16. ୧୬. ଉଦାର୍ କ୍ର୍ତା ଲକ୍ମ୍ନ୍
ଯିହଶୁୟ ମ୍ଲା ହ୍ଚେ, ଇସ୍ରାଏଲ୍ ଲକ୍ମ୍ନ୍ ଇଶ୍ୱରାର୍ ସିକ୍ୟା ଚାଡ୍ଲାଇ ଆର୍ ସେମ୍ନ୍ ଅବଶିଷ୍ଟାଶ କିଣାନାର୍ ଲକ୍ମ୍ନ୍କେ ବିତାଳିତ ନ୍କେଲାଇ କି ଇଶ୍ୱରାର୍ ନିତିନିୟମ୍ ମାନି ନ୍କେଲାଇ। ଇସ୍ରାଏଲ୍ ଲକ୍ମ୍ନ୍ ସ୍ତ୍ ଇଶ୍ୱର୍ ଯିହବାର୍ ଉପାସନା କ୍ର୍ତାହ୍ର୍ କିଣାନାର୍ ଲକ୍ମ୍ନ୍କାର୍ ଦେବ୍ତା ମ୍ନ୍କାର୍ ଉପାସନା କ୍ରୁକେ ଲାଗ୍ଲାଇ ଇସ୍ରାଏଲ୍ ଲକ୍ମ୍ନ୍କାର୍ କୁଇ ର୍ଜା ହେଁ ନ୍ରିଲାଇ, ସେତାକ୍ ସ୍ବୁଲକ୍ ତାର୍ ଆକିଲ୍ଗେ ଜୁଇରି ବ୍ଲ୍ ଡିସ୍ଲି ସେମ୍ନ୍ ସେରି କ୍ଲାଇ।
ସେତାର୍ଗିନେ ଇସ୍ରାଏଲ୍ ଲକ୍ମ୍ନ୍ ଇଶ୍ୱରାର୍ କ୍ତା ମାନିକ୍ରି ଗ୍ଲାଇ, ସେତାକ୍ ଇଶ୍ୱର୍ ଶ୍ତ୍ରୁ ମ୍ନ୍କେ ଆଦେଶ୍ ଦେତା ଦ୍ବାରା ସେମ୍ନ୍କେ ଆରାକ୍ରି ସେମ୍ନ୍କେ ଡ୍ଣ୍ତ ଦିଲାଇ। ଇ ଶ୍ତ୍ରୁମ୍ନ୍ ଇସ୍ରାଏଲ୍ ଲକ୍ମ୍ନ୍ ବେଶି ଜିନିଷ୍ମ୍ନ୍ ଚରି କ୍ଲାଇ, ସେମ୍ନ୍କାର୍ ଦ୍ନ୍ ସ୍ମ୍ପତି ସ୍ବୁ ନ୍ଷ୍ଟ କ୍ଲାଇ, ଆର୍ ସେମ୍ନ୍କାର୍ ବିତ୍ରେ ଗାଦାଲକେ ମାର୍ଲାଇ। ବେଶି ବର୍ଷ ଇଶ୍ୱରାର୍ କ୍ତା ନ୍ମାନିକ୍ରି ଆର୍ ସେମ୍ନ୍କାର୍ ଶ୍ତ୍ରୁ ମ୍ନ୍କାର୍ ତ୍ଇହ୍ଣି ଉବ୍ଜି କ୍ରି ଇସ୍ରାଏଲ୍ ଲକ୍ମ୍ନ୍ ଏତାଇଲାଇ ଆର୍ ସେମ୍ନ୍କେ ଉଦାର୍ କ୍ର୍ତାର୍ ଗିନେ ଇଶ୍ୱରାର୍ ତ୍ଇ ପାର୍ତେନା କ୍ଲାଇ।
ତାର୍ହ୍ଚେ ଇଶ୍ୱର୍ ସେମ୍ନ୍କେ ଗଟେକ୍ ଉଦାର୍ କ୍ର୍ତାଲକେ ଜାଗାଇଲାଇ ଯେ ସେମ୍ନ୍କେ ଶ୍ତ୍ରୁ ମ୍ନ୍କାର୍ ତ୍ଇହ୍ଣି ର୍କ୍ୟା କ୍ଲାଇ ଆର୍ ଦେଶେ ଶାନ୍ତି ଆନ୍ଲାଇ। ମ୍ତର୍ ତାର୍ ହ୍ଚେ ଲକ୍ମ୍ନ୍ ଇଶ୍ୱର୍କେ ହାସୁର୍ଲାଇ ଆର୍ ଆରେଗଟ୍ ତର୍ ମୁର୍ତି ହୁଜା କ୍ରୁକେ ଆରମ୍ କ୍ଲାଇ। ସେତାକ୍ ଇଶ୍ୱର୍ ଲ୍ଗେ ଗଟେକ୍ ଶ୍ତ୍ରୁ ମିଦିୟନୀୟମ୍ନ୍କେ ଦୁଆର୍ ସେମ୍ନ୍କେ ଆରାମ୍କେ ଦିଲାଇ।
ମିଦିୟନୀୟମ୍ନ୍ ସାତ୍ବର୍ଷ ହ୍ତେକ୍ ଇସ୍ରାଏଲ୍ ଲକ୍ମ୍ନ୍କାର୍ ତାସ୍ ନିଲାଇ। ଇସ୍ରାଏଲ୍ ଲକ୍ମ୍ନ୍ ବେଶି ଡିର୍ଲାଇ; ମିଦିୟନୀୟମ୍ନ୍ ଜ୍ନ୍କ୍ରି ସେମ୍ନ୍କେ କଜୁ ନାହାର୍ତି, ସେତାର୍ ଗିନେ ସେମ୍ନ୍ ହାରେମ୍ନ୍ ଲୁକ୍ଲାଇ। ସ୍ରାସ୍ରି ହ୍ଚେ, ସେମ୍ନ୍କେ ଉଦାର୍ କ୍ର୍ତାର୍ ଗିନେ ସେମ୍ନ୍ ଇଶ୍ୱରାର୍ ଲ୍ଗେ ଡାକ୍ ହ୍କାଇଲାଇ।
ଗଟେଦିନ୍ ଗିଦିୟନ୍ ନାଉର୍ ଏକ୍ଲା ଇସ୍ରାଏଲ୍ ଦେଶେ ଲୁକ୍ଣେ ତାସ୍ ମିଳ୍ତିରିଲି ଜ୍ନ୍କ୍ରି କି ମିଦିୟନୀୟମ୍ନ୍ ସେରି ନ୍ନେତି। ମାପ୍ରୁର୍ ଦୁତ୍ ଗିଦିୟନାର୍ ଲ୍ଗେ ଆସି କଇଲାଇ, “ବଳିଷ୍ଠ ଯନ୍ଧା, ଇଶ୍ୱର୍ ତୁମାର୍ ସ୍ଙ୍ଗ୍ ଆଚେ। ଜାହା ଆର୍ ଇସ୍ରାଏଲ୍କେ ମିଦିୟନୀୟ ମ୍ନ୍କାର୍ ତ୍ଇହ୍ଣି ର୍କ୍ଯା କ୍ର୍।“
ଗଟେକ୍ ମୁର୍ତିକେ ହୁଜା କ୍ର୍ତିରିଲା ସ୍ତ୍ଦେବି ଗିଦିୟନାର୍ ଉବାସିର୍ ଟାଣେ ରିଲି। ସେ ସ୍ତ୍ବେଦି ଗ୍ର୍ଣ୍ତା ଗ୍ର୍ଣ୍ତା କ୍ରୁକେ ଇଶ୍ୱର୍ ଗିଦିୟନ୍କେ କଇଲା। ମ୍ତର୍ ଗିଦିୟନ ଲକ୍ମ୍ନ୍କେ ଡିର୍ଲାଇ, ସେତାକ୍ ସେ ରାତି ନ୍ଉତା ହ୍ତେକ୍ ଜାଗ୍ଲାଇ। ସେତାକ୍ ସେ ସେସ୍ତ୍ ବେଦିକେ ଗ୍ର୍ଣ୍ତା ଗ୍ର୍ଣ୍ତା କ୍ରି ବାଙ୍ଗ୍ଲାଇ ଆର୍ ଗୁଣ୍ତ କ୍ଲାଇ। ମୁର୍ତି ହୁଜାଲ୍ଗେ ଜୁଇ ସ୍ତ୍ ବେଦିରିଲି ସେ ସ୍ତ୍ ବେଦି ଲ୍ଗେ ସେ ଇଶ୍ୱରାର୍ ଗିନେ ଗଟେକ୍ ନ୍ଉଆ ସ୍ତ୍ ବେଦି କ୍ଲାଇ ଆର୍ ଇଶ୍ୱରାର୍ ଗିନେ ବଳି ହୁଜା କ୍ଲାଇ।
ହର୍ଦିନ୍ ସ୍କାଳ୍ ଲକ୍ମ୍ନ୍ ଦ୍କ୍ଲାଇ ଯେ କେଏକ୍ଲା ସେ ସ୍ତ୍ବେଦି ଚିରିଲାଇ ଆର୍ ବାଙ୍ଗି ନ୍ଷ୍ଟ କ୍ଲାଇ ଆତ୍ତି, ଆର୍ ସେମ୍ନ୍ ବେଶି ରିସା ରିଲାଇ। ସେମ୍ନ୍ ଗିଦିୟନାର୍ ଗ୍ରେ ତାକେ ମ୍ର୍ନେ ମାର୍ତାର୍ ଗିନେ ଗ୍ଲାଇ, ମ୍ତର୍ ଗିଦିୟନାର୍ ଉବାସି କଇଲା, “ତୁମିମ୍ନ୍ କାଇତାକ୍ ତୁମାର୍ ଦେବ୍ତାକେ ସାଇଜ କ୍ରୁକେ ଚେଷ୍ଟା କ୍ରୁଲାସ୍? ଯଦି ସେ ଏକ୍ଲା ଇଶ୍ୱର୍ ତ୍ବେ ସେ ନିଜ୍କେ ର୍କ୍ଯା କ୍ରା! ସେ ଇକ୍ତା କଇଲାକେ ଲକ୍ମ୍ନ୍ ଗିଦିୟନ୍କେ ମାରି ନ୍କେଲାଇ।
ତାର୍ହ୍ଚେ ମିଦିୟନୀୟମ୍ନ୍ ଇସ୍ରାଏଲ୍ ଲକ୍ମ୍ନ୍କାର୍ ତ୍ଇହ୍ଣି ଚରି କ୍ର୍ତାର୍ ଗିନେ ଆରେଗଟ୍ ତର୍ ଆଇଲାଇ। ସେମ୍ନ୍ ଅତେକ୍ ରିଲାଇ ଯେ ସେମ୍ନ୍କେ ଗ୍ଣୁ ନ୍ହାର୍ତି ରିଲାଇ। ସେମ୍ନ୍କାର୍ ସ୍ଙ୍ଗ୍ ଜୁଜ୍ କ୍ର୍ତାର୍ ଗିନେ ଗିଦିୟନ ଇସ୍ରାଏଲ୍ ଲକ୍ମ୍ନ୍କେ ଗଟେତ୍ଇ କ୍ଲାଇ। ଇଶ୍ୱର୍ ଯେ ଇସ୍ରାଏଲ୍ ଦେଶ୍କେ ଉଦାର୍ କ୍ରୁକେ ତାକେ ବ୍ଯବହାର୍ କ୍ର୍ତି, ଇ କ୍ତା ଲ୍ଗେ ସ୍ତ୍କ୍ରି ଅଉତାର୍ ଗିନେ ଗିଦିୟନ୍ ଇଶ୍ୱରାର୍ ତ୍ଇହ୍ଣି ଜଳେକ୍ ଚିନ୍ ମାଗ୍ଲାଇ।
ହ୍ର୍ତୁର୍ ଚିନ୍ ବ୍ଲ୍କ୍ରି, ଗିଦିୟନ ମାଟିଲ୍ଗେ ଗଟେକ୍ ମେଣ୍ଢାର୍ ଚାମ୍ ଅଚାଇଲାଇ ଆର୍ ଇଶ୍ୱର୍କେ ବର୍ ସ୍କାଳ୍ କାକର୍ ମାଟି ଉହ୍ରେ ନ୍ହେକାଇ ସେରି ଚାମ୍ଳା ଉହ୍ରେ ହ୍କାମ୍କେ କଇଲାଇ। ଇଶ୍ୱର୍ ସେରି କ୍ଲା। ଆରେଗଟ୍ ରାତି, ସେ ଇଶ୍ୱରକେ କଇଲା ଚୁଚା ମାଟି ଚାହ୍ରା ରେଉଅ ମ୍ତର୍ ଚାମ୍ ସୁକ୍ଲାର୍ ରେଉଅ। ଇଶ୍ୱର୍ ସେରି ହେଁ କ୍ଲା। ଇ ଜଳେକ୍ ଚିନ୍କେ ଗିଦିୟନ୍କେ ସ୍ତ୍କ୍ରି କ୍ରାଇଲାଇ ଯେ ଇସ୍ରାଏଲ୍ ଲକ୍ମ୍ନ୍କେ ମିଦିୟନୀୟମ୍କାର୍ ତ୍ଇହ୍ଣି ଉଦାର୍ କ୍ର୍ତାର୍ ଗିନେ ଇଶ୍ୱର୍ ତାକେ ବ୍ଯବହାର୍ କ୍ରେଦ୍।
୩୨,୦୦୦ ଇସ୍ରାଏଲ୍ ସେନାମ୍ନ୍ ଗିଦିୟନାର୍ ଲ୍ଗେ ଆଇଲାଇ, ମ୍ତର୍ ଇଶ୍ୱର୍ କଇଲା ଯେ ଇରି ଅଦିକ୍ ଆଚେ। ସେତାକ୍ ଜୁଇଲକ୍ମ୍ନ୍ ଜୁଜ୍ କ୍ରୁକେ ଭୟାଳୁ ରିଲାଇ ଅନ୍କ୍ରି ୨୨,୦୦୦ ଲକେ ସେ ଗ୍ରେ ହ୍ଟାଇଲା। ଇଶ୍ୱର୍ ଗିଦିୟନ୍କେ କଇଲା ଯେ ଇ ଦ୍ଳ୍କେ ହେଁ ବେଶିଅଦିକ୍ ଆଚେ। ସେତାକ୍ ଗିଦିୟନ୍ ୩୦୦ ଲକେ ର୍କ୍ଲା ଆର୍ ବିନ୍ ସ୍ବ୍କେ ଗ୍ରେ ହ୍ଟାଇ ଦିଲା।
ସେ ରାତି ଇଶ୍ୱର୍ ଗିଦିୟନ୍କେ କଇଲା, “ମିଦିୟନୀୟ ଛାଉଁଣିକେ ଜାହା ଆର୍ ଜ୍ଡେବ୍ଳ୍ ସେମ୍ନ୍ କ୍ତା ଅଉତାର୍ ତୁମି ଶୁଣାସ୍, ତୁମି ଆର୍ ନ୍ଡିରାସ୍।“ ସେତାକ୍ ସେ ରାତି, ଗିଦିୟନ୍ ସେ ଚାଉଣିକେ ଗ୍ଲା ଆର୍ ଏକ୍ଲା ମିଦିୟନୀୟ ସେନା ଦ୍କ୍ତିରିଲା ସ୍ବପ୍ନ କ୍ତେକ୍ ବିଷୟେ ତାର୍ ବନ୍ଦୁକେ କ୍ଉତି ରିଲାର୍ ଶୁନ୍ଲା। ସେ ଲକାର୍ ବନ୍ଦୁ କଇଲା, ”ଇ ସ୍ବପ୍ନର୍ ଅର୍ତ ଅମ୍ଲି ଗିଦିୟନୟନାର୍ ସେନା ମିଦିୟନୀୟ ସେନାମ୍ନ୍କେ ଆରାଉତି!“ ଗିଦିୟନ୍ ଜ୍ଡେବ୍ଳ୍ ଇରି ଶୁନ୍ଲା, ସେ ଇଶ୍ୱରାର୍ ଉପାସନା କ୍ଲା।
ସ୍ଡେବ୍ଳ୍ ଗିଦିୟନ୍ ତାର୍ ସେନାମ୍ନ୍କାର୍ ଲ୍ଗେ ଲେଉଟି ଜାଇକ୍ରି ସ୍ବୁଲକେ ଗଟେକ୍ ମରି, ଗଟେକ୍ ମାଟି ଟାଙ୍ଗା ଆର୍ ଗଟେକ୍ ମଶାଲ ଦିଲା। ମିଦିୟନୀୟ ସେନାମ୍ନ୍ ଜୁଇତି ସଇରିଲାଇ ସେମ୍ନ୍ ସେ ଛାଉଁଣିର୍ ଚାରିବାଟ୍ ଗେର୍ଲାଇ। ଗିଦିୟନାର୍ ୩୦୦ ସେନା ଜୁଇ ମାଟି ଟାଙ୍ଗାଇମ୍ନ୍ ସେମ୍ନ୍କାର୍ ମଶାଲମ୍ନ୍ ସ୍ଙ୍ଗାଇଲାଇ ଜ୍ନ୍କ୍ରି ମିଦିୟନୀୟମ୍ନ୍ ସେ ମଶାଲାର୍ ଉଜାଳ୍କେ ଦ୍କୁ ନାହାର୍ତି।
ତାର୍ହ୍ଚେ ଗିଦିୟନାର୍ ସ୍ବୁ ସେନାମ୍ନ୍ ଗଟେମାଡେ ସେମ୍ନ୍କାର୍ ମାଟି ଟାଙ୍ଗାମ୍ନ୍ ବାଙ୍ଗ୍ଲାଇ, ଯାର୍ ଦ୍ବାରା ଟାଙ୍ଗାଇ ସ୍ବୁ ମଶାଲାର୍ ଜୟ ହଟାତ୍ ଡିସ୍ଲି। ସେମ୍ନ୍ ଦ୍ରିରିଲା ମରିମ୍ନ୍ ବାଜାଇକ୍ରି ବେଲ୍କି ଅଇ କଇଲାଇ, “ମାପ୍ରୁ ଆର୍ ଗିଦିୟନାର୍ ଗିନେ ଗଟେକ୍ ମାଡ୍ଗଳ୍!”
ଇଶ୍ୱର୍ ମିଦିୟନୀୟ ମ୍ନ୍କାର୍ ଦ୍ନ୍ଦାଇ ହ୍କାଇ ଦିଲାଇ, ଯାର୍ ଦ୍ବାରା ସେମ୍ନ୍ ଜାର୍ ଜାର୍ ବିତ୍ରେ ଆକ୍ରମଣ କ୍ରି ନିଜେ ନିଜେ ମାର୍ଲାଇ। ସାଙ୍ଗେ ସାଙ୍ଗେ, ଅବଶିଷ୍ଟାଶ ଇସ୍ରାଏଲ୍ ଲକ୍ମ୍ନ୍କେ ସେମ୍ନ୍କାର୍ ଗ୍ରେ ହ୍ଣି କୁଦାଇକ୍ରି ମିଦିୟନୀୟମ୍ନ୍କେ ଗଡାଇବାରେ ସାଇଜ କ୍ର୍ତାର୍ ଗିନେ କ୍ଉଆ ଅଇଲି। ସେମ୍ନ୍ ସେମ୍ନ୍କାର୍ ବିତ୍ରେ ବେଶି ଲକେ ମାର୍ଲାଇ ଆର୍ ଅବଶିଷ୍ଟାଶ୍ ବେଶିଲକେ ଇସ୍ରାଏଲ୍ ଦେଶାର୍ ବାହାରେ ଘଉଡାଇ ନିଲାଇ। ସେ ଦିନ୍ ୧,୨୦,୦୦୦ ମିଦିୟନୀୟମ୍ନ୍ ମ୍ଲାଇ। ଇଶ୍ୱର୍ ଇସ୍ରାଏଲ୍ ଲକ୍ମ୍ନ୍କେ ଉଦାର୍ କ୍ଲା।
ଲକ୍ମ୍ନ୍ ଗିଦିୟନ୍କେ ସେମ୍ନ୍କାର୍ ର୍ଜା କ୍ରୁକେ ଇଚା କ୍ଲାଇ। ଲକ୍ମ୍ନ୍ ସେନ୍କ୍ରି କ୍ରୁକେ ଗିଦିୟନ୍ ଆଦେଶ୍ ନ୍ଦିଲା, ମ୍ତର୍ ମିଦିୟନୀୟ ମ୍ନ୍କାର୍ ତ୍ଇହ୍ଣି ସେମ୍ନ୍ ଜୁଇସ୍ବୁ ସୁବର୍ଣମୁଦ୍ରିକାମ୍ନ୍ ନେଇ ରିଲାଇ, ସେରିମ୍ନ୍ ମାଗ୍ଲାଇ। ଲକ୍ମ୍ନ୍ ଗିଦିୟନ୍କେ ବେଶିକ୍ରି ସୁବର୍ଣ ଦିଲାଇ।
ତାର୍ହ୍ଚେ ବ୍ଡ୍ର୍ଜା ଲକ୍ମ୍ନ୍କେ ଦେତିରିଲା ହ୍ଚିଆ ହର୍ ଗଟେକ୍ ବିଶେଷ ଧରଣର ଆଙ୍ଗି ଗିଦିୟନ୍ ସେ ସୁବର୍ଣ ଡାବୁ ବ୍ଯବହାର୍ କ୍ରି ରେଡିକ୍ଲା। ମ୍ତର୍ ଇତାକେ ଗଟେକ୍ ମୁର୍ତି ହୁଜା ହର୍ ଲକ୍ମ୍ନ୍ ହୁଜା କ୍ରୁକେ ଲାଗ୍ଲାଇ। ସେତାକ୍ ଇଶ୍ୱର୍ ଆରେ ଗଟ୍ତର୍ ସେମ୍ନ୍କେ ଡ୍ଣ୍ତଦିଲା କାଇତାକ୍ ଇସ୍ରାଏଲ୍ ଲକ୍ମ୍ନ୍ ମୁର୍ତି ହୁଜା କ୍ର୍ତି ରିଲାଇ। ସେମ୍ନ୍କେ ନ୍ଷ୍ଟ କ୍ର୍ତାର୍ ଗିନେ ଇଶ୍ୱର୍ ସେମ୍ନ୍କେ ଆଦେଶ୍ ଦିଲା। ସେମ୍ନ୍ ସ୍ରାସ୍ରି ହ୍ଚେ ଆରେ ଗଟେତର୍ ଇଶ୍ୱରାର୍ ସାଇଜର୍ ଗିନେ ପାର୍ତେନା କ୍ଲାଇ, ଆର୍ ଇଶ୍ୱର୍ ସେମ୍ନ୍କାର୍ ଗିନେ ଆର୍ ଗଟେକ୍ ଉଦାର୍ କ୍ର୍ତା ଲକେ ହ୍ଟାଇଲା।
ଇ ନମୁନା ବେସିତର୍ ଆରେ ଗଟ୍ତର୍ ଅଇଲି: ଇସ୍ରାଏଲ୍ ଲକ୍ମ୍ନ୍ ପାପ୍ କ୍ଲାଇ, ଇଶ୍ୱର୍ ସେମ୍ନ୍କେ ଡ୍ଣ୍ତ ଦେତିରିଲା, ତାର୍ହ୍ଚେ ସେମ୍ନ୍ ବାବ୍ତି ରିଲାଇ ଆର୍ ସେମ୍ନ୍କେ ଉଦାର୍ କ୍ର୍ତାର୍ ଗିନେ ଇଶ୍ୱର୍ ଗଟେକ୍ ଉଦାର୍ କ୍ର୍ତା ଲକେ ହ୍ଟାଉତି ରିଲା। ବେଶି ବ୍ର୍ଷଦ୍ରି ଇଶ୍ୱର୍ ଗାଦା ଉଦାର୍ କ୍ର୍ତାଲକେ ହ୍ଟାଇଲା, ଜୁଇଲକ୍ ଇସ୍ରାଏଲ୍ ଲକ୍ମ୍ନ୍କାର୍ ଶ୍ତ୍ରୁ ମ୍ନ୍କାର୍ ତ୍ଇହ୍ଣି ର୍କ୍ଯା କ୍ର୍ତିରିଲାଇ।
ସ୍ରାସ୍ରି ସ୍ବୁ ଦେଶେ ଜ୍ନ୍କ୍ରି ର୍ଜା ରିଲାଇ ଟିକ୍ ସେନ୍କ୍ରି ର୍ଜା ବାଚ୍ତାର୍ ଗିନେ ଲକ୍ମ୍ନ୍ ଇଶ୍ୱରାର୍ ଲ୍ଗେ ପାର୍ତେନା କ୍ଲାଇ। ସେମ୍ନ୍ ଅନ୍କ୍ରି ଗଟେକ୍ ର୍ଜାକେ ଇଚା କ୍ଲାଇ ଯେ ବେଶି ଉଚ୍ଚା, ବଳିଷ୍ଠ ଆର୍ ଯେ ସେମ୍ନ୍କେ ଯୁଜ୍ କ୍ରୁକେ ବାଟ୍ ଦ୍କାଇ ନେଇଦ୍। ଇଶ୍ୱର୍ ଇ ଆଦେଶ୍କେ ଇଚା ନ୍କେଲା, ମ୍ତର୍ ସେମ୍ନ୍ ଜ୍ନ୍କ୍ରି ଇଚା କ୍ରିରିଲାଇ ସେନ୍କ୍ରି ଗଟେକ୍ ର୍ଜା ଦିଲାଇ।
ବାଇବଲାର୍ ଗଟେକ୍ କ୍ତା: ବିଚାରକର୍ତା ୧-୩; ୬-୮
Free to use, adapt, and share under an open license (CC BY-SA 4.0).