18. ୧୮. ବାଗ୍ବାଗ୍ ଅଇଲା ରାଇଜ
ବେସି ବ୍ର୍ଷ୍ ହ୍ଚେ ଦାଉଦ୍ ମ୍ଲା, ଆର୍ ତାର୍ ହଇସି ଶଲୋମୋନ୍ ଇସ୍ରାଏଲ୍ ଦେଶେ ଶାସନ୍ କ୍ରୁକେ ଆରାମ୍ କ୍ଲା। ଇଶ୍ୱର୍ ଶଲୋମୋକେ, ଆର୍ ସେ କୁଇ ବିଷୟିକେ ସ୍ବୁ ତ୍ଇହ୍ଣି ଅଦିକ୍ ଇଚା କ୍ରେଦ୍ ସେରି ହ୍ଚାର୍ଲାଇ ଜ୍ଡେବ୍ଳ୍ ଶଲୋମୋନ୍ ଗିଆନ୍ ଗିନେ ପାର୍ତେନା କ୍ଲା, ଇଶ୍ୱର୍ ସେତାର୍ ଗିନେ ସେରାଜି ଅଇଲା ଆର୍ ତାକେ ପୁର୍ତିବିର୍ ସ୍ବ୍କାର୍ ତ୍ଇହ୍ଣି ଅଦିକ୍ ଗିଆନି କାଲା। ଶଲୋମୋନ୍ ବେସି ବିଷୟ୍ ସିକ୍ଲା ଆର୍ ସେ ଏକ୍ଲା ଗିଆନିବାନ୍ ନିଆଇ ବିଚାର୍ କ୍ର୍ତା ଲକ୍ ଅଇଲା। ଆରେକ୍ ହେଁ ଇଶ୍ବର୍ ତାକେ ବେଶି ଦନିଶାଳି କ୍ଲା।
ଯିରୁଶାଲାମ୍ ସ୍ହରେ, ଶଲୋମୋନ୍ ମନ୍ଦିର୍ ବ୍ନାଇଲା ଜୁଇରି ଉବା ଜ୍ଜ୍ନା କ୍ରିରିଲା ଆରେ ଉପକରଣକେ ଜ୍ମାକ୍ରି ସ୍ଙ୍ଗାଇ ରିଲା। ଲକ୍ମ୍ନ୍ ଇଶ୍ୱରାର୍ ଉପାସନା ଆର୍ ନଇଁବେଦୀ ହୁଜା ସମାଗମ ତମ୍ବୁଲ୍ଗେ କ୍ର୍ତାର୍ ଗିନେ ମନ୍ଦିର୍ ଲ୍ଗେ କ୍ରୁକେ ଲାଗ୍ଲାଇ। ଇଶ୍ୱର ଆଇଲା ଆର୍ ମନ୍ଦିରେ ଆସିରିଲା, ଆର୍ ସେ ତାର୍ ଲକ୍ମ୍ନ୍କାର୍ ସ୍ଙ୍ଗ୍ ବାସାକ୍ଲା।
ମ୍ତର୍ ଶଲୋମୋନ୍ ଅଲ୍ଗା ଦେଶାର୍ ମାଇଜି ମ୍ନ୍କେ ଲାଡ୍କ୍ଲା। ସେ ୧୦୦୦ ବିଦେଶାର୍ ଟକିମ୍ନ୍କେ ବିବା ଅଇକ୍ରି ଇଶ୍ୱରାର୍ ଅନାଗିଁୟାବହ ଅଇରିଲା। ଇ ଟକିମ୍ନ୍କାର୍ ବିତ୍ରେ ସ୍ବୁ ବାହାର୍ ଦେଶେହ୍ଣି ଆସି ରିଲାଇ ଆର୍ ସେମ୍ନ୍କାର୍ ସ୍ଙ୍ଗ୍ ସେମ୍ନ୍କାର୍ ଦେବ୍ତା ମ୍ନ୍କେ ଆଣି ରିଲାଇ ଆର୍ ନ୍ଜାଣ୍ନେ ସେମ୍ନ୍କେ ଉପାସନା କ୍ଲାଇ। ଶଲୋମୋନ୍ ଜ୍ଡେବ୍ଳ୍ ବୁଡା ଅଇଲା, ସେ ହେଁ ସେମ୍ନ୍କାର୍ ସେମ୍ନ୍କେ ଦେବ୍ତା ମ୍ନ୍କେ ଉପାସନା କ୍ଲା।
ଇଶ୍ୱର୍ ଲକ୍ମ୍ନ୍କାର୍ ତ୍ଇ ରିସା ରିଲା ଆର୍ ଶଲୋମୋନାର୍ ବିଶ୍ୱାସ୍ ନ୍ରିଲାକେ ଡ୍ଣ୍ତ ହର୍ ଶଲୋମୋନାର୍ ମ୍ଲାହ୍ଚେ ସେ ଇସ୍ରାଏଲ୍ ଦେଶ୍କେ ଜଲେକ୍ ରାଇଜ୍ ଦୁଇବାଗ୍ କ୍ରୁକେ ଦାଇତ୍ ନିଲା।
ଶଲୋମୋନ୍ ମ୍ଲା ହ୍ଚେ, ତାର୍ ହଇସି ରିହବିୟାମ୍ ର୍ଜା ଅଇଲା। ରିହବିୟାମ୍ ଗଟେକ୍ ଦୁଷ୍ଟ ମାନାଇ ରିଲା। ଇସ୍ରାଏଲ୍ ଦେଶାର୍ ସ୍ବୁ ଲ୍କ୍ମ୍ନ୍ ଗଟେତ୍ଇ ରୁଣ୍ତିକ୍ରି ତାକେ ଗଟେକ୍ ର୍ଜା ବାବେ ବାଚ୍ଲାଇ। ସେମ୍ନ୍ ରିହବିୟାକେ ଜାଗିକ୍ରି କଇଲାଇ ଯେ ଶଲୋମୋନ୍ ସେମ୍ନ୍କେ କ୍ଷ୍ଟକାମ୍ କ୍ରୁକେ ଆର୍ ବେଶି ଡାବୁ ଦେମ୍କେ ହ୍ଳ୍ତି ରିଲି।
ରିହବିୟାମ୍ ସେମ୍ନ୍କେ କଠର ଅଇକ୍ରି ଉତ୍ତର୍ ଦିଲା, “ତୁମିମ୍ନ୍ ବାବୁଲାସ୍ ମର୍ ଉବା ଶଲୋମୋନ୍ ବ୍ଲି ତୁମୁକ୍ ମ୍ନ୍କେ କ୍ଷ୍ଟକାମ୍ କ୍ରାଇଲା ଆଚେ, ମ୍ତର୍ ତାର୍ ତ୍ଇହ୍ଣି ମୁଇ ଆରେକ୍ ଅଦିକ୍ କ୍ଷ୍ଟକାମ୍ କ୍ରୁକେ ଦ୍ଇନ୍, ଆର୍ ତାର୍ ତ୍ଇହ୍ଣି ଅଦିକ୍ ମୁଇ ତୁମୁକ୍ ମ୍ନ୍କେ କଠର ବାବେ ଡ୍ଣ୍ତ ଦେଇନ୍।“
ଇସ୍ରାଏଲ୍ ଦେଶାର୍ ଦ୍ଶ୍ ଗଟ୍ ଗଷ୍ଟି ରିହବିୟାମାର୍ ବିରଦେ ବିରଦ୍ କ୍ଲାଇ। ମ୍ତର୍ ଦୁଇ ଗଷ୍ଟି ତାକାର୍ ଗିନେ ବିଶ୍ବାସ୍ ରିଲାଇ। ଇ ଦୁଇ ଗଷ୍ଟି ଯିହୁଦା ରାଇଜ୍ ଅଇଲି।
ଇସ୍ରାଏଲ୍ ଦେଶାର୍ ବିନ୍ ଦ୍ଶ୍ଗଟ୍ ଜାତି ରିହବିୟାମାର୍ ବିରଦେ ବିଦ୍ରହ କ୍ଲାଇ ଆର୍ ଯାରବିୟାମ୍ ନାଉର୍ ଗଟେକ୍ ମାନାଇକେ ସେମ୍ନ୍କାର୍ ର୍ଜା ଅଉତାର୍ ଗିନେ ବାଚ୍ଲାଇ। ସେମ୍ନ୍ ଉତ୍ତର୍ ବାଗେ ସେମ୍ନ୍କାର୍ ରାଇଜ୍ ବ୍ନାଇଲାଇ ଆର୍ ସେମ୍ନ୍କେ ଇସ୍ରାଏଲ୍ ରାଇଜ୍ ବା ପ୍ରଦେଶ୍ କ୍ଉଆ ଅଇଲି।
ଯାରବିୟାମ୍ ଇଶ୍ୱରାର୍ ବିରଦେ ରିସା କ୍ଲାଇ ଆର୍ ଲକ୍ମ୍ନ୍କେ ପାପ୍ କ୍ରାଇଲାଇ। ଯିହୁଦା ରାଇଜେ ରିଲା ମନ୍ଦିରେ ଇଶ୍ୱରାର୍ ଉପାସନା କ୍ର୍ତାର୍ ଗିନେ ସେ ମୁର୍ତି ହୁଜା କ୍ର୍ତାର୍ ଗିନେ ତାକାର୍ ଲକ୍ମ୍ନ୍କାର୍ ଗିନେ ଜଳେକ୍ ମୁର୍ତିକେ ବ୍ନାଇଲାଇ।
ଯିହୁଦା ରାଇଜ୍ ଆର୍ ଇସ୍ରାଏଲ୍ ରାଇଜ୍ ଶ୍ତ୍ରୁ ଅଇଲାଇ ଆର୍ ବେସି ତର୍ ନିଜାର୍ ନିଜାର୍ ବିରଦେ ଯୁଜ୍ କ୍ର୍ତି ରିଲାଇ।
ନ୍ଉଆ ରାଇଜ୍ ଇସ୍ରାଏଲ୍ରେ ସ୍ବୁ ର୍ଜା କ୍ରାପ୍ ରିଲାଇ। ଇ ସ୍ବୁ ର୍ଜାମ୍ନ୍କାର୍ ବିତ୍ରେ ବେଶି ର୍ଜା ବିନ୍ ଇସ୍ରାଏଲ୍ ଲକ୍ମ୍ନ୍କାର୍ ଦ୍ବାରା ମ୍ରି ରିଲାଇ ଜୁଇଲକ୍ ସେମ୍ନ୍କାର୍ ଜାଗାଇ ର୍ଜା ଅମ୍କେ ଇଚା କ୍ର୍ତି ରିଲାଇ।
ସ୍ବୁ ର୍ଜାମ୍ନ୍ ଆର୍ ଇସ୍ରାଏଲ୍ ରାଇଜାର୍ ସ୍ବୁଲକ୍ ମୁର୍ତି ହୁଜା କ୍ର୍ତି ରିଲାଇ। ସେମ୍ନ୍କାର୍ ମୁର୍ତି ହୁଜାଲ୍ଗେ ବେଶି ସମୟେ ଯୌନ ଅଶୁଚିତା ଆର୍ ଅନ୍କ୍ରିକି କ୍ବେ କ୍ବେ ହିଲା ଶିଶୁ ବଳିହୁଜା ଅଉତି ରିଲି।
ଯିହୁଦାର୍ ର୍ଜାମ୍ନ୍ ଦାଉଦାର୍ ବ୍ଉଁଶାର୍ ଲକ୍ ରିଲାଇ। ଇ ସ୍ବୁ ର୍ଜାମ୍ନ୍କାର୍ ବିତ୍ରେ ଗାଦା ବ୍ଲ୍ ମାନାଇ ରିଲାଇ ଜୁଇଲକା କି ନିଆଇ ବାବେ ଶାସନ୍ କ୍ର୍ତି ରିଲାଇ ଆର୍ ଇଶ୍ୱରାର୍ ଉପାସନା କ୍ର୍ତି ରିଲାଇ। ମ୍ତର୍ ଯିହୁଦାର୍ ଅଦିକ୍ ର୍ଜାମ୍ନ୍ କ୍ରାପ୍ ଆର୍ ମିଚୁଆ ରିଲାଇ ଆର୍ ସେମ୍ନ୍ ମୁର୍ତି ହୁଜା କ୍ର୍ତି ରିଲାଇ। କ୍ତେକ୍ ର୍ଜାମ୍ନ୍ ଅନ୍କ୍ରି କି ସେମ୍ନ୍କାର୍ ହିଲାମ୍ନ୍କେ ମିଚୁଆ ଦେବ୍ତାକେ ବଳି ହୁଜା ଦେତି ରିଲାଇ। ଯିହୁଦାର୍ ଅଦିକ୍ ଲକ୍ମ୍ନ୍ ହେଁ ଇଶ୍ୱରାର୍ ବିରଦେ ବୁଲ୍କ୍ଲାଇ ଆର୍ ବିନ୍ ଦେବ୍ତା ମ୍ନ୍କାର୍ ଉପାସନା କ୍ର୍ତି ରିଲାଇ।
ବାଇବଲାର୍ ଗଟେକ୍ କ୍ତା: ୧ ରାଜାବଳୀ ୧-୬; ୧୧-୧୨
Free to use, adapt, and share under an open license (CC BY-SA 4.0).