29. ୨୯. ଦୟାହୀନ ଦାସର କାହାଣୀ
ଏକ୍ଦିନ୍ ପିତର ଯୀଶୁକେ ପଛାର୍ କେଲ୍”ଗୁର ଯୋବେ ଆହ୍ମାର୍ ଭାଇ ଆହ୍ମାର୍ ପାପ୍ କରେ ଆହ୍ମିଁ କୋତବାର୍ ଉହାକେ କ୍ଷେମ୍ ଦିବୋ? କି ସାତ୍ ବାର୍ ତୋଢିକ୍?”ଯୀଶୁ କୈଲେକ୍ ସାତ୍ ବାର୍ ନାଇଁ,ସାତ୍ବାର୍ ସତୁରୀ ଗୁଣ୍ ତୋଢିକ୍!ଏଟାର୍ ଦିଁ ଯୀଶୁକେ କୈବାର୍ ମାନେଥାଲେକ୍ ଯେ ଆମ୍ରା ସବୁବେଳା କ୍ଷେମା କର୍ବାର୍ ଉଚିତ୍? ତାପରେ ଯୀଶୁ ଅଉ କାହାଣୀ କୈଲେକ୍।
ଯୀଶୁ କୈଲେକ୍”ଇଶରେର୍ ରାଇଜ୍ ଯେନ୍ କି ଏକ୍ନୋକ୍ ରାଜାର୍ ରକନ୍ ଯେ ଉହାର୍ ଚେଲାହେନ୍କାର୍ ସଙ୍ଘେ ବସିଁ ହିଁସାବ୍ ସବୁ କର୍ଲେକ୍ ଇଛା କର୍ହ୍ଲିଁନ୍।ଉହାର ଚେଲାହେନ୍କାର୍ ମୈଦନୁ ଏକ୍ନୋକ୍ ୨.୦୦.୦୦୦ ବୋଛରେର୍ ବହୁତ ପଇସା ଉଧାର୍ କର୍ତାହ୍ଲିଁନ୍।”
ଯେହେତୁ ସୌ ଚାକର୍ ଉଧାର୍ ଘୁରାଇଁ ପାର୍ଲେକ୍ ନାଇଁ, ତେଣୁ ରାଜା କୈଲେକ୍”ଔନୋକ୍ ଆର୍ ଉହାର୍ ପରିବାର୍କେ ଚାକର୍ ଭାବେ ବିକିଁ କରିଁ ଉଧାର୍ ଘୂରାକ୍।”
“ସୌ ଚକର୍ ରାଜାର୍ ଗୋଢ଼୍ ତୋଳେ ପଢିଁ ଯାଇଁ କୈଲେକ୍ ଦୟାକରିଁ ଆହ୍ମାର୍ ବିଷୟେ ଧୈର୍ଯ ଧର୍, ଆର୍ ଆହ୍ମିଁ ତୁର୍ହାର୍କାର୍ ଯାହା ଉଧାର୍ ଥାବେକ୍ ସବୁ ଦିଁ ଦିବୋ।’ରାଜା ସୌ ଚାକରେର୍ ତୋରେ ଉପାୟ୍ କର୍ଲେକ୍,ତେଣୁ ଅଉ ଉହାର୍ ଧାର୍କେ ଛାଡିଁ ଦିଲେକ୍।”
ହୋଲେ ସୌ ଚାକର୍ ଯେତେବା ରାଜାର୍ ଟିକେ ଗେଲା ,ସୌତେବା ଔ ଆର୍ ଏକ୍ନୋକ୍କେ ସର୍ଦାର୍କେ ଦେଖା ପାଲେକ୍ ଯେ କି ଉହାକେ ଚାର୍ମାସେର୍ ଉଧାର୍ ଘୁରାବାର୍ ଥାଲେକ୍।ସୌ ଚାକର୍ ଉହାର୍ ଟୋଟାୟ୍ ଧର୍ଲେକ୍ ଆର୍ କୈଲେକ୍”ଆହ୍ମର୍ଠେଁ ଧାର୍କଥାବା ଧାର୍ଘୁରାହା।”
“ସୌତେବା ସୌ ସର୍ଦାରେର୍ ଗୋଡ଼୍ ତୋଳେ ପଡ଼ିଁ କୈକେଲ୍’ଦୟା କର ଆହ୍ମାର୍ ପର୍ତି ଧର୍ଯ୍ୟ ରାକ୍,ଆର୍ ଆହ୍ମିଁ ଧାର୍ କର୍ତାବା ବସୁ ଧାର୍ ଘୁରାଇଁ ଦିବାର୍ ତୋରେ ଉହାକେ ଜଲ୍ଖାନାଇଁ ଭର୍ତି କର୍ଲେକ୍।
“ଯୌ ଚାକର୍ହେନ୍,ସୌ ଘଟ୍ଣା ଦେଖ୍ହ୍ଲିଁନ୍ ଉର୍ହା ବହୁତ୍ ଖୁସିଁ ହୋଇଁ।ଉର୍ହା ରାଜାର୍ ପାଶ୍କେ ଗେହ୍ଲିଁନ୍ ଆର୍ ସବୁ କଥା ଜାଣାହ୍ଲିଁନ୍।
“ରାଜା ସୌ ଚାକର୍କେ ଡାକିଁ କୈଲେକ୍,’ତୁର୍ହାକାର୍ ହିନ୍ ଚାକର୍!”ଯେଗା ମାଗା ନୁ ତୁର୍ହାକାର୍ ସବୁ ଧାର୍ ଛାଡ଼ିଁ ଦିୟା କରାଲେକ୍!ତୁରଶହା ମୈ ଠିକ୍ ସୌରକନ୍ ଭାବେ କର୍ବାର୍ ହିଁ ଉଚିତ୍।ରାଜା ଅତୋ ରାଗିଁଗେଲା ଯେ ସୌ ହିନ୍ ଚାକର୍ ସବୁ ଧାର୍ ଘୁରାବାର୍ ତୋରେ ଜେଲ୍ଖାନାଇଁ ମୈଦେ ଢୁକାଇଁ ଦିହ୍ଲିଁନ୍।
ତାର୍ପରେ ଯୀଶୁ କୈଲେକ୍”ଯୌନୋକ୍ ହେନ୍ ନିଯେର୍ ଭାଇ କେ କ୍ଷେମା କରେ ନାଇଁ ଆହ୍ମାର୍ ସର୍ଗେର୍ ବାୟ୍ ମୈଧ ଉର୍ହାକାର୍ ତୋରେ ସେରକନ୍ କରେକ୍।”
ବାଇବଲେର୍ ଏକ୍ଟା କାହାଣୀ: ମାଥିଉ ୧୮:୨୧-୩୫
Free to use, adapt, and share under an open license (CC BY-SA 4.0).