28. ୨୮. ଛଣ୍ଡା ଧନୀ ଶାସନ୍‌

28. ୨୮. ଛଣ୍ଡା ଧନୀ ଶାସନ୍‌ — illustration 1

ଏକ୍‌ଦିନ୍‌,ଏକ୍‌ନୋକ୍‌ ଛଣ୍ଡା ଧନୀ ଶାସନ୍‌ ଯୀଶୁ ପାଶ୍‌କେ ଆସ୍‌ଲେକ୍‌ ଆର୍‌ ପଚାର୍‌ଲେକ୍‌”ଭାଲ୍‌ ଗୁରୁ ଅମରୀ ଜୀବନ୍‌ ପାବାର୍‌ ଆହ୍ମିଁ କି କର୍ବୋ?”ଯୀଶୁ ଉହାକେ କୈଲେକ୍‌”ଅହ୍ମାକେ କେହ୍ନେ ଭାଲା କହୋଠେ? ଏନ୍‌ନୋକ୍‌ ମାତ୍ର ଭାଲ୍‌ ଆଛେ ଆର୍‌ ଅଉ ହୈଠେ ଇଶର। ହୋଲେ ଉର୍ହା ଯଦି ଅମରୀ ଜୀବନ୍‌ ପାବାକେ ଇଛା କରଠେ ଇଶରେର୍‌ ବେବସ୍ତାଗାକେ ପାଳନ୍‌ କର।”

28. ୨୮. ଛଣ୍ଡା ଧନୀ ଶାସନ୍‌ — illustration 2

ଅଉ ପର୍ଚାର୍‌ ,କର୍ଲେକ୍‌ କି କି ଅଇଗାଁ ଗାକେ ଆହ୍ମିଁ ପାଳନ୍‌ କର୍ବୋ?”ଯୀଶୁ ଉତ୍ତର୍‌ ଦିଲେକ୍‌”ନରହ୍ୟା କର ନାଇଁ ବେବିଚାର୍ କୋର ନାଇଁ। ମିଛ କୋହ ନାଇଁ ତୁର୍ହାକାର୍‌ ବାୟ୍‌ ଆର୍‌ ମାୟ୍‌ ସାମ୍ନା କର,ତୁର୍ହାକ୍ ଗାଁୟେର୍‌ ପୋର୍ତେକ୍‌ ନୋକ୍‌ଖେର୍‌ ଆତ୍ମାୟ୍‌ ଆଲାଦ୍‌ କର।

28. ୨୮. ଛଣ୍ଡା ଧନୀ ଶାସନ୍‌ — illustration 3

ହୋଲେ ସୌ ଛଣ୍ଡା ଉହାକେ କୈଲେକ୍‌”ଆହ୍ମିଁ ଅଉ ସବୁ ଛଣ୍ଡା ବେଳାନୁ ପାଳ୍‌ନ୍‌ କରିଁ ଆସ୍‌ଛି ଅମରି ଜୀବନ୍ ପାର୍‌ ତୋରେ ଆହ୍ମାକେ ଆର୍‌ କି କର୍ବାକେ ହୋବେକ୍‌? ଯୀଶୁ ଉହାର୍‌ ଆଢେ଼ ନଯ୍‌ରା କରିଁ ଉହାକେ ଅଲାଦ୍‌ କର୍ଲେକ୍‌।

28. ୨୮. ଛଣ୍ଡା ଧନୀ ଶାସନ୍‌ — illustration 4

ଯୀଶୁ ଉତ୍ତର୍‌ “ଦିଲେକ୍‌,ଯଦି ତୁର୍ହା ସିଦ୍ଧ୍‌ ହୋବାକେ ଇଛାକରୋ,ତେବେ ଯାହା ଆର୍‌ ତୁର୍ହାକାର୍ ସବୁ ବିକ୍ରିକର ଦରିଦର୍‌ହେନ୍‌ କେ ଧନ୍‌ବାନ୍‌ କର,ଆର୍‌ ତୁର୍ହା ସର୍ଗେର୍‌ ଧନ୍ ପାଭ।ତାପରେ ଆସିଁ ଆହ୍ମାର୍‌ ପିଛୁ ଆସ।”

28. ୨୮. ଛଣ୍ଡା ଧନୀ ଶାସନ୍‌ — illustration 5

ଯୀଶୁ କୈଥାବା ବିଷୟବେ ଛଣ୍ଡା ଯେତେବା ଶୁଣ୍ଥାଲେକ୍‌ ,ଅଉ ବହତ୍‌ ଦୁକ୍‌ କର୍ଲେକ୍‌, କାରଣ୍‌ ଅଉ ବହୁତ୍‌ ଧନୀ ନୋକ୍‌ ଥାଲେକ୍‌ ଆର୍‌ ଅର୍ଜନ୍‌ କର୍ଥାବା ସବୁ ଛାଡ୍‌ବାକେ ଇଛା କର୍ଲେକ୍‌ ନାଇଁ।ଆର୍ ମୁଁ ହୁଁ ଘୁରାଇଁ ଯିଶୁର୍‌ଠେଁନୁ ପାଳାଇଁ ଗେଲା।

28. ୨୮. ଛଣ୍ଡା ଧନୀ ଶାସନ୍‌ — illustration 6

ତାପରେ ଯୀଶୁ ଉହାର୍‌ ଚେଲାହେନ୍‌କେ କୈଲେକ୍‌,“ଧନୀ ନୋଖେର୍‌ ଇଶରେର୍‌ ରାଜେର୍‌ ଢୁକ୍‌ବାର୍ ତୋରେ ବହୁତ୍‌ କଷ୍ଟ,ଧନୀ ନୋକ୍‌ ସର୍ଗେ ଢୁକ୍‌ବାର୍ ଅପେକ୍ଷା ଛୁଁଞ୍ଚେର୍‌ କାଣାଇଁ ଦିଁ ଗୋରିବ୍ ନୋକ୍‌ ଢ଼ୁକ୍‌ବାର୍‌ ସହଜ୍‌।

28. ୨୮. ଛଣ୍ଡା ଧନୀ ଶାସନ୍‌ — illustration 7

ଯୀଶୁ କୈତାବା ବିଷଶକେ ଯେତେବା ଚେଲାହେନ୍‌ ଶୁଣ୍ଥାହ୍ଲିଁନ୍‌ ଉର୍ହା ଚମ୍‌କି ହୋଇଁ ପଚାର୍‌ ହ୍ଲିଁନ୍‌ ତାହେଲେ କେ ପରିତ୍ରାଣ୍‌ ପାଇଁ ପାରେକ୍‌।

28. ୨୮. ଛଣ୍ଡା ଧନୀ ଶାସନ୍‌ — illustration 8

ଯୀଶୁ ଚେଲାହେନ୍କାର୍‌ ତୋରେ ନଯ୍‌ରାଇଁ କୈଲେକ୍‌“ମାଣୁଷେର୍‌ ନଯରେ ଏଟା ଅସମ୍ଭବ୍‌,ହୋଲେ ଇଶର୍‌ ନଯରେ ସବୁ ବିଷୟ୍‌ ସମ୍ଭବ୍‌ ହୋୟ୍‌।

28. ୨୮. ଛଣ୍ଡା ଧନୀ ଶାସନ୍‌ — illustration 9

ପିତର ଯୀଶୁକେ କୈଲେକ୍‌ “ଆମ୍ରା ସବୁ ବିଷୟେ ଛାଡିଁ କରିଁ ତୁର୍ହାକାର୍‌ ପିଛୁ ଆସ୍‌ଛି।ଆମ୍ରା ତୋରେ କି ପୁରୁସ୍କାର୍‌ ଥାବେକ୍‌?”

28. ୨୮. ଛଣ୍ଡା ଧନୀ ଶାସନ୍‌ — illustration 10

ଯୀଶୁ ଉତ୍ତର୍ ଦିଲେକ୍‌”କୋହ୍ଣ ନୋକ୍‌ ଆହ୍ମାର୍‌ ତୋରେ ଘର୍‌,ଭାଇ,ବହଣେ,ବାୟ୍‌,ମାୟ୍‌ ଛାଆଛାନା ଆର୍‌ ସମ୍ପତ୍ତି ଛାଡିଁ ଦିଲେ ଆର୍ ଉହାର୍‌ ୧୦୦ ଗୁଣ୍‌ ଅଉ ଜଗତେ ଆର୍‌ ଅମରୀ ଜୀବନ୍‌ ପାହା।ହୋଲେ ଥାବାର୍‌ ଢେର୍‌ ଶେଷେ ରୈଭିନ୍‌,ଆର୍‌ ଶେଷେ ଥାବା ଢେର୍‌ ପର୍ଥୁମ୍ ହୋଭିନ୍‌।”

ବାଇବଲେ ଏକ୍‌ଟା କାହାଣୀ:ମାଥିଉ ୧୯:୧୬-୩୦; ମାର୍କ ୧୦:୧୭-୩୧;ଲୂକ ୧୮:୧୮-୩୦

Read in the reader

Free to use, adapt, and share under an open license (CC BY-SA 4.0).