25. ୨୫. ଶୟତାନ୍‌ ଯୀଶୁକେ ପର୍କ୍ଷା କରେ

25. ୨୫. ଶୟତାନ୍‌ ଯୀଶୁକେ ପର୍କ୍ଷା କରେ — illustration 1

ଯୀଶୁ ଡବୁନ୍‌ ହୋତୈ ପବିତର୍‌ ଆତ୍ମା ଉର୍ହାକେ ମର୍ଭୁମୀ ଧାରେ ଚେଲାହେନ୍‌,ଯେଠେଁ ଚାଳିଶ୍‌ ଦିନ୍‌ ରାତି ଉପବାସ୍‌ କର୍ଲେକ୍‌। ତାପରେ ଶୟତ୍‌ ଯୀଶୁର୍‌ ପାଶ୍‌କେ ଆସ୍‌ଲେ ଆର୍‌ ଉହାକେ ପାପ୍ କର୍ବାର୍ ତୋରେ ନୋବ୍‌ ଦେଖାଲେକ୍‌।

25. ୨୫. ଶୟତାନ୍‌ ଯୀଶୁକେ ପର୍କ୍ଷା କରେ — illustration 2

ଶୟତାନ୍‌ ସେଟା କୋହିଁ ଯୀଶୁକେ ନୋବ୍‌ କର୍ଥାବା”ଯଦି ତୁଇଁ ଇଶରେର୍‌ ବେଟା,ଅଉ ପାଥର୍‌ଗାକେ ରୁଟି ହୋବାର୍ ତୋରେ ଆଇଁଗା ଦେହୋ!”

25. ୨୫. ଶୟତାନ୍‌ ଯୀଶୁକେ ପର୍କ୍ଷା କରେ — illustration 3

ଯୀଶୁ ଉତ୍ତର୍‌ ଦିଲେକ୍‌”ଇଶରେର୍ ବାକ୍ୟୟ୍‌ ନେଖା ଆଛେ,’ମାଣୁଷ ଖାଲି ରୁଟି ଖାଇଁ ବଞ୍ଚେ ନାଇଁ, ଇଶରେର୍‌ ମୁଁହେର୍‌ ବାହିରା ପର୍ତେକ୍ ବାକ୍ଯ ଦିଁ ବଞ୍ଚେ!”

25. ୨୫. ଶୟତାନ୍‌ ଯୀଶୁକେ ପର୍କ୍ଷା କରେ — illustration 4

ତାପରେ ପର୍ତେକ୍‌ ଶୟତାନ୍‌ ମନ୍ଦୀରେର୍‌ ଉପର୍‌କେ ନିଁ ଯାଇଁ ଉହାକେ କୈଲେକ୍‌”ତୁଇଁ ଯଦି ଇଶରେର୍‌ ବେଟା, ତୋଳ୍‌କେ ଡେଆଁମାର୍‌, କାରଣ୍‌ ନେଖା ଆଛେ’ତୁର୍ହାକାର୍ ଗୋଡ୍‌ ଯେନ୍‌ ଆଘାତ୍‌ ନାଇଁ ହୋଉ ସୌର୍ତେ ଉର୍ହା ତୁର୍ହାକେ ହାଥେ ଧର୍ବାର୍‌ ତୋରେ ଇଶର୍‌ ଇଶର୍‌ ଦୁତ୍‌ ହେନ୍‌କେ ଆଇଁଗା ଦିବେକ୍‌।“

25. ୨୫. ଶୟତାନ୍‌ ଯୀଶୁକେ ପର୍କ୍ଷା କରେ — illustration 5

ହୋଲେ ଯୀଶୁ ଶାସ୍ତ୍ରକେ ମୋନେ କରିଁ ଶୟତାନ୍‌କେ ଉହାର୍‌ ଉତ୍ତର୍‌ ଦିଲେକ୍‌। ଅଉ କୈଲେକ୍‌”ଇଶରେର୍‌ ଭାଖାୟ,ଅଉ ଉହାର୍ ନୋକ୍‌ହେନ୍‌କେ ହୁକୁମ୍‌ ଦେନ୍‌,ତୁର୍ହାକାର୍‌ ପର୍ଭୁ ତୁର୍ହାକାର୍‌ ଇଶରକେ ପର୍କ୍ଷା କର୍ବାକେ ନାଇଁ।”

25. ୨୫. ଶୟତାନ୍‌ ଯୀଶୁକେ ପର୍କ୍ଷା କରେ — illustration 6

ତାପରେ ଶୟତାନ୍‌ ଜଗତରେ ସବୁ ରାଇଜ୍‌ ଆର୍‌ ଏସବୁର୍‌ ତାୟ୍‌କରିଁ ଦେଖାଇଁ କୈଲେକ୍‌”ତୁର୍ହା ଯଦି ଛୋଟ ହୋଇଁ ଜହାର୍‌ କର୍ବୋ ତାହେଲେ ଆହ୍ମିଁ ଔ ସବୁ ଦିବୋ।”

25. ୨୫. ଶୟତାନ୍‌ ଯୀଶୁକେ ପର୍କ୍ଷା କରେ — illustration 7

ଯୀଶୁ ଉତ୍ତର୍‌ ଦିଲେକ୍‌”ଦୂର୍‌ ହୋ ଶୟ୍‌ତାନ୍‌!ଇଶରେର୍‌ ଭାଖାୟ୍‌ ନୋକ୍‌ହେନ୍‌କେ କୋହାଗେଛେ’ତୁର୍ହା ଖାଲି ତୁର୍ହାକାର୍ ପର୍ଭୁ ଇଶରେର୍‌ ହିଁ ଉପାସନା କର୍ଭୋ ଆର୍ ସେବା କର୍ଲେକ୍‌।”

25. ୨୫. ଶୟତାନ୍‌ ଯୀଶୁକେ ପର୍କ୍ଷା କରେ — illustration 8

ଯୀଶୁ ଶୟତାନେର୍‌ ନୋଭେ ନିଜେକେ ପଢ୍‌ଥାଲେକ୍‌ ନାଇଁ,ତେଣୁ ଶୟତାନ୍‌ ଉହାକେ ଛାଡିଁ ପାଳାଇଁ ଗେଲା, ତାପରେ ଦୂତ୍‌ହେନ୍‌ ଆସିଁ ଯିଶୁର୍ ସେବା କୋର୍ହ୍ଲନ୍‌।

ବାଇବଲେର୍‌ ଏକ୍ଟା କାହାଣୀ:୪;୧-୧୧;ମାର୍କ ୧:୧୨-୧୩;ଲୂକ ୪:୧-୧୩

Read in the reader

Free to use, adapt, and share under an open license (CC BY-SA 4.0).