17. ୧୭. ଇଶ୍ୱରାର୍ ନିୟମ୍ ଦାଉଦାର୍ ସ୍ଙ୍ଗ୍
ଶାଉଲ ଇସ୍ରାଏଲ୍ ଦେଶାର୍ ହ୍ର୍ତୁ ର୍ଜାରିଲା। ସେ ଉଚ୍ଚା ଆର୍ ସୁନ୍ଦୁର୍ ରିଲା, ଜ୍ନ୍କ୍ରି ର୍ଜାକେ ଲକ୍ମ୍ନ୍ ଇଚା କ୍ରିରିଲାଇ। ହ୍ର୍ତୁ କ୍ମ୍ ବ୍ର୍ଷାର୍ ଗିନେ ଶାଉଲ ଗଟେକ୍ ବ୍ଲ୍ ର୍ଜାରିଲା ଜ୍ଡେବ୍ଳ୍ ସେ ଇସ୍ରାଏଲ୍ ଦେଶେ ଶାସନ୍ କ୍ଲା। ମ୍ତର୍ ତାର୍ହ୍ଚେ ସେ ଗଟେକ୍ ଦୁଷ୍ଟ ମାନାଇ ଅଇଲା ଯେ ଇଶ୍ୱରାର୍ ଆଦେଶ୍ ନ୍ମାନ୍ଲା, ସେତାକ୍ ଇଶ୍ୱର୍ ଗଟେକ୍ ଅଲ୍ଗା ମାନାଇକେ ବାଚ୍ଲା ଯେ ଦୀନେକ୍ ତାର୍ଜାଗାଇ ର୍ଜା ଅଇଲା।
ଶାଉଲାର୍ ହ୍ଚେ ଇଶ୍ୱର ଗଟେକ୍ ବେଣ୍ତିଆ ଇସ୍ରାଏଲ୍ ଲକେ ର୍ଜା ଅମ୍କେ ବାଚ୍ଲା। ବେଥ୍ଲିହିମ୍ ସ୍ହରେ ହ୍ଣି ଆସିରିଲା ଦାଉଦ ମେଣ୍ଢା ଗ୍ଉଳିଆ ରିଲା। ଅଲ୍ଗା ଅଲଗା ସ୍ମୟେ ସେ ଜ୍ଡେବ୍ଳ୍ ତାର୍ ଉବାସିର୍ ମେଣ୍ଢା ଜାଗ୍ତି ରିଲା, ସେଡେବ୍ଳ୍ ଦାଉଦ୍ ତାର୍ ମେଣ୍ଢା ମ୍ନ୍କେ ର୍ମାଉଁତି ରିଲା ଗଟେକ୍ ସିଂହ ବାଗ୍ ଆର୍ ଗଟେକ୍ ବାଲୁକେ ମ୍ର୍ନେ ମାରିରିଲା। ଦାଉଦ୍ ଗଟେକ୍ ନ୍ମ୍ର ଆର୍ ଦ୍ର୍ମ୍ ଲକ୍ରିଲା ଯେ ଇଶ୍ୱରାର୍ ତ୍ଇ ବିଶ୍ୱାସକ୍ରି ତାର୍ ଆଦେଶ୍ ମାନ୍ତି ରିଲା।
ଦାଉଦ ଗଟେକ୍ ସେନା ରିଲା ଆର୍ ନେତା ଅଇଲା। ଜ୍ସେବ୍ଳ୍ ଦାଉଦ ବେଣ୍ତିଆ ରିଲା, ସେ ଗଲିୟାତ୍ ନାଉର୍ ଏକ୍ଲା ବ୍ଡ୍ମାଇଁ ସ୍ଙ୍ଗ୍ ଯୁଜ୍କ୍ରି ରିଲା। ଗଲିୟାତ୍ ଗଟେକ୍ ଚାକ୍ରିଆ, ବେଶି ବଳିଷ୍ଠ ସେନା ଯେ ପାକାପାକି ତିନି ମିଟର୍ ଉଚାରିଲା। ମ୍ତର୍ ଇଶ୍ୱର ଗଲିୟାତକେ ମ୍ର୍ନେ ମାରି ଇସ୍ରାଏଲ୍ ଦେଶାର୍ ଲକ୍ମ୍ନ୍କେ ଉଦାର୍ କ୍ର୍ତାର୍ ଗିନେ ଦାଉଦକେ ସାଇଜ କ୍ରିରିଲାଇ। ଇତାର୍ ହ୍ଚେ, ଦାଉଦ୍ ଇଶ୍ରାୟେଲାର୍ ଶ୍ତ୍ରୁ ମ୍ନ୍କାର୍ ଉହ୍ରେ ବେସି ତର୍ ଜିତିରିଲାଇ, ଜୁଇତାର୍ ଗିନେ ଲକ୍ମ୍ନ୍ ତାର୍ ସ୍ର୍ଦା କ୍ଲାଇ।
ଦାଉଦାର୍ ଗିନେ ଲକ୍ମ୍ନ୍କାର୍ ଲାଡ୍କେ ଶାଉଲ ଦ୍କୁ ନାହାର୍ଲା। ଶାଉଲ ବେଶି ସ୍ମୟେ ଦାଉଦ୍କେ ମାରୁକେ ଚେଷ୍ଟାକ୍ଲା, ସେତାକ୍ ଦାଉଦ୍ ଶାଉଲାର୍ ତ୍ଇହ୍ଣି ଲୁକ୍ଲା। ଗଟେଦିନ୍ ଦାଉଦ୍କେ ମାର୍ତାର୍ ଗିନେ ଶାଉଲ ତାକେ କଜ୍ତିରିଲା। ଶାଉଲ ସେ ହାର୍କେ ଗ୍ଲା ଜୁଇତି ଦାଉଦ୍ ଶାଉଲାର୍ ତ୍ଇହ୍ଣି ନିଜ୍କେ ଲୁକ୍ତିରିଲା, ମ୍ତର୍ ଶାଉଲ ତାକେ ଦ୍କୁ ନାହାର୍ଲା। ଦାଉଦ୍ ଅବେ ଶାଉଲାର୍ ଲ୍ଗେ ରିଲା ଆର୍ ସେ ତାକେ ମ୍ର୍ନେ ମାର୍ଲା ହ୍ଣି, ମ୍ତର୍ ସେ ସେରି ନ୍କେଲା। ମ୍ତର୍ ଦାଉଦ ଶାଉଲକେ ଜୁଆର୍ କ୍ର୍ତାର୍ ଗିନେ ଶାଉଲାର୍ ଲୁଗାର୍ ଗଟେକ୍ କଣ୍ତକେ କାଟ୍ଲାଇ ଜ୍ନ୍କ୍ରି ସେ ର୍ଜା ଅଉତାର୍ ଗିନେ ତାକେ ନ୍ମାର୍ଲାଇ।
ସ୍ରାସ୍ରି ହ୍ଚେ, ଶାଉଲ ଯୁଜେ ଜୀବନ୍ ଗ୍ଲି ଆର୍, ଦାଉଦ୍ ଇସ୍ରାଏଲ୍ ଦେଶାର୍ ର୍ଜା ଅଇଲା। ସେ ଗଟେକ୍ ବ୍ଲ୍ ର୍ଜା ରିଲା, ଆର୍ ଲକ୍ମ୍ନ୍ ତାକେ ଲାଡ୍ କ୍ର୍ତି ରିଲାଇ। ଇଶ୍ୱର ଦାଉଦ୍କେ ଆଶ୍ରିବାଦ୍ କ୍ଲା ଆର୍ ହୁରାକ୍ଲା। ଦାଉଦ ଗାଦା ଯୁଜ୍ କ୍ରିରିଲା ଆର୍ ଇଶ୍ୱର ଇସ୍ରାଏଲ୍ ଦେଶାର୍ ଶ୍ତ୍ରୁମ୍ନ୍କେ ଆରାଉତାର୍ ଗିନେ ତାକେ ସାଇଜ କ୍ଲାଇ। ଦାଉଦ ଯିରୁଶାଲମ୍ ସ୍ହର୍କେ ଜିତ୍ଲା ଆର୍ ଇତାକେ ତାର୍ ରାଜଧାନୀ ସ୍ହର୍ କ୍ଲା। ଦାଉଦାର୍ ଶାସନ୍ କାଳେ ଇସ୍ରାଏଲ୍ ଦେଶ୍ ଶକ୍ତିଶାଳୀ ଆର୍ ଧନ୍ଶାଳୀ ଅଇଲି।
ଦାଉଦ୍ ଗଟେକ୍ ମନ୍ଦିର୍ ବ୍ନାମ୍କେ ଇଚାକ୍ରି ରିଲା ଜୁନ୍ତି ସ୍ବୁ ଇସ୍ରାଏଲ୍ ଲକ୍ ଇଶ୍ୱରାର୍ ଉପାସନା କ୍ରୁହାର୍ତି ଆର୍ ତାର୍ ଉଦେଶେ ବଳି ହୁଜା କ୍ରୁହାର୍ତି। ପାକାପାକି ୪୦୦ ବ୍ର୍ଷ ଦ୍ରି, ଲକ୍ମ୍ନ୍ ଇଶ୍ୱରାର୍ ଉପାସନା କ୍ର୍ତି ରିଲାଇ ଆର୍ ମୋଶା ତିଆର୍ କ୍ଲା ସମାଗମ ତମ୍ବୁଲ୍ଗେ ବଳି ହୁଜା କ୍ର୍ତି ରିଲାଇ।
ମ୍ତର୍ ଇଶ୍ୱର୍ ନାଥନ ଭବିଷ୍ୟତବକ୍ତାକେ ଦାଉଦାର୍ ଲ୍ଗେ ନିମ୍ନ କ୍ବର୍ ଦେଇ ହ୍ଟାଇଲା, “ଯେ ତୁମି ଯୁଜାର୍ ଗଟେକ୍ ମାନାଇଁ, ସେତାର୍ ଗିନେ ତୁମି ମର୍ଗିନେ ଇ ମନ୍ଦିର୍ ବ୍ନାଉଆ ନାଇ।” ତୁମାର୍ ହିଲା ସେରି ବ୍ନାଇଦ୍। ମ୍ତର୍ ମୁଇ ତୁମୁକେ ବେସି ଆଶ୍ରିବାଦ୍ କ୍ରିନ୍। ତୁମାର୍ ବଂଉଶାର୍ ବିତ୍ରେ ଏକ୍ଲା ମର୍ ଲକ୍ମ୍ନ୍କାର୍ ଉହ୍ରେ ର୍ଜା ବାବେ ସ୍ବୁବ୍ଳାର୍ ଗିନେ ଶାସନ୍ କ୍ରେଦ୍!“ ସ୍ବୁବ୍ଳ୍ ଶାସନ୍ କ୍ରୁ ହାର୍ତିରିଲା ଦାଉଦାର୍ ଗଟେକ୍ ବଂଉଶ୍ ଅମ୍ଲି ଖ୍ରୀଷ୍ଟ। ଖ୍ରୀଷ୍ଟ ଇଶ୍ବରାର୍ ବାଚ୍ଲାର୍ ଯେ ଜ୍ଗତାର୍ ଲକ୍ମ୍ନ୍କେ ସେମ୍ନ୍କେ ସ୍ବୁ ପାପେ ହ୍ଣି ର୍କ୍ଯା କ୍ରେଦ୍।
ଜ୍ଡେବ୍ଳ୍ ଦାଉଦ୍ ଇସ୍ବୁ ବାକ୍ୟ ଶୁନ୍ଲା, ସେ ସ୍ଙ୍ଗେ ସ୍ଙ୍ଗେ ଇଶ୍ୱରାର୍ ଦନ୍ୟବାଦ୍ ଦିଲା ଆର୍ ତାକାର୍ ପ୍ରଶଂସା କ୍ଲାଇ କାଇତାକ୍ ସେ ଦାଉଦ୍କେ ଇ ବ୍ଡ୍ ସନ୍ମାନ୍ ଆର୍ ବେସି ଆଶ୍ରିବାଦ୍ ଦେତାର୍ ଗିନେ ହ୍ର୍ମାଣ୍ କ୍ରିରିଲା। ଇଶ୍ୱର୍ କ୍ଡେବ୍ଳ୍ ଇ ସ୍ବୁ ବିଷୟ୍ କ୍ରେଦ୍ ସେରି ଦାଉଦ୍ ଜାଣି ନ୍ରିଲା। ମ୍ତର୍ ଅନ୍କ୍ରି ଗଟିରିଲି, ଇସ୍ରାଏଲ୍ ଲକ୍ମ୍ନ୍କେ ଖ୍ରୀଷ୍ଟ ଆସ୍ତାର୍ ଗିନେ ପାକାପାକି ୧୦୦୦ ବର୍ଷ୍ ଜାଗୁକେ ହ୍ଳିରିଲି।
ବେସି ବ୍ର୍ଷ ଦ୍ରି ଦାଉଦ୍ ନିଆଇ ଆର୍ ବିଶ୍ବାସେ ଶାସନ୍ କ୍ଲା ଆର୍ ଇଶ୍ୱର ତାକେ ଆଶ୍ରିବାଦ୍ କ୍ଲା। ତ୍ବେ ତାର୍ ଜୀବନାର୍ ସ୍ରାସ୍ରି ବ୍ଳ୍ ସେ ଇଶ୍ୱରାର୍ ବିରଦେ ବେସି ପାପ୍ କ୍ରିରିଲା।
ଗଟେଦିନ୍ ଜ୍ଡେବ୍ଳ୍ ଦାଉଦାର୍ ସେନାମ୍ନ୍ ସ୍ବୁଲକ୍ ଯୁଜ୍ କ୍ର୍ତାର୍ ଗିନେ ଗ୍ରେ ହ୍ଣି ଦୁରି ରିଲାଇ, ସେ ତାକାର୍ ର୍ଜା ମହ୍ଲାର୍ ହ୍ଦାକେ ଦ୍କ୍ଲାଇ ଯେ ଗଟେକ୍ ସୁନ୍ଦୁର ମାଇଜି ଗ୍ଦାମ୍ଲି। ସେ ଟକିର୍ ନାଉ ବେଥଶିବା ରିଲି।
ଦ୍କ୍ଲା ହ୍ଚେ ଦାଉଦ୍ ତାକେ ଆନ୍ତାର୍ ଗିନେ ଗଟେକ୍ ସେନାକେ ହ୍ଟାଇଲା। ସେ ତାର୍ ସ୍ଙ୍ଗ୍ ସଇଲା ଆର୍ ତାକେ ତାର୍ଗ୍ରେ ଲେଉଟାଇ ହ୍ଟାଇଲା। କ୍ତିଦିନ୍ ହ୍ଚେ ବେଥଶିବା ଦାଉଦକେ ଗଟେକ୍ କବୁର୍ ହ୍ଟାଇ କ୍ରି କଇଲି ଯେ ସେ ଗର୍ଭବତୀ ଆଚେ।
ଉରିୟ ନାଉର୍ ଗଟେକ୍ ମାନାଇ ଦାଉଦାର୍ ସେନାମ୍ନ୍କାର୍ ବିତ୍ରେ ଗଟେକ୍ ବ୍ଲ୍ ସେନା, ବେଥଶିବାର୍ ଅଣ୍ତରା ରିଲା। ଦାଉଦ ଉରିୟକେ ଯୁଜ୍ ଲ୍ଗେହ୍ଣି କୁଦି ତାର୍ ମାଇଜିର୍ ଲ୍ଗେ ଜ୍ମ୍କେ କଇଲା। ମ୍ତର୍ ବିନ୍ ସେନାମ୍ନ୍ ଯୁଜ୍ଲ୍ଗେ ରିଲାବ୍ଳ୍ ଉରିୟ ଗ୍ରେ ଜ୍ମ୍କେ ମ୍ନା କ୍ଲା। ସେତାକ୍ ଦାଉଦ୍ ଉରିୟକେ ଆରେ ଗଟ୍ତର୍ ଯୁଜ୍ କ୍ର୍ତା ତ୍ଇ ହ୍ଟାଇଲା ଆର୍ ସେନାର୍ ମୁକିଆକେ କଇକ୍ରି ହ୍ଟାଇଲା ଯେ ସେ ଊରିୟକେ ଏନ୍କା ଜାଗାଇ ର୍କ୍ଯେ ଜୁଇତି ଶ୍ତ୍ରୁମ୍ନ୍ ବେଶି ବଳିଷ୍ଟ ଆଚେ ଜ୍ନ୍କ୍ରି କି ଉରିୟ ଶତ୍ରୁ ମ୍ନ୍କାର୍ ଦ୍ବାରା ମ୍ରେଦ୍।
ଉରିୟକେ ମ୍ର୍ନେ ମାର୍ଲା ହ୍ଚେ, ଦାଉଦ୍ ବେଥଶିବାକେ ବିବାକ୍ଲା। ହ୍ଚେ ସେ ଦାଉଦାର୍ ହଇସିକେ ଜ୍ଲମ୍ କ୍ଲାଇ। ଦାଉଦ ଜୁଇରି କ୍ରିରିଲା ସେତାର୍ ଗିନେ ଇଶ୍ୱର ବେସି ରିସା ଅଇରିଲା, ସେତାକ୍ ସେ ତାର୍ଲ୍ଗେ ନାଥନ ବବିଷ୍ୟତବକ୍ତାକେ ହ୍ଟାଇ ତାର୍ ପାପ୍ କ୍ନ୍କ୍ରି ବୁଲ୍ ରିଲି ସେରି ଜାଣାଇ ରିଲା। ଦାଉଦ ତାର୍ ପାପ୍ ଗିନେ ଚିନ୍ତା କ୍ଲା ଆର୍ ଇଶ୍ୱର ତାକେ କେମା ଦିଲା। ଦାଉଦ ତାର୍ ଅବଶିଷ୍ଟଶ ଜୀବନେ, ଅନ୍କ୍ରିକି ତାର୍ କ୍ଷ୍ଟକ୍ଲା ସ୍ମୟେ ହେଁ ଇଶ୍ୱରାର୍ ହ୍ଚେ ଜାଇକ୍ରି ତାର୍ କ୍ତା ମାନ୍ଲା।
ମ୍ତର୍ ଦାଉଦାର୍ ପାପାର୍ ଡ୍ଣ୍ତ ଗିନେ ତାର୍ ହଇସି ମ୍ରିଗ୍ଲା। ଦାଉଦାର୍ ଅବଶିଷ୍ଟଶ ଜୀବନ୍ କାଳ୍ ସ୍ମୟ୍ ବିତ୍ରେ ଗ୍ରାର୍ ଲକାର୍ ସ୍ଙ୍ଗ୍ କଳି ଲାଗିରିଲି, ଆର୍ ଦାଉଦାର୍ ଶ୍କ୍ତି ବେଶି ଦୁର୍ବଳ୍ ଅଇରିଲି। ଯଦି ଦାଉଦ ଇଶ୍ୱରାର୍ ଗିନେ ବିଶ୍ବାସ୍ ନ୍ରିଲା, ସେତାକ୍ ହେଁ ଇଶ୍ୱର ତାର୍ ହ୍ର୍ମାଣ୍କେ ର୍କ୍ଯା କ୍ର୍ତାର୍ ଗିନେ ବିଶ୍ବାସ୍ ରିଲା। ଆରେ ଗଟ୍ତର୍ ଦାଉଦ୍ ଆର୍ ବେଥଶିବାର୍ ତ୍ଇହ୍ଣି ଗଟେକ୍ ହିଲା ଜ୍ଲମ୍ ଅଇଲା, ଆର୍ ସେମ୍ନ୍ ତାକେ ଶଲୋମୋନ୍ ନାଉଁ ଦିଲାଇ।
ବାଇବଲାର୍ ଗଟେକ୍ କ୍ତା: ୧ ଶାମୁୟେଲ୍ ୧୦; ୧୫-୧୯; ୨୪; ୩୧; ୨ ଶାମୁୟେଲ୍ ୫; ୭; ୧୧-୧୨
Free to use, adapt, and share under an open license (CC BY-SA 4.0).