22. ୨୨. ଯୋହନଙ୍କର୍ ଜନ୍ମ୍ କଥାନୀ
ଆଘେ, ମାହାପୁରୁ ତାକର୍ ଭବିଷ୍ୟଦ୍ବକ୍ତା ମାନ୍କର୍ ସାଙ୍ଗେ କଥା ହଉଥିଲେ ଇଥିର୍ଲାଗି କି ସେମାନେ ତାକର୍ ଲୋକମାନ୍କୁଁ ମାହାପୁରୁର୍ କଥାକେ କହିପାର୍ବେ। ତେହେରୁଁ ଚାର୍ଷ ବରଷ୍ ତକ୍ ମୁନୁଷ୍ ଲୋକ୍ ସାଙ୍ଗେ କଥା ନାଇଁ ହେଲେ। ତାର୍ପରେ ମାହାପୁରୁ ଗୁଟେ ଦୂତକେ ଜିଖରୀୟ ବଲିକରି ଗୁଟେ ଯାଜକ୍ ନିକେ ପଠାଲେ। ଜିଖରୀୟ ଆର୍ ତାର୍ ମାଇକୀନା ଏଲିଜାବେଥ୍ ମାହାପୁରୁକେ ଭୟଭକ୍ତି କରୁଥିଲେ। ସେମାନେ ପୁରା ବୁଢାବୁଢି ହେଇଯାଇ ଥିଲେ ନ, ଆର୍ ତାକର୍ ମାଇକିନା ଛୁଆପୁତା ଜନମ୍ ନାଇଁ କରିଥାଇଁ ତାଏଲ୍।
ସରଗ୍ ଦୂତ ଜିଖରୀୟକେ କହେଲେ, "ତୁମର୍ ମାଇକିନାକେ ଗୁଟେ ପୁଓ ହେବା। ଆର୍ ତୁମେ ତାର୍ ନାଁ ଯୋହନ ଦେବ। ମାହାପୁରୁ ତାହାକେ ପବିତ୍ର ଆତ୍ମାନ ଭରି ଦେବେ, ଆର୍ ଯୋହନ୍ ଲୋକ୍ମାନ୍କୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କର୍ବାର୍ ଲାଗି ତିଆର୍ କର୍ବେ। ଜିଖରୀୟ କହେଲେ, " ମୋର ମାଇକିଣା ଆର୍ ମୁଇଁ ବନେ ବୁଢାବୁଢି ହେଇ ଗଲୁନ। ଇହାଦେ ମୁଇଁ କେନ୍ତା କରି ଜାନିପାର୍ମି ଯେ, ତୁମେ ମତେ ସତ୍ କହୁଛ?
ସରଗ୍ର ଦୂତ ଜିଖରୀୟକେ ଉତର୍ଦେଲେ , " ଇ ଶୁଭ୍ ସମାଁଚାର୍ ତମ୍କେ କହେବାର୍ ଲାଗି ମାହାପୁରୁ ମତେ ପଠେଇ ଛନ୍। କାଁକରି କି ତମେ ମତେ ବିଶ୍ୱାସ୍ ନାଇଁ କଲ , ପିଲାଟେ ଜନମ୍ ନେଇ ହେବାର୍ ତକ୍ ତମେ କଥା କହି ନାଇପାର। " ସାଙ୍ଗେ ସାଙ୍ଗ୍, ଜିଖରୀୟ କଥା କହି ନାଇଁ ପାର୍ଲେ।ତେହେଁରୁ ଦୂତ ଜିଖରୀୟକେ ଛାଡିକରି ପଲାଲେ। ଇତାର ପରେ, ଜିଖରୀୟ ଘର୍କେ ଆଏଲେ ଆର୍ ତାକର୍ ମାଇକିନା ଗର୍ଭବତୀ ହେଲେ।
ଯେତ୍କିବେଲେ ଏଲିଜାବେଥ୍ ଛଅ ମାସର୍ ଗର୍ଭବତୀ ହେଲା, ସେ ସରଗ୍ର ଦୂତ ସାଙ୍ଗେସାଙ୍ଗ୍ ଏଲିଜାବେଥ୍ର ଘରୁଆ ଲୋକର୍ ପାସ୍କେ ଆଇକରି ଦେଖାଗଲେ, ଯାହାର୍ ନାଁ ମରିୟମ୍ ଥିଲା। ସେ ଗୁଟେ କୁଆଁରି ଥିଲେ ଆର୍ ଯୋଷେଫ୍ ବଲି କରି ଗୁଟେ ଲୋକ୍କେ ବିହା ହେବାର୍ ଲାଗି ତାକର୍ ବନ୍ବସ୍ ହେଇଥିଲା। ଦୂତ କହିଲେ ଯେ, "ତମେ ଗର୍ଭବତୀ ହେବ ଆର୍ ଗୁଟେ ପୁଓ କେ ଜନମ୍ ଦେବ।ଆର୍ ତମେ` ତାର୍ ନାଁ ଯୀଶୁ ଦେବ। ସେ ସମ୍କିରନ୍ନୁ ମହାନ୍ ମାହାପୁରୁର୍ ପୁଓ ହେବେ ଆର୍ ସବୁଦିନର୍ ଲାଗି ଶାସନ୍ କରିବେ। "
ଆର୍ ମରିୟମ୍ କହେଲେ, “ ଇଟା କେନ୍ତା କରି ହେବା, କାରନ୍ ମୁଇଁ ତ ଗୁଟେ କୁଆଁରି ଟୁକେଲ୍? ସରଗର୍ ଦୂତ କହେଲେ , “ପବିତ୍ର ଆତ୍ମା ତମର୍ନିକେ ଆସ୍ବେ ଆର୍ ମାହାପୁରୁର୍ର ଶକ୍ତି ତମର୍ ପାସ୍କେ ଆସ୍ବା। ଆର୍ ଇଥିର୍ଲାଗି ସେ ଶିଶୁ ପବିତ୍ର ହେବା ଆର୍ ସେ ମାହାପୁରୁର୍ ପୁଓ ହେବା। ସରଗ୍ର ଦୂତ ଯେନ୍ତା କହେଲେ, ମରିୟମ୍ ସେଟା ବିଶ୍ୱାସ୍ କଲେ।
ଇ ଘଟ୍ନା ପରେ, ମରିୟମ୍ ଯାଇକରି ଏଲିଜାବେଥ୍କେ ଭେଟ୍ଲେ। ଯେନ୍ତା ମରିୟମ୍ ତାହାକେ ଅଭିବାଦନ୍ ଜଣାଲେ, ଏଲିଜାବେଥ୍ର ପେଟେ ଥିବାର୍ ଛୁଆ ଡେଇଁ ପଡ୍ଲା।ମାହାପୁରୁ ସେମାନ୍ଙ୍କର୍ ଲାଗି ଯାଣା କରି ଥିଲେ ସେଥିର୍ ଲାଗି ମାଇକିନା ମାନେ ଖୁସି ମନାଲେ। ମରିୟ ମ୍ ତିନ ମାଁସ୍ ତକ୍ ଏଲିଜାବେଥ୍ କେ ଦେଖ୍ଲା ପରେ, ମରିୟମ୍ ଘର୍କେ ଫିରି ଆସ୍ଲେ।
ଇତାର୍ ପରେ, ଏଲିଜାବେଥ୍ ଛୁଆକେ ଜନମ୍ ଦେଲେ। ଯେନ୍ତା ହିସାବେ ଦୂତ କହିଥିଲେ ଯିଖରିୟ ଆର୍ ଏଲିଜାବେଥ୍ ଶିଶୁର ନାଁ ଯୋହନ୍ ଦେଲେ। ତେହେରୁଁ ମାହାପୁରୁ ଯିଖରିୟକେ ଫେର୍ଘାଏ କହେବାର୍ ଲାଗି ତାର୍ ମୁହୁଁକେ ଖୁଲି ଦେଲେ। ଜିଖରୀୟ କହେଲେ, "ମାହାପୁରୁ ନାଁ କେ ଧନ୍ୟବାଦ୍ କର କାଁକରି କି, ସେ ତାକର୍ ଲୋକ୍ ମାନ୍କୁଁ ସାହାଯ୍ୟ କର୍ବାର୍ ଲାଗି ମନେ ରଖିଛନ୍! ଇ ମୋର୍ ପୁଓ, ସବୁଠାନୁ ମାହାପୁରୁର୍ ବଡ୍ ଭବିଷ୍ୟଦ୍ବକ୍ତା ହେବା। ଲୋକ୍ ମାନ୍କୁଁ କହେବା ଯେ, ଲୋକ୍ମାନେ ଯେନ୍ତା ସେମାନ୍କର୍ ପାପ୍ନୁ କ୍ଷମା ପାଏବେ।"
ବାଇବଲ୍ର କଥାନୀ: ଲୁକ ୧
Free to use, adapt, and share under an open license (CC BY-SA 4.0).