଥାଲ୍‌।ଖ୍ରୀଷ୍ଟର୍‌ ବିଷୟେ ପର୍ଥୁମ୍‌ କିରା ଆଦମ୍‌ ଆର୍‌ ହବାର୍‌ ପାଶ୍‌ ନୁ ଆସ୍‌ଥାଲେକ୍‌।ଇଶର୍‌ କିରା କର୍ଲେକ୍‌ ଯେ ହବାର ବଂଶନୁ ଏକ୍‌ନୋକ୍‌ ଜହ୍ମ ହୋବେକ୍‌ ଯେ ସାପେର୍‌ ମୁଣ୍ଡକେ ଗୁଣ୍ଡା କରେର୍‌।ହବାକେ ଯୌସାପ୍‌ ହିନ୍‌ କର୍ତଲେ ଅଉ ଶୟତାନ୍‌ ଥାଲେକ୍‌। କିରାର୍‌ ମାନେ ଥାଲେକ୍‌ ଖ୍ରୀଷ୍ଟ ଶୟତାନ୍‌କେ ପୂରାପୂରୀ ଘୂରାଲେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 2

ଇଶର୍‌ ଆବ୍ରାହାମକେ କିରା କରିଁ କୈଲେକ୍‌ ଉହାର୍‌ ଦିଁ ପିର୍ଥୀମେ ଆଶର୍ବାଦ୍‌ ପାଭନ୍‌।ସୌ ଆଶିର୍ବାଦ୍‌ ପୂରା ହୋବାକେ ଯୌତେବା ଖ୍ରୀଷ୍ଟ ଭବିଷ୍ଯତେର୍‌ ଦିନେ ଆସ୍‌ଲେକ୍‌।ପିର୍ଥୀମେ ଥାବାର୍‌ ପର୍ତେକ୍‌ ନୋକ୍‌ ଦୋଳ୍‌ ଉଧାର୍‌ ପାଭିନ୍‌,ଅଉ ସେଟା ପୂରାକରେ।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 3

ଇଶର୍‌ ମୋଶାକେ କିରା କରିଁ କୈଲେକ୍‌ ଯେ ଭବିଷ୍ଯତେ ଆର୍‌ ମୋଶାର୍‌ ରକନ୍‌ ଆର୍‌ ଏକ୍‌ନୋ ଭାବ୍‌ବାଦୀକେ ଦଣ୍ଡ କରାକ୍‌।ଖ୍ରୀଷ୍ଟର୍‌ ବିଷୟେ ଏକଟା ଐନ ଗୋଟାକ୍‌ କିରା ଯେ ଆର୍‌ ଏକ୍‌ଦିନ୍‌ ସମୟ୍‌ ଆସେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 4

ଇଶର୍‌ ରାଜା ଦାଉଦ୍‌କେ କିରା କରିଁ କୈଲେକ୍‌ ଯେ ଉହାର୍‌ ବଂଶଧର୍‌ ମୈଧନୁ ଏକ୍‌ନୋକ୍‌ ଇଶରେର୍‌ ନୋକ୍‌ହେନ୍‌କାର୍‌ ତୋରେ ଚିରକାଳ୍‌ ରାଜା ହୋବେକ୍‌।ସେଟା ଯେରକନ୍‌ ବୁଝାୟ୍‌ ଯେ ଖ୍ରୀଷ୍ଟ ରାଜା ଦାଉଦେର୍‌ ବଂଶହେନ୍‌କାର୍‌ ମୈଧନୁ ଏକ୍‌ନୋକ୍‌ ହୋବେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 5

ଯିରିମିୟ ଭାବ୍‌ବାଦୀହେନ୍‌କାର୍‌ ଦିଁ ଇଶର୍‌ କିରା କର୍ଲେ ଯେ ଅଉ ଗୋଟାକ୍‌ ନୋଥା ନିୟମ୍‌ କର୍ଲେକ୍‌,ହୋଲେ ଇଶର୍‌ ଇସ୍ରାଏଲେର୍‌ ସଙ୍ଘେ ସୀୟନ୍‌ ବଣେ ଯୌ ନିୟମ୍‌ କର୍ଥଲେକ୍‌ ସୌରକନ୍‌ ମିୟମ୍‌ ନାଇଁ।ନୋଆ ନିୟମେ ଇଶର୍‌ ନୋକ୍‌ହେନ୍‌ କାର୍‌ ହୃଦୟେ ଉର୍ହାକାର୍‌ ବେବସ୍ଥା ନେଖ୍‌ଲେକ୍‌,ନୋକ୍‌ହେନ୍‌ ନିଯେର୍‌ ପାଇଁ ଇଶର୍‌ କେ ଜାଣହ୍ଲିଁନ୍‌।ଉର୍ହା ଉହାର୍‌ ନୋକ୍‌ ହୋଭିନ୍‌ ଆର୍‌ ଇଶର୍‌ ଉର୍ହାକାର୍‌ ପାପ୍‌କେ ଖେମା କରେକ୍‌।ଖ୍ରୀଷ୍ଟ ନୋଆ ନିୟମ୍‌ ଆରମ୍ବ କର୍ଲେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 6

ଇଶରେର୍‌ ଭାବ୍‌ବାଦୀ ଆର୍ହଁ ମୈଧ କୈଲେକ୍‌ ଯେ ଖ୍ରୀଷ୍ଟ ଏକ୍‌ନୋକ୍‌ ଭାବ୍‌ବାଦୀ,ଯାଜକ୍‌ ଆର୍‌ ରାଜା ମୈଧେ ହୋବେକ୍‌।ବାବ୍‌ବାଦୀ ହୋୟ୍‌ଠେ ସୌ ନୋକ୍‌ ଯେ କି ଇଶରେର୍‌ ବାକ୍ଯ ଶୁଣିଁ ସୌବାକ୍ଯକେ ନୋକ୍‌ ହେନ୍‌କାର୍‌ ମୈଧେ ଭାଶାଣ୍‌ କର୍ଲେକ୍‌।ଇଶର୍‌ ପାଠାବା କିରାକର୍ଥାବା ଖ୍ରୀଷ୍ଟ ଏକ୍‌ନୋକ୍‌ ପାକା ଭାବ୍‌ବାଦୀ ହୋଥାଲେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 7

ଇସ୍ରାଏଲ୍‌ୟେଲେ ଯାଜକ୍‌ହେନ୍‌ ଇଶରେର୍‌ ପାଶେ ନୋକ୍‌ହେନ୍‌ କାର୍‌ ଆଡ଼୍‌ନୁ ଉର୍ହାକାର୍‌ ନୋକ୍‌ହେନ୍‌ ପାପେର୍‌ ଦଣ୍ଡର୍‌ ପର୍ତୀବଦୋଳ୍‌ ରକନ୍‌ ବଳୀ ଦିତେଥାହ୍ଲିଁନ୍‌। ଯାଜକ୍‌ହେନ୍‌ ମୈଧ ନୋକ୍‌ହେନ୍‌କାର୍‌ ତୋରେ ଇଶରେର୍‌ଠେଁ ପାର୍ଥାନା କର୍ଥାହ୍ଲିଁନ୍‌।ମସୀହ ହୋୟଠେ ପାକା ମୂଳ୍‌ଯାଜକ୍‌ ଯେ ନିଯେକେ ଇଶରେର୍‌ଠେଁ ଗୋଟାକ୍‌ ପାକା ବିଳୀ ଦୀୟା ହୋଥାଲେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 8

ଏକ୍‌ଟା ରାଜା ସୌ ନୋକ୍‌ ହୋୟ୍‌ଠେ ଯେ ଗୋଟାକ୍‌ ରାଇଜ୍‌ ଉପ୍ରେ ଶାସନ୍‌ କରେ ଆର୍‌ ଉହାର୍‌ ନୋକ୍‌ହେନ୍‌କାର୍‌ ବିଚାର୍‌ କରନ୍‌।ଖ୍ରୀଷ୍ଟ ଏକ୍‌ନୋକ୍‌ ପାକା ରାଜା ହୋବାକେ ଯେ ଉହାର୍‌ ସତାନ୍ ପିଡ଼ୁ ଦାଉଦେର୍‌ ସିଂଘାସନେ ବସେକ୍‌।ଅଉ ସାରା ପିର୍ଥୀମେ ଚିରକାଳ୍‌ ରାଜ୍‌କେର୍‌,ଆର୍‌ ସବୁ ଅସୁବିଧାଗାକେ ବିଚାର୍‌ କରେକ୍‌ ଆର୍‌ ଠିକ୍‌ ନିଃସ୍‌ପତିଗାକେ ନେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 9

ଇଶରେର୍‌ ଭାବ୍‌ବାଦୀହେନ୍‌ ଢେର୍‌ ଐନ ବିଷୟ୍‌ଗାକେ ଖ୍ରୀଷ୍ଟର୍‌ ବିଷୟେ ଭାବ୍‌ବାଣୀ କର୍ଥାହ୍ଲିଁନ୍‌। ଭାବ୍‌ବାଣୀ ମଲାଖି ଆଗୁନୁ କୈଥାଲେକ୍‌ ଯେ ମସୀହ ଆସ୍‌ଥାବା ଆଗୁ ଏକ୍‌ନୋକ୍‌ ମହାନ୍‌ ଭାବ୍‌ବାଦୀ ଆସେକ୍‌।ଭାବ୍‌ବାଦୀ ଯିଶାୟ ଭାବ୍‌ବାଣୀ କର୍ଥାଲେକ୍‌ ଯେ ଖ୍ରୀଷ୍ଟ ଯେ ଏକ୍‌ନୋକ୍‌ ଡାଙ୍ଗୁଆ ପେଟ୍‌ନୁ ଜନ୍ମହୋଲେକ୍‌।ମୀଖା ଭାବ୍‌ବାଦୀ କୈଲେକ୍‌ ଯେ ଅଉ ବେଥଲିୟମ୍‌ ବାଜାରେ ଜନ୍ମ ହୋବେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 10

ଯିଶାୟ ଭାବ୍‌ବାଦୀ କୈଲେକ୍‌ ଯେ ଖ୍ରୀଷ୍ଟ ଗାଲିଲୀୟେ ବସୁବାସ୍‌ କରେକ୍‌,ଭାଙ୍ଗା ହୃଦୟ୍‌କେ ଶୁସ୍ତି ଦିବେକ୍‌,ଆର୍‌ ବନ୍ଧୀହେନ୍‌କାର୍‌ ମୁକ୍ତି ଘୋଶଣା କରେକ୍‌ ଆର୍‌ ବନ୍ଧୀହେନ୍‌କାର୍‌ ମୁକ୍ତ କରେକ୍‌।ଅଉ ଆର୍ହୋଁ ମୈଧ ଭାବ୍‌ବାଦୀ କହିଁ କରିଁ କୈଲେକ୍‌ ଯେ ଅଉ ଅସୀବିଦାନୋକ୍‌କେ ଯେନୋକ୍‌ହେନ୍‌,ଶୁଣି,ଦେଖିଁ, କହିଁ,ଆର୍‌ ଚୋଲିଁ ପାରନ୍‌ ନାଇଁ,ଉର୍ହାକେ ଭାଲ୍‌ କରେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 11

ଭାବ୍‌ବାଦୀ ଯିଶାୟ ମୈଧ ଭାବ୍‌ବାଣୀ କହିଁ କରିଁ କୈଲେକ୍‌ ଯେ ଖ୍ରୀଷ୍ଟକେ ଘୃଣା କରାଯାକ୍‌ ଆର୍‌ ବିନା କାରଣେ ଖେଦାତାଢା କରାଯାକ୍‌।ଐନ ଭାବ୍‌ବାଦୀହେନ୍‌ ଭାବ୍‌ବାଣୀ କହିଁ କରିଁ କୈହ୍ଲିଁନ୍‌ ଯେ ଯୌନୋକ୍‌ହେନ୍‌ ଖ୍ରୀଷ୍ଟକେ ମରାହ୍ଲିଁନ୍‌ ଉର୍ହା ଉର୍ହାକାର୍‌ କାଢେର୍‌ ତୋରେ ନଟାରୀ କର୍ଭିନ୍‌ ଆର୍‌ ଏକ୍‌ନୋକ୍‌ ବନ୍ଧୁ ଉହାର୍‌ ପର୍ତି ବିଶାଷ୍‌ଘାତ୍‌ କରେକ୍‌। ଯିଖରୀୟ ଭାବ୍‌ବାଦୀ ଭାବ୍‌ବାଣୀ କରିଁ କୈଲେକ୍‌ ଯେ ଖ୍ରୀଷ୍ଟକେ ବିସାଷ୍‌ଘାତ୍‌ କର୍ବାର୍‌ ତରେ ସୌ ବନ୍ଧୁକେ ତୀରିଶ୍‌ଟା ରୂପା ପଇସା ଦିୟାଯାକେବ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 12

ଭାବ୍‌ବାଦୀହେନ୍‌ ଆର୍ହୋ ମୈଧେ କୈଥାଲେକ୍‌ ଖ୍ରୀଷ୍ଟ କେନ୍‌ ମରଣ୍‌ଭଗ୍‌ କରେକ୍‌।ଯିଶାୟ୍‌ ଭାବ୍‌ବାଣୀ କହିଁ କରିଁ କୈଲେ ଯେ ନୋକ୍‌ହେନ୍‌ ଖ୍ରୀଷ୍ଟର୍‌ ଉପ୍ରେ ଛେପ୍‌ ପେକାଭିନ୍‌ ମଜା କର୍ଭିନ୍‌ ଆର୍‌ ଉହାକେ ମରାଭିନ୍‌ ବିଧା,ନାତ୍‌,ଉର୍ହା ଉହାକେ କାଣ୍ଟା ମାର୍‌ଭିନ୍‌ ଆର୍‌ ବହୁତ୍‌ କଷ୍ଟୟ୍‌ ଆର୍‌ ଯନ୍ରଣାୟ୍‌ ମରଣ୍‌ଭଗ୍‌ କରେକ୍‌। ଯଦିଓ ଅଉ କୋହ୍ଣ ଭୁଲ୍‌ କରିଁ ନାଇଁ ଥାଲେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 13

ଭାବ୍‌ବାଦୀହେନ୍‌ ଆର୍ହଁ ମୈଧ କୈଲେକ୍‌ ଯେ ଖ୍ରୀଷ୍ଟ ସିଦ୍‌ ହୋବେକ୍‌ ଯାହାର୍ କୋହ୍ଣ ପାପ୍‌ ନାଇଁ ଥାକ୍‌। ଅଉ ଐନ ନୋକ୍‌ହେନ୍‌କାର୍‌ ପାପେର୍‌ ଦଣ୍ଡ ପାବାର୍‌ ତୋରେ ମରଣ୍‌ ଭୋଗ୍‌ କରେକ୍‌। ଉହାର୍‌ ଦଣ୍ଡ ଇଶର୍‌ ଆର୍‌ ନୋକ୍‌ହେନ୍‌କାର୍‌ ମେଧେ ଶୁସ୍ତି ଆସ୍‌ଲେକ୍‌ ଯେ ସୌକାରଣ୍‌ ଦିଁ ଖ୍ରୀଷ୍ଟକେ ମରାବାର୍‌ ତୋରେ ଇଛା ଥାଲେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 14

ଭାବ୍‌ବାଦୀହେନ୍‌ ଭାବ୍‌ବାଣୀୟେ କୈଲେକ୍‌ ଯେ ଖ୍ରୀଷ୍ଟ ମରଣ୍‌ ଭୋଗ୍‌ କରେକ୍‌ ଆର୍‌ ଇଶର୍‌ ଉହାକେ ମରଣ୍‌ନୁ ଉଠାବେକ୍‌।ଖ୍ରୀଷ୍ଟ ମରଣ୍‌ ଆର୍‌ ଦହରା ବଞ୍ଚା ଦିଁ ପାପ୍‌ହେନ୍‌ କେ ଉଦ୍ଧାର୍‌ କରେକ୍‌ ଆର୍‌ ଏକ୍‌ଟା ନୋଆ ନିୟମ୍‌ ଆରମ୍ବ କର୍ବାର୍‌ ତୋରେ ଉହାର୍‌ ଜୋଯନା କେ ହାସଲ୍‌ କରେକ୍‌।

21. ୨୧. ପର୍ମେଶର ଖ୍ରୀଷ୍ଟକେ କିରା କର୍ଲେକ୍‌ — illustration 15

ଇଶରେର୍‌ ବିଷୟେ ଭାବ୍‌ବାଦୀହେନ୍‌କାର୍‌ ବିଷୟେ କୈଲେକ୍‌, ହୋଲେ ଖ୍ରୀଷ୍ଟ ସୌ ସବୁ ଭାବ୍‌ବାଦୀହେନ୍‌କାର୍‌ ମୈଧନୁ କୋହ୍ଣ ନୋଖେର୍‌ ସମୟେ ଖାଲି ଆସ୍‌ଥାହ୍ଲିଁନାଇଁ।ସୌ ସବୁ ଭାବ୍‌ବାଣୀଗାକେ ଦିଆ ଯାବାର୍‌ ୪୦୦ନୁ ଆଧିକ୍‌ ବଛୋର୍‌ ପରେ, ଠିକ୍‌ ସମୟେ ଇଶର୍‌ ଖ୍ରୀଷ୍ଟକେ ଜଗତ୍‌କେ ପାଠାଲେକ୍‌।

ବାଇବଲେର୍‌ ଏକ୍‌ଟା କାହାଣୀ:ଆଦୀ ୩:୧୫;୧୨:୧-୩ ଦୁତୀୟ ବିବରଣ୍‌ ୧୮:୧୫; ୨ ଶାମୁୟେଲ୍‌ ୭; ଯିରିମିୟ ୩୧; ଯିଶାୟ୍‌ ୫୯:୧୬; ଦାନିୟେଲ୍‌ ୭; ମଲାଖି ୪:୫ଯିଶାଇୟ ୭:୧୪ମୀଖା୫:୨;ଯିଶାଇୟ ୯:୧-୭;୩୫:୩-୫;୬୧;୫୩;ଗୀତସଂହିତା ୨୨:୧୮;୩୫:୧୮;୬୯:୪; ଯିଖରିୟ ୧୧:୧୨-୧୩;ଯିଶାଇୟ ୫୦:୬; ଗୀତସଂହିତା ୧୬:୧୦-୧୧

Read in the reader

Free to use, adapt, and share under an open license (CC BY-SA 4.0).