27. ୨୭. ଭାଲ୍ ଶମିରୋୟଣୀହେନ୍କାର୍ କାହାଣୀ
ଏକ୍ଦିନ୍,ଏକ୍ନୋକ୍ ଯିହୂଦା ବେବସ୍ଥା ଅଭିଆସ୍ ଶାସ୍ତ୍ରଗା ପର୍କ୍ଷା କର୍ବାର୍ ତୋରେ ପଚର୍ହ୍ଲିଁନ୍,”ଗୁରୁ ଆମରୀ ଜୀବନ୍ ପାବାର୍ ତୋରେ ଆହ୍ମିଁ ନିହାତୀ କି କର୍ବାକେ ହୋବେକ୍?”ଯୀଶୁ ଉତ୍ତର୍ ଦିଲେକ୍”ବେବସ୍ତା କି ନେଖା ଆଛେ?”
ବେବସ୍ତା ଶାସ୍ତ୍ରଗା କି ଉତ୍ତର୍ ଦିଲେକ୍ ଯେ ଇଶର ବେବସ୍ତା କୋହେ”ତୁର୍ହାକାର୍ ପର୍ଭୁ ଇଶର୍କେ ତୁର୍ହାର୍ ସବୁ ଅନ୍ତରେ,ସବୁ ପରାଣ୍, ସବୁ ବଳ୍ ଆର୍ ସବୁମୋନ୍ ଦିଁ ଭାଲା ପାହା।ଆର୍ ପର୍ତେକ୍ ଘରେର୍ନୋକେ ଆତ୍ମିୟା ଭାଲ୍ ପାହା।ଯୀଶୁ ଉତ୍ତର୍ ଦିଲେକ୍ ତୁର୍ହା ଠିକ୍ ଆଛୋ!ସେଟା କରିଁ କୋବେ ତୁର୍ହା ବଞ୍ଚାବା।”
ହୋଲେ ବେବସ୍ତା ଶାସ୍ତ୍ରଗା ନିଯେକେ ଧାର୍ମିକ୍ ପର୍ମାଣ୍ କର୍ବାକେ ପଚର୍ଲେକ୍ ଆହ୍ମାର୍ ଗାଁଏର୍ କେ?”
ଯୀଶୁ ବେବସ୍ତା ଶାସ୍ତ୍ରଗାକେ ଏକ୍ଟା କାହାଣୀ କର୍ଲେକ୍ ଏଗାର୍ ଉତ୍ତର୍ ଦିଲେକ୍।ଏକ୍ନୋକ୍ ଯିରୁଶାଲାମ୍ନୁ ବାଟେ ଯିରୀହକେ ଗେଲେକ୍।
ନୋକ୍ଟା ଯେତେବା ଯେତେ ଥାଲେକ୍, ସୌତେବା ଅଉ ଗୋଟାକ୍ ଦୋଲ୍ ଡାକାୟାତ୍ହେନ୍କାର୍ ଦିଁ ଆଗାତେର୍ କାରଣ୍ ହୋଲେକ୍ ଉହାର୍ ପାଶେ ଥାବା ସବୁ ବିଷୟ୍କେ ଉର୍ହା ନିଁ ଚୋଲ୍ହ୍ଲିଁନ୍ ଆର୍ ଉର୍ହାକେ ମରାବାର୍ ତୋଢିକ୍ ମଢ଼୍ ପିଟ୍ କର୍ହିଁନ୍। ତାପରେ ଉର୍ହା ପାଳାଇଁ ଗେହ୍ଲିଁନ୍।
ସୌ ସମୟେ ଗୋଟାକ୍ ଯିହୂଦୀ ଯାଜକ୍ ସୌବାଟ୍ ଦିଁ ଯାତେଥାଲେକ୍।ଯେତେବା ଅଉ ଧର୍ମ ଗୁରୁ ମାଡ଼୍ମାରା ହୋଇଁ ପଡ଼ିଁ ଥାବା ନୋକ୍କେ ଦେଖ୍ଲେକ୍, ଆର୍ ସୌତେବା ବାଟେର୍ ସେପାର୍ ଦିଁ ପାଳାଇଁ ଗେଲା,ଯେ ସାଇଜ କର୍ବାର୍ କଥା ସୌ ନୋକ୍ଗାର୍ଠେଁ ନୁ ମୁଁ ହଁ ମୂଢିଁ ପାଳାଇଁ ଗେଲା।”
ତାପରେ କିଛୁକ୍ ସମୟ୍ ମୈଧେ ସୌବାଟ୍ ଦିଁ ଏକ୍ନୋକ୍ ଆସ୍ଲେକ୍ ଲେବୀୟ ଯେନ୍ ଉର୍ହାକାର୍ଠେଁନୁ ଗୋଟାକ୍ ଯିହୁଦୀହେନ୍କାର୍ ଜାତୀ ଯେ ଯାଜକ୍ହେନ୍କାର୍ ମନ୍ଦୀରେ ସାଇଜ କର୍ତେ ଥାଲେକ୍ ଲେବୀୟ ମୈଦୈ ସୌ ବାଟ୍ ଦିଁ ପାଳାଇଁ ଜାଇଁ ସୌ ଦର୍ମରା ଅବସ୍ତାୟ ଯାକେ ଲୁଟିନିଥାହ୍ଲିଁନ୍ ଆର୍ ମାଡ଼୍ ଖାଇଁ ପଢ଼ଥାକେଲ୍ ମୁଁହଁ ମୁଢ଼ିଁ ଦିଁ ପାଳାଇଁ ଗେଲା।”
“ତାର୍ ପିଛୁ ସମୟେ ଯୌନୋକ୍ ସୌବାଟ୍ ଦିଁ ଗେଲା ଉଅ ଏକ୍ନୋକ୍ ଶିମରୀଣିୟ ନୋକ୍ ଥାଲେକ୍ ଶିମରୀଣୀୟହେନ୍ କାର୍ଠେଁ ଯିହୁଦୀହେନ୍ କାର୍ ବଂଶଧର୍ ସୌନୋକ୍ହେନ୍ ଐନ ଦେଶ୍ନୁ ବେହାହୋଥାହ୍ଲିଁନ୍।ଶିମରୋଣୀୟହେନ୍ ଆର୍ ଯିହୂଦୀହେନ୍ ନିଯେ ନିଯେକେ ଘୃଣା କର୍ତେ ନାଗ୍ହ୍ଲିଁନ୍।ହୋଲେ ଶିମିରୋଣୀୟ ନୋକ୍ ଯେତେବା ସୌ ଯିହୁଦାହେନ୍କେ ଦେଖ୍ହ୍ଲିଁନ୍,ଆର୍ ଉର୍ହାକାର୍ ତୋରେ ଚାନିୟା ହୋଲେକ୍।ତେଣୁ ଉହାର୍ ଯତନ୍ ନିକେଲ୍ ଆର୍ ଉର୍ହାର୍ ଘାଆ ଫାର୍ଚା ହୋଲେକ୍।
“ତାପରେ ସୌ ଶମିରୋଣୀୟ ସୌ ନୋକ୍ହେନ୍କେ ଉଠାଇଁ ଗଧ ଉପ୍ର ବସାଇଁ ଆର୍ ଉହାକେ ବାଟ୍ପାଶେ ଚାଟ୍ଶାଳିକେ ନିଁ ଗେହ୍ଲିଁନ୍ ଯେଠେଁ ଉର୍ହାକାର୍ ଜତନ୍ ନିଲେକ୍।
“ପେର୍ଦିନ୍,ସୌ ଶମିରୋଣୀୟ ନୋକ୍ହେନ୍ ଉର୍ହାକି ଚୋଲ୍ତେ ଥାହ୍ଲିଁନ୍ ସୌ ଚାଟ୍ ଶାଳିୟେ ଦାୟ୍ତୟ୍ଥାବା ନୋକ୍କେ କୁଛୁକ୍ ଟାକା ଦିଁ”ଉହାର୍ ଜବାନ୍ହେନ୍ ଆର୍ ତୁର୍ହା ଏଠେଁନୁ ଅଧିକ୍ ଖର୍ଛୋ କର୍ଭୋ ତାହେଲେ ଆହ୍ମିଁ ଘୂର୍ବାର୍ ସମୟେ ସୌ ଖର୍ଚ୍ଚଗା ଦିଁ ଦିବୋ।”
ତାପରେ ଯୀଶୁ ବେବସ୍ତା ଶାସ୍ତ୍ରହେନ୍ କାର୍ ପର୍ଚାର୍ କର୍ଲେକ୍ “ତୁର୍ହା କି ଭାବଠେ? ସୌ ତିନ୍ ନୋକ୍ ମୈଧନୁ ଗୋଟାକ୍ ଡାକୁହେନ୍ କାର୍ ହାବୁଢେ ପଢ୍ଥାବା ନୋକ୍ ଗାଁୟେର୍ ନୋକ୍ ଯାକେ ଲୁଟାଗେଲା ଆର୍ ଯାକେ ପଟା ହୋଥାଲେକ୍?ଆର୍ ଉତ୍ତର୍ ଦିଲେକ୍ ,ଯେ ଉର୍ହାର୍ ତୋରେ ଦୟା ଦେଖାକେଲ୍,ଅଉ ଯୀଶୁ ଉହାକେ କୈଲେକ୍”ତୁର୍ହା ଯାହା ଆର୍ ସୌ ପର୍କାର୍ କର।”
ବାଇବଲେର୍ ଏକ୍ଟା କାହାଣୀ:ଲୂକ ୧୦:୨୫-୩୭
Free to use, adapt, and share under an open license (CC BY-SA 4.0).