10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 1

ମାହାପୁରୁ ମୋଶା ଆର୍ ହାରୋନ୍‌କେ କହେଲେ, ଫାରୋ ଜିଦ୍ କର୍‌ବା। ଯେଭେ ସେ ଦୁହେଁ ଫାରୋର୍ ନିକେ ଗଲେ, ଆର୍ କହିଲେ, “ଇସ୍ରାଏଲର୍ ମାହାପୁରୁ କହୁଛନ୍, “ ତାକର୍ ଲୋକ୍ ମାନ୍‌କୁ ଛାଡ !” ହେଲେ ଫାରୋ ସେମାନ୍‌କର୍ କଥା ନେଇ ଶୁନ୍‌ଲା। ଇସ୍ରାଏଲ୍‌ର ଲୋକ୍‌ ମାନ୍‌କୁ ଛାଡ୍ ବା କାଣା, ସେ ତ ଆର୍ ସେମାନ୍‌କୁ ଅଧ୍‌କା ଖଟେଇ୍ ବସ୍‌ଲା!

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 2

ଫାରୋ ସେ ଲୋକ୍ ମାନ୍‌କୁ ଛାଡ୍‌ବାର୍ ଲାଗି ମନାକଲା, ହେଥିର୍‌ଲାଗି ମାହାପୁରୁ ମିଶର୍‌କେ ଦଶ୍‌ଟା ଭୟଙ୍କାର୍ ବିପଃତ୍ତି ପଠାଲେ। ଇ ମହାମାରୀକେ ନେଇ କରି, ମାହାପୁରୁ ଫାରୋକେ ଦେଖାଲେଯେ, ସେ ଫାରୋ ଆର୍ ମିଶର୍‌ର ସବୁ ଦେବ୍‌ତା ଠାନୁ ବେସି ବଲ୍‌ବାନ୍।

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 3

ମାହାପୁରୁ ନୀଲ୍ ନଦୀର୍ ପାଏନ୍‌କେ ରକତ୍‌ନ ବଦ୍‌ଲେଇ ଦେଲେ, ହେଲେଁବି ଫାରୋ ଇସ୍ରାଏଲ୍ ର ଲୋକ୍ ମାନ୍‌କୁ ଯିବାର୍‌କେ ନେଇ ଦେଇ।

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 4

ମାହାପୁରୁ ମିଶର୍‌ର ଚାରିହ୍ ଆଡ଼େ ବେଙ୍ଗ୍ ମାନ୍‌କୁ ପଠାଲେ। ଫାରୋ ତାର୍‌ପରେ ମୋଶାକେ ଇ ବେଙ୍ଗ୍ ମାନ୍‌କୁ ନିଅ ଇନୁ ବଲି ଗୁହାରିଲେ। ହେଲେ ଯେନ୍ତା ସବୁ ବେଙ୍ଗ୍ ମରି ଗଲେ, ହେତ୍‌କର୍ ଫାରୋ ତାର୍ ମନ୍‌କେ ଫେର୍ ବଦ୍ ଲେଇ ଦେଲା ଆର୍ ଫେର୍ ଇସ୍ରାଏଲ୍ ର ଲୋକ୍‌ ମାନ୍‌କୁ ମିଶର୍ ନୁ ନେଇ ଛାଡ୍‌ଲା।

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 5

ତେହେରୁଁ, ମାହାପୁରୁ ଗଁର୍ରା ମଶା ମାନ୍‌କର୍ ମହାମାରୀ ପଠାଲେ। ତାର୍‌ପରେ ସେ ମାଛି ମାନ୍‌କର୍ ମହାମାରୀ ପଠାଲେ। ତେହେରୁଁ ଫାରୋ ମୋଶା ଆର୍ ହାରୋନ୍‌କେ ଡାକ୍‌ଲା ଆର୍ କହେଲା, “ଯଦି ତମେ ଇ ମହାମାଁରୀ କେ ବନ୍ଦ୍‌କର୍‌ବ, ତାହେଲେ ଇସ୍ରାଏଲିୟ ଲୋକ୍‌ ମାନେ ମିଶର୍‌ନୁ ଯେଇ ପାର୍‌ବେ।“ ତ ଯେନ୍ତା ମୋଶା ପ୍ରାର୍ଥନା କଲେ, ମାହାପୁରୁ ମିଶର୍‌ନୁ ସବୁ ମାଛିକେ ବାହାର୍ କରିଦେଲେ। ହେଲେ ଫାରୋ ତାର୍ ମନ୍‌କେ ଫେର୍ ଥରେ ବଦ୍‌ଲେଇ ଦେଲା ଆର୍ ସେ ଲୋକ୍‌ମାନ୍‌କୁ ନେଇ ଛାଡ୍‌ଲା।

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 6

ତାର୍‌ପରେ, ମାହାପୁରୁ ମିଶରୀୟ ଲୋକ୍‌ ମାନ୍‌କର୍ ସବୁ ପଶୁ, ଯେନ୍ ପଶୁମାନେ ସେମାନ୍‌କର୍ ଚାଷ୍ ଜମି ମାନକୁ ଜୁତୁ ଥିଲେ ସେମାନ୍‌କୁ ବେମ୍‌ରିଆ କରି ମାରି ଦେଲେ। ହେଲେ ଫାରୋର୍ ମନ୍ ନେଇ ଏକା ବଦ୍‌ଲୁ ଥାଇ, ଆର୍ ସେ ଇସ୍ରାଏଲିୟ ଲୋକ୍ ମାନ୍‌କୁ ଯିବାର୍‌କେ ନେଇ ଦଉ ଥାଇ।

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 7

ତାର୍‌ପରେ ମାହାପୁରୁ ମୋଶାକେ ଫାରୋର୍ ସାମ୍ନାନ ଖାର୍ ଗୁଣ୍ ପକାବାର୍‌କେ କହେଲେ। ଯେନ୍ତାସେ ଇଟା କଲେ, ମିଶରୀୟ ମାନ୍‌କର୍‌ ଉପ୍‌ରେ ସହି ନେଇ ହେଲା ଏନ୍ତା ଚମ୍‌ଡାର୍ ‘ଘା’ ମାନେ ହେଲା , ହେଲେ ଇସ୍ରାଏଲିୟ ଲୋକ୍ ମାନେ ଭଲ୍‌ ଥିଲେ। ମାହାପୁରୁ ଫାରୋର୍ ମନ୍‌କେ କଠିନ୍ କଲେ, ଆର୍ ଫାରୋ ଇସ୍ରାଏଲିୟ ଲୋକ୍‌ ମାନ୍‌କେ ଫେର୍‌ବି ନେଇଁ ଛାଡ୍‌ଲା।

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 8

ତାର୍‌ପରେ, ମାହାପୁରୁ କରା ପଥର୍ ପକାଲେ ଯେନ୍ଟା ମିଶର୍‌ର ବହୁତ୍‌ଟେ ଫସଲ୍ ବର୍‌ବାଦ୍ କରି ଦେଲା ଆର୍ ହେଟା ହେଲା ବେଲେ ଯେନ୍ ମାନେ ବାହରେ ବୁଲୁ ଥିଲେ ସେ ଲୋକ୍‌ମାନେ ବି ମରିଗଲେ। ତେହେରୁଁ ଫାରୋ ମୋଶା ଆର୍ ହାରୋନ୍‌କେ ଡାକ୍‌ଲା ଆର୍ କହେଲା, “ମୁଇଁ ପାପ୍ କରିଛେଁ।ତମେ ମାନେ ଯାଇ ପାର।” ତେହେରୁଁ, ମୋଶା ପାର୍‌ଥନା କଲେ ଆର୍ କରା ପଥର୍ ଆକାଶ୍‌ନୁ ପଡ୍‌ବାର୍‌ଟା ବନ୍ଦ୍ ହେଲା।

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 9

ହେଲେ ଫାରୋ ଫେର୍ ଘାଏଁ ପାପ୍ କଲା ଆର୍ ତାର୍ ମନ୍ କେ କଠିନ୍ କଲା। ସେ ଇସ୍ରାଲୀୟ ଲୋକ୍‌ ମାଁନ୍ କୁ ନେଇଁ ଛାଡ୍‌ଲା।

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 10

ତ, ମାଁହପୁରୁ ମିଶର୍ ଉପ୍‌ରେ ବହୁତ୍‌ଟେ ପୋକ ମାନ୍‌କେ ପଠାଲେ। ଆର୍ ଇ ପୋକ ମାନେ ସବୁ ଫସଲ୍‌କେ ଖାଇଦେଲେ ଯେନ୍ଟାକି ଇତାର୍ ଆଘର୍ ମହାମାଁରି ନୁ ବଁଚି ଯାଇଥିଲା।

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 11

ତାର୍‌ପରେ ମାହାପୁରୁ ତିନ୍ ଦିନ୍ ତକ୍ ମିଶର୍‌କେ ଅନ୍ଧାଁର୍ କରି ଦେଲେ। ଏତେ ଅଁନ୍ଧାର୍ ହେଲା ଗଲା ଯେ ମିଶରୀୟ ଲୋକ୍‌ ମାନେ ସେମାନ୍‌କର୍ ଘରୁ ବାହାରି ନେଇ ପାର୍‌ଲେ। ହେଲେ ଇସ୍ରାଏଲୀୟ ମାନ୍‌କର୍ ରହେଲା ଜାଗା ଉକିଆ ଥିଲା।

10. ୧୦. ମାହାପୁରୁ ଦଶ୍‌ଟା ମହାମାରୀ ପଠାଲେ — illustration 12

ନଅ ଟା ମହାମାଁରୀ ପରେବି ଫାରୋ ଇସ୍ରାଏଲିୟ ଲୋକ୍‌ ମାନ୍‌କୁ ନେଇଁ ଛାଡ୍‌ଲା। ଫାରୋ ନେଇ ଶୁନ୍‌ଲା ହେଥିର୍‌ଲାଗି , ମାହାପୁରୁ ଶେଷ୍ ମହାମାଁରୀକେ ପଠାବାର୍ ଲାଗି ବୁଦ୍ଧି କଲେ। ଯେନ୍ତା ଫାରୋର୍ ମନ୍‌ ବଦ୍‌ଲିବା।

ବାଇବଲ୍‌ର କଥାନୀ: ଯାତ୍ରା ପୁସ୍ତକ ୫-୧୦

Read in the reader

Free to use, adapt, and share under an open license (CC BY-SA 4.0).