26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌

26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌ — illustration 1

ଶୟତାନେର୍‌ ନୋବ୍‌ ଉପ୍ରେ ଜୟ୍‌ବାନ୍‌ କର୍ବାପରେ,ଯୀଶୁ ପବିତ୍ଆତ୍ମାର୍‌ ଶକ୍ତିୟେ ସୌ ସବୁ କର୍ତେଥାଲେକ୍‌।ଗାଲିଲୀ ଆଞ୍ଚଳ୍‌ କେ ଘୂର୍‌ଲେକ୍‌ ଯୀଶୁ ଶିକ୍ଷାଦିଁ ଜାଗା ଜାଗା ବୁଲ୍‌ଲେକ୍‌।ସବୁ ଉହାର୍ ବିଷୟେ ଭାଲ୍‌ ବିଷୟ କୈହ୍ଲିଁନ୍‌।

26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌ — illustration 2

ଯୀଶୁ ଯୌ ନାଯାରତୀୟ ନିଯେର୍‌ ଛୋଟବେଳା ନୁ ରୈତେ ଥାଲେକ୍‌ ସୌବାଜର୍କେ ଗେଗା।ଜିରାଣ୍‌ ଦିନେ ଅଉ ଉପବାସ୍‌ ଜାଗାକେ ଗେଲା,ଉହାର୍ ହାଥେ ନାଲାକାଆର୍ ବୈ ସୌସମୟେ ପୂରାତନ୍‌ ନିୟମ ଦିୟାଗେଗା ଯେନ୍‌କି ଅଉ ଯିଶାୟ ଭାବ୍‌ବାଦୀହେନ୍‌କାର୍ ବୈକେ ଖୁଲ୍‌ଲେକ୍‌ ସେଠେଁନୁ କିଛୁକ୍‌ ଅଂଶକେ ନୋକ୍‌ହେନ୍‌ କାର୍‌ ସାମ୍ନାଇଁ ପଢ଼ଲେକ୍‌।

26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌ — illustration 3

ଯୀଶୁ ପଢ୍‌ଲେକ୍‌”ଇଶର ଉହାର୍‌ ଆତ୍ମା ଆହ୍ମାକେ ଦିଛେ ଯେନ୍‌କି ଦରିଦ୍ରୋହେନ୍‌କାର୍‌ ପାଶେ ଭାଲ୍‌ଖବର୍‌ ପର୍ଚାର୍‌ କର, ଜେଲ୍‌କାନାଇଁରାହେକେ ଖୁଲାଶ୍‌କର,ଅନ୍ଧହେନ୍‌କେ ଦେଖାବାର୍‌ ବିଷୟେ,ଆର୍‌ ହିନ୍‌ଚିନ୍‌ନୋକ୍‌ହେକେ ମୁକ୍ତ କର୍ବାର୍‌ ବିଷୟେ ଘୂଷଣ୍‌ କର୍ଲେକ୍‌।ଏଟା ସଦାପର୍ଭୁର୍‌ ଦୟାର୍‌ ବଛୋର୍‌।”

26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌ — illustration 4

ତାପରେ ଯୀଶୁ କୈଲେକ୍‌,ସବୁନୋକ୍‌ ଉହାର୍‌ ସାମ୍ନାକେ ନୋଜ୍‌ରାଲେ।ଯୀଶୁ ଯୌଅଂଶ ପାଟ୍‌ କିରଁ କକୈଲେକ୍‌ ସଟା ଖ୍ରୀଷ୍ଟ ଫର୍ଚା କର୍ଥାବାର୍‌ ଉର୍ହା ଜାଣିଁ ପାହ୍ଲିଁନ୍‌।ଯୀଶୁ କୈଲେକ୍‌ “ଆହ୍ମିଁ ଯୌ ଭାଖା କରିଠି ଅଖଣୁ ଘଟେଠେ।ସବୁନୋକ୍‌ ଚମ୍‌କିଁ ଗେହ୍ଲିଁନ୍‌।ଉର୍ହା କୈହ୍ଲିନ୍‌ ଏଟା କି ଯୋଷେଫେର୍‌ ବାଟା ନାଇଁ?”

26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌ — illustration 5

ତାପରେ ଯୀଶୁ କୈଲେକ୍‌” ଏଟା ସତ୍‌ ଯେ କୋହ୍ଣ ଭାବ୍‌ବାଦୀ ନଯେର୍‌ ବାଜାରେ ନିବାର୍‌ ଯୋଗ୍ଯ ନାଇଁ।ଏଲୀୟ ଭାବ୍‌ବାଦୀର୍‌ହେନ୍‌କାର୍‌ ସମୟେ ଇସ୍ରାଏଲ୍‌ ମୈଧେ ଢେର୍‌ ରାଣ୍ଡ୍‌ ଥାହ୍ଲିଁନ୍‌।ହୋଲେ ଯୌତେବା ସାଡେ ତିନ୍‌ ବଛୋର୍‌ ହୋଲେକ୍‌ ନାଇଁ ସୌତେବା ଇଶର ଏଲୀୟହେନ୍‌କେ ଇସ୍ରାୟେଲେ ଥାବା କୋହ୍ଣ ରାଣ୍ଡ୍‌ ପାଶ୍‌କେ ସାହାସ୍ ନାଇଁ କରିଁ ଐନ ଗୋଟାକ୍‌ ଥାବା ରାଣ୍ଡ୍‌ ପାଶ୍କେ ସାହାସ୍‌ କର୍ଥାହ୍ଲିଁନ୍‌।”

26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌ — illustration 6

ଯୀଶୁ କହିଁ ଚୋଲ୍‌ଲେକ୍‌”ଇଲିଶାୟ୍‌ ଭାବ୍‌ବାଦୀହେନ୍‌କାର୍‌ ସମୟେ ଦାଦ୍‌ରୋଗ୍‌ ଥାଲେକ୍‌ ଢେର୍‌ ଇସ୍ରାଏଲ୍‌ ଥାହ୍ଲିଁନ୍‌।ହୋଲେ ଏଲୀସାୟ ଉର୍ହାକାର୍‌ ମୈଧନୁ କା କୌ ଭାଲ୍ କର୍ଥାଲେକ୍‌ ନାଇଁ ଅଉ ଇସ୍ରାଏଲେର୍‌ ଶତ୍ରୁ ଦେଶ୍‌ ଏକ୍‌ଟା ସେନାପତିର୍‌ ନାମାର୍‌ ଦାଦ୍‌ରୋଗ୍‌ ଭାଲ୍‌ କର୍ଥାକେଲ୍‌। ଯୌ ନୋକନ୍‌ହେନ୍‌ ଯୀଶୁର୍‌ କଥା ଶୁଣ୍‌ତେ ଥାହ୍ଲିନ୍‌ ସୌ ସବୁ ଯିହୂଦା ଥାହ୍ଲିଁନ୍‌ ତେଣୁ ଉର୍ହା ଯେତେବା ଏଟା କୈବାର୍‌ ଶୁଣ୍‌ହ୍ଲିଁନ୍‌, ଉର୍ହା ଉର୍ହାକାର୍‌ ଉପ୍ରେ ବହୁତ୍ ଯୁର୍‌ର୍‌ ରାଗ୍‌ଥାହ୍ଲିନ୍‌।

26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌ — illustration 7

ନାଜରିତେ ଥାବାନୋକ୍‌ ଉପାସନା ଜାଗାନୁ ଯୀଶୁକେ ବାହିର୍‌ କରିଁ ମରାବାର୍ ତୋରେ ଗୋଟାକ୍ ଖାଣାକେ ଫିଙ୍କ୍‌ବାର୍‌ ତୋରେ ସେଠେଁକେ ଆଣ୍‌ହ୍ଲିଁନ୍‌।ହୋଲେ ଯୀଶୁ ନୋକ୍‌ହେନ୍‌ କାର୍‌ ଭିତ୍ରେ ଦିଁ ପାଳାଇଁ ଗେଲା ଆର୍‌ ନାଜରିତ ବାଜାର୍‌ ଛାଡ୍‌କେଲ୍‌।

26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌ — illustration 8

ତାପରେ ଯୀଶୁ ଗାଲିଲୀ ଅଞ୍ଚଳ୍‌କେ ଗେଲା,ବହୁତ୍‌ ନୋକ୍‌ ଭିଢ୍‌ ଉହାର୍‌ ଟିକେ ଆସ୍‌ହ୍ଲିଁନ୍‌। ଯୌ ନୋକ୍‌ହେନ୍‌ ଦେଖିଁ ପାର୍ତେଥାହ୍ଲିଁନ୍‌ ନାଇଁ, ଚୋଲିଁ ପାର୍ତେଥାହ୍ଲିଁନ୍‌ ନାଇଁ ଶୁଣିଁ ପାର୍ତେଥାହ୍ଲିଁନ୍‌ ନାଇଁ ଉର୍ହାକାର୍‌ ସଙ୍ଘେ ଉହା ଢେର୍‌ କଷ୍ଟ ଆର୍‌ ଶୋଆଁଙ୍ଗେର୍‌ ଅକାମିୟା ନୋକ୍‌ହେନ୍‌କେ ଆଣ୍‌ଲେକ୍‌।

26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌ — illustration 9

ଭୂତ୍‌ନାଗା ନୋକ୍‌ହେନ୍‌କେ ଯୀଶୁର୍ ପାଶେ ଆଣାଗେଥାଲେକ୍‌।ଯୀଶୁର୍‌ ଆଦେଶେ ଭୂତ୍‌ହେନ୍‌ ନୋକ୍‌ହେନ୍‌ କାର୍‌ଠେଁନୁ ବାହାରିଁ ଆସ୍‌ତେ ଥାହ୍ଲିଁନ୍‌, ଆର୍‌ ଢେର୍‌ ସମୟେ ଉର୍ହା ହୁରି କର୍ତେ ଥାହ୍ଲିଁନ୍‌”ତୁର୍ହା ଇଶରେର୍‌ ବେଟା!”ବହୁତ୍‌ ନୋକ୍‌ ଚମ୍‌କିଁରୈତେ ଥାହ୍ଲିଁନ୍‌ ଆର୍‌ ଇଶରେର୍‌ ଗୀତ୍‌ଗାଣ୍‌ କର୍ତେ ଥାହ୍ଲିଁନ୍‌।

26. ୨୬. ଯୀଶୁ ଉହାର୍‌ ସେବାକାମ୍‌ ଆରମ୍ବ କର୍ଲେକ୍‌ — illustration 10

ତାପରେ ଯୀଶୁ ବାରନୋକ୍‌କେ ପହଞ୍ଚାଲେକ୍‌ ଯୌନୋକ୍‌ହେନ୍‌କେ ପ୍ରେରିତ ଚେଲା କହା ଯାଥାଲେକ୍‌।ଚେଲାହେନ୍‌ ଯୀଶୁର୍‌ ସଙ୍ଘେ ଚୋଲ୍‌ତେ ଥାହ୍ଲିଁନ୍‌ ଆର୍‌ ଉର୍ହାକାର୍‌ଠେଁ ନୁ ଶିତେଥାହ୍ଲିନ୍‌।

ବାବଲେର୍‌ ଏକ୍ଟା କାହାଣୀ:ମାଥିଉ ୪:୧୨-୨୫;ମାର୍କ ୧:୧୪-୧୫,୩୫-୩୯;୩:୧୩-୨୧; ଲୂକ୪:୧୪-୩୦,୩୮-୪୪

Read in the reader

Free to use, adapt, and share under an open license (CC BY-SA 4.0).