34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ

34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ — illustration 1

ଯୀଶୁ ମାହାପୁରୁର୍ ରାଏଜ୍ ବାବ୍‌ଦେ ଅନେକ୍ କଥାନୀ କହେଲେ। ଉଦାହର୍‌ନ୍ ଦେଇ କରି କହେଲେ, “ମାହାପୁରର୍ ରାଏଜ୍ ଜନେ ତାର୍‌ ବାଏର୍‌ନେ ଜଗେଇ ଥିବାର୍‌ ସୁର୍‌ସୋ ମଞ୍ଜି ବାଗିର୍। ଯେନ୍‌ତା ତମେ ଯାନିଛ ସୁର୍‌ସୋ ମଞ୍ଜି ସବୁ ମଞ୍ଜି ଠାନୁ ସାନ୍ ଆଏ।

34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ — illustration 2

“ହେଲେ ଯେତ୍‌କିବେଲେ ସୁର୍‌ସୋ ମଞ୍ଜିର୍ ଗଛ୍ ବଢ୍‌ସି, ଇଟା ଖେତେଁ ଥିବାର୍‌ ସବୁ ଗଛ୍‌ନୁ ବଡ୍ ହଇ ଯାଇସି, ଇଟା ଏଡେ ବଡ଼୍‌ ହେଇ ଯାଇସି ଯେ, ଚେରେଁ ମାନେ ବି ତାର୍ ଡ଼ାଲେ ରହି ପାର୍‌ସନ୍।”

34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ — illustration 3

ଯୀଶୁ ଅଲ୍‌ଗା କଥାନୀଟେ କହେଲେ, “ମାହାପୁରୁ ରାଏଜ୍ ଗୁଟେ ଖମିର୍ ସମାନ୍, ଯେନ୍‌ଟାକେ ନେଇଁ କରି ଗୁଟେ ସ୍ତ୍ରୀ ଅଟାରେ ମିଶେଇ ଦେସି ଆର୍ ସେଟା ଅଟାନେ ମିଶି ଯାଏସି।

34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ — illustration 4

ମାହାପୁରୁର୍ ରାଏଜ୍‌ବି ଗୁଟେ ଧନ୍ ସମ୍ପତି ଭଲିଆ, ଜେନ୍‌ତା କି ଜନେ ମାଏଟ୍ ଭିତ୍‌ରେ ଲୁକେଇ କରି ରଖ୍‌ସି। ଆର୍ ଗୁଟେ ଲୋକ୍ ସେଟାକେ ପାଏଲା ଆର୍ ସେଟାକେ ସେ ପାଏବାର୍ ଲାଗି ଚାହୁଁ ଥିଲା।ସେଥିର୍ ଲାଗି ସେ ଇଟାକେ ଫେର୍ ତୁପିଦେଲା। ସେ ଏତେ ଖୁସି ହେଇଗଲାଯେ ତାର୍‌ଠାନେ ଯାହା ଥିଲା ସେ ଯେଇକରି ସବୁ ବିକିଦେଲା, ଆର୍ ଯେନ୍‌ତାକି ସେ ଖେତ୍‌କେ ଘିନି ପାର୍‌ବା ଯେନେ ସେ ସମ୍ପତି ଥିଲା।

34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ — illustration 5

ସରଗ୍‌ ରାଏଜ୍ ଗୁଟେ ବହୁତ୍ ମୁଲ୍ୟର୍ ଶୁଦ୍ଧ ମତିର୍ ସମାନ୍। ଯେତ୍‌କିବେଲେ ଇଟାକେ ଗୁଟେ ମତି ବେପାରୀ ପାଏସି ସେ ତାର୍ ସବୁକିଛିକେ ବିକି ଦେସି କାଏଁଯେକି ସେ ସେଟାକେ ଘିନିପାର୍‌ବା।”

34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ — illustration 6

ସେଠାନେ କେତେ ଲୋକ୍ ଥିଲେ ଯେନ୍‌ମାନେ ଭାବ୍‌ଲେ ଯେ, ମାହାପୁରୁ ସେମାନ୍‌କୁ ଗ୍ରହଣ କର୍‌ବେ କାଁକରି କି ସେମାନେ ଭଲ୍ କାମ୍ କରୁଥିଲେ। ଯେନ୍ ଲୋକ୍‌ ମାନେ ଭଲ୍ କାମ୍ ନାଇଁ କରନ୍‌ ସେମାନ୍‌କୁ ଖରାପ୍ ଭାବୁଥିଲେ, ସେଥିର୍ ଲାଗି ଯୀଶୁ ସେମାନ୍‌କୁ ଇ କଥାନୀ କହେଲେ: ଦୁଇଟା ଲୋକ୍ ଥିଲେ, ଦୁହେଁ ମନ୍ଦିର୍‌କେ ପ୍ରାର୍‌ଥନା କର୍‌ବାର୍ ଲାଗି ଗଲେ ସେମାନ୍‌କର୍ ଭିତୁରୁ ଗୁଟେ କର୍ ଅସୁଲ୍ କର୍‌ବାର୍ ଲୋକ୍ ଥିଲା ଆର୍ ଜନେ ଧାର୍‌ମିକ୍ ନେତା ଥିଲା।

34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ — illustration 7

“ଧାର୍‌ମିକ୍ ନେତା ଇନ୍‌ତା ପ୍ରାର୍‌ଥନା କଲା, ଧନ୍ୟବାଦ୍ ମାହାପୁରୁ, ‘ଯେ ମୁଇଁ ଅଲ୍‌ଗା ଲୋକର୍ ମିତାର୍ ପାପି ନୁହେ ଆଏଁ- ଯେନ୍‌ତାକି ଡ଼ାକୁ, ଅନିଏ କକର୍‌ବାର୍ ଲୋକ୍, ବେଭିଚାରି, ଆର୍‌ ଯେନ୍‌ତାକି ଇଠାନେ ଆସି ଥିବାର କର ଅସୁଲ୍ କର୍‌ବାର୍ ଲୋକ୍ ବାଗିର୍ ପାପୀ ନୁହେଁସେ”’।

34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ — illustration 8

“ଯେନ୍‌ତାକି ମୁଇଁ ସବୁ ହପ୍ତା ଥି ଦୁଇ ଥର୍ ଉପାସ୍ କର୍‌ସିଁ, ଆର୍ କମେଇଁ ଥିବାର୍ ଧନ୍ ସମ୍ପତିନୁ ଦସ ମାସଂ ତମ୍‌କୁ ଦେସିଁ।”

34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ — illustration 9

ହେଲେ ସେ କର ଅସୁଲ୍ କର୍‌ବାର୍‌ ଲୋକ୍‌ ଦୂରିଆନ ଠିଆ ହେଲା ଆର୍ ସେ ସରଗ୍‌ ଆଡ୍‌କେ ବି ନେଇଁ ଦେଖ୍‌ଲା ଆର୍‌ ସେ ନିଜର୍ ଛାତିନ ବିଧା ମାରିକରି ପ୍ରାର୍‌ଥନା କଲା ଆର୍ କହେଲା, ମାହାପୁରୁ, ମତେ ଦୟାକର କାଏଁଯେ କି ମୁଇଁ ଜନେ ପାପୀ ଆଏ।

34. ୩୪. ଯୀଶୁ ଅଲ୍‌ଗା ଅଲ୍‌ଗା କଥାନୀ ଶିଖାଲେ — illustration 10

ତେହେରୁଁ ଯୀଶୁ କହେଲେ, “ ମୁଇଁ ତମ୍‌କେ କହୁଛେ, ମାହାପୁରୁ କର ଅସୁଲ୍ କର୍‌ବାର୍ ଲୋକ୍‌ ର ପ୍ରାର୍‌ଥନାକେ ସୁନ୍‌ଲେ ଆର୍‌ ଧାର୍‌ମିକ୍ ନେତାକେ ଧାର୍‌ମିକ୍ ଘୋଷଣା ନେଇଁ କରି କରି କର୍ ଅସୁଲି କର୍‌ବାର୍ ଲୋକ୍‌କେ ଧାର୍ମିକ୍‌ ଘୋଷଣା କଲେ। ଯିଏ ଗର୍ବି ଆଏ ତାହାକେ ମାହାପୁରୁ ଅନାଦାର୍ କର୍‌ସନ୍, ହେଲେ ଯିଏ ନିଜ୍‌କେ ନମ୍ର କର୍‌ସି ତାହାକେ ସେ ଆଦର୍ କର୍‌ସନ୍।”

ବାଇବଲ୍‌ର କଥାନୀ: ମଥିଉ ୧୩:୩୧-୪୬; ମାର୍କ ୪:୨୬-୩୪; ଲୁକ ୧୩:୧୮-୨୧;୧୮:୯-୧୪

Read in the reader

Free to use, adapt, and share under an open license (CC BY-SA 4.0).