22. ୨୨. ଡୁବନ୍‌ଦିୟା ଯୋହନେର୍‌ ଜନ୍ମ

22. ୨୨. ଡୁବନ୍‌ଦିୟା ଯୋହନେର୍‌ ଜନ୍ମ — illustration 1

ଆଗୁ ,ଇଶର୍‌ ଉହାର୍‌ ନୋକ୍‌ହେନ୍‌କେ ଉହାର୍‌ ଦୂତ୍‌ହେନ୍‌ ଆର୍‌ ଭାବ୍‌ବାଦୀହେନ୍‌କାର୍ ଦିଁ କଥା କୈଲେକ୍‌।ହୋଲେ ୪୦୦ ବଛୋର୍‌ ବିତିଁ ଗେଲା ହୋଲେ ଏତା ତୋଡ଼ିକ୍‌ ଅଉ ଉର୍ହାକେ କଥା କୈଲେକ୍‌ ନାଇଁ। ହୋଟାତ୍‌ ଗୋଟାକ୍ ଦୁତ୍‌ ଇଶରେର୍‌ଠେଁନୁ ଗୋଟାକ୍‌ ଖବର୍‌ ନିଁ ଯିଖରିୟ୍‌ର୍‌ ଏକ୍‌ନୋକ୍‌ ବୁଢ଼ା ଦେହେରୀର୍‌ ପାଶ୍‌କେ ଆସ୍‌ଲେକ୍‌।ଯିଖରିୟ ଆର୍‌ ଉର୍ହାକାର୍ ମାୟା ଇଲିଶାବେଥ ଇଶରେର୍‌ ପାଶେର୍ ନୋକ୍ ଥାଲେକ୍‌,ହୋଲେ ଅଉ ଛାଆ ଜନ୍ମ କର୍ବାର୍ ତୋରେ ବାଞ୍ଜି ଥାଲେକ୍‌।

22. ୨୨. ଡୁବନ୍‌ଦିୟା ଯୋହନେର୍‌ ଜନ୍ମ — illustration 2

ଦୂତ୍‌ ଯିଖରିୟକେ କୈଲେକ୍‌”ତୋର୍ ବୁହେ ଗୋଟାକ୍‌ ବେଟା ଛାଆକେ ଜନ୍ମ ଦିବେକ୍‌।ତୁର୍ହା ଉହାକେ ଯୋହନ କହିଁ ନାମ୍‌ ଦିଭୋ।ଅଉ ପବିତର୍‌ ଆତ୍ମାୟ୍‌ ପୂରଣ୍‌ ହୋବେକ୍‌ ଆର୍‌ ଖ୍ରୀଷ୍ଟର୍ ତୋରେ ନୋକ୍‌ହେନ୍‌କେ ସୋଜ୍‌ କରେକ୍‌।ଯିଖରିୟ ଉତ୍ତର୍‌ ଦିଲେକ୍‌”ଆହ୍ମିଁ ଆର୍‌ ଆହ୍ମାର୍‌ ବୁହେ ଯେ ଛାଆ ଜନ୍ମ କର୍ବାର୍‌ ତୋରେ ବହୁତ୍‌ ବୁଢ଼ାଇଁ ଗେଛି।ସେଟା ଘଟେକ୍ କହିଁ ଆହ୍ମିଁ କେନ୍‌ କରିଁ ଜାଣ୍‌ବ?”

22. ୨୨. ଡୁବନ୍‌ଦିୟା ଯୋହନେର୍‌ ଜନ୍ମ — illustration 3

ଦୂତ୍‌ ଯିଖରିୟକେ ଉତ୍ତର୍‌ ଦିଲେକ୍‌”ସୌ ଶୁଭ ଖବର୍‌ ତୁର୍ହାକେ ଦିବାର୍‌ ତୋରେ ଆହ୍ମାକେ ଇଶର୍‌ ପାଠାଛେ।ଯେହେତୁ ତୁର୍ହା ଆହ୍ମାର୍‌ଠେଁ ବିଶାଷ୍‌ କର୍ହ୍ଲ ନାଇଁ ତେଣୁ ଛାଆ ଜନ୍ମ ହୋବାର୍‌ ତୋଢ଼ିକ୍‌ ତୁର୍ହା କଥା କହିଁ ପାର୍ଥାଭ ନାଇଁ।”ସାଙ୍ଘେ ସାଙ୍ଗ୍‌ ଯିଖରିୟ କଥା କୈବାକେ ଅକ୍ଷମ୍‌ ହୋଲେକ୍‌।ତାପରେ ସୌ ଦୂତ୍‌ ଉହାକେ ଛାଡ଼ିଁ ପାଳାଁ ଗେଲା।ସେଟାର୍‌ ପରେ ଯିଖରିୟା ଘର୍‌କେ ଘୂରିଁ ଗେଲା ଆର୍‌ ଉହାର୍‌ ବୁହେ ପୋଆତୀ ହୋଲେକ୍‌।

22. ୨୨. ଡୁବନ୍‌ଦିୟା ଯୋହନେର୍‌ ଜନ୍ମ — illustration 4

ଇଲିଶାବେଥ ଯେତେବା ଛୋ ମାସ୍‌ ପୋଆତୀ ହୋଥାଲେକ୍‌,ସୌ ଦୂତ୍‌ ଇଲୀଶାବେତଥର୍‌ ସମ୍ପର୍‌କୀୟାକେ,ଜାଣାଲେକ୍‌ ଯାହାର୍ ନାମ୍‌ ମରୀୟ୍‌ଥାଲେକ୍‌,ଅଉ ଏକନୋକ୍‌ ଡ଼ାଙ୍ଗୁଆ ଥାଲେକ୍‌ ଯାଶେଫ ଏକ୍‌ନୋକ୍‌ ବେହା ହୋବାର୍‌ ତୋରେ ପିନ୍ଧାଣି କରାଯାଲେକ୍‌।ଦୂତ୍‌ କୈଲେକ୍‌”ତୁଇ ପୋଆତୀ ହୋଇଁ ଗୋଟାକ୍‌ ବେଟା ଜନ୍ମ କର୍ବେ।ତୁର୍ହା ଉହାକେ ଯୀଶୁ ନାମ୍‌ ଦୀଭୋ ଆର୍‌ ସବୁ ନୁଁ ବଡ଼ ଇଶରେର୍‌ ବେଟା ହୋବେକ୍‌ ଆର୍‌ ଚିରକାଳ୍‌ ରାଜତ୍‌ କରେକ୍‌।

22. ୨୨. ଡୁବନ୍‌ଦିୟା ଯୋହନେର୍‌ ଜନ୍ମ — illustration 5

ମରୀୟମ ଉତ୍ତର୍ ଦିଁ କୈଲେକ୍‌”ଏଟା କେନ୍‌ କରିଁ ସମ୍ଭବ୍‌,ଯେହେତୁ ଆହ୍ମିଁ ଗୋଟାକ୍‌ ଡାଙ୍ଗୁଆ ?”ଦୂତ୍‌ ବୁଜାଇଁ କୈଲେକ୍‌ ପବିତର୍‌ ଉପ୍ରେ ଆବ୍ରଣ୍‌ କରେକ୍‌,ଆର୍‌ ଇଶରେର୍‌ ଶକ୍ତି ତୋକେ ଆବ୍ରେକ୍‌।ହୋଲେ ସୌ ଛାଆ ପବିତର୍‌ ଆର୍‌ ଇଶରେର୍‌ ବେଟା ହୋବେକ୍‌।” ଦୂତ୍‌ ଉହାକେ ଯେଟା କୈଲେକ୍‌ ମରୀୟ୍‌ ସେଟା ବିଷାସ୍‌ କରିଁ ମଙ୍ଗ୍‌ଲେକ୍‌।

22. ୨୨. ଡୁବନ୍‌ଦିୟା ଯୋହନେର୍‌ ଜନ୍ମ — illustration 6

ଦୂତ୍‌ ମରୀୟମକେ କହିଁ ସାର୍ଲା ପରେ,ଅଉ ଯାଇଁ ଇଲିଶାବେତ୍‌କେ ଦେଖା ଦିଲେକ୍‌।ଇଲୀଶାବେଥ ମରୀୟକେ ଜହାର୍‌ କର୍ଲେକ୍‌ ସମ୍ବାଦ୍‌ ଶୁଣ୍‌ବା ମାତ୍ରେ ଇଲୀଶାବେଥ୍‌ ପେଟ୍‌ ଭିତ୍ରେ ଥାବା ଛାଆ ଡ଼େଆ ମାର୍ଲେକ୍‌ ଉର୍ହାକାର୍‌ ତୋରେ ଯେଟା କୈଛେ ସୌବିଷୟେ ଚିନ୍ତା କରିଁ ମାୟାହେ ଏକ୍‌ଠେଁ ଖୁଶିହ୍ଲିନ୍‌।ମରୀୟମ ଇଶାବେଥକେ ଦେଖା କରିଁ ତିନ୍‌ମାସ୍‌ ପେର ମରୀୟମ୍‌ ଘର୍‌କେ ଘୂର୍ଲେକ୍‌।

22. ୨୨. ଡୁବନ୍‌ଦିୟା ଯୋହନେର୍‌ ଜନ୍ମ — illustration 7

ଇଲୀଶାବେଥ ଉହାର୍‌ ବେଟାକେ ଜନ୍ମ ଦିଁ ସାର୍ଲା ପରେ,ଯିଖରୀୟ୍‌ ଆର୍‌ ଇଲୀଶାବେଥ,ଦୂତ୍‌ ହୁକୁମ୍‌ ଦିଥାବା ଅଂଶାରେ ସୌ ଛାଆକେ ଯୋହନ୍‌ ନାମ୍‌ ଦିଲେକ୍‌।ତାପରେ ଯିଖରୀୟାକେ କଥା କୈବାର୍ ତୋରେ ଆର୍‌ବାରେକ୍‌ ଭେଟ୍‌ କର୍ଲେକ୍‌।ଯିଖରୀୟ କୈଲେକ୍‌”ଇଶରେର୍‌ ପ୍ରଶଂସା ହୋଉ, କାରଣ୍‌ ଅଉ ନିଯେ ନୋକ୍‌ହେନ୍‌କେ ମନେ ପେକାଛେ।”ଆହ୍ମାର୍‌ ବେଟା ତୁର୍ହାକେ ସବୁବେଳା ଇଶରେର୍‌ ଭାବ୍‌ବାଦୀ କହିଁ ଡାକାଯାକ୍‌ ଯେ ସେନ୍‌ ଭାବେ ନୋକ୍‌ହେନ୍‌ ତୁର୍ହାକାର୍‌ ପାପେର୍‌ ତୋରେ କ୍ଷେମା କର୍ଭିନ୍‌ ଅଉ ଉର୍ହାକେ କୈଲେକ୍‌।

ବାଇବଲେର୍‌ ଏକ୍‌ଟା କାହାଣୀ:ଲୂକ ୧

Read in the reader

Free to use, adapt, and share under an open license (CC BY-SA 4.0).