19. ୧୯. ବବିଶ୍ୟତ୍ କ୍ତା କ୍ଉତାଲକ୍
ଇସ୍ରାଇଲ୍ ଲକ୍ମ୍ନ୍କାର୍ ଇତିହାସ୍ ଲ୍ଗେ, ଇଶ୍ୱର୍ ସେମ୍ନ୍କାର୍ ଲ୍ଗେ ବାବବାଦି ମ୍ନ୍କେ ହ୍ଟାଇଲା। ବାବବାଦିମ୍ନ୍ ଇଶ୍ୱରାର୍ ତ୍ଇହ୍ଣି କ୍ବର୍ ଶୁନ୍ଲାଇ ଆର୍ ତାର୍ ହ୍ଚେ ଇଶ୍ୱରାର୍ କ୍ବର୍ମ୍ନ୍ ଲକ୍ମ୍ନ୍କେ କ୍ଉତି ରିଲାଇ।
ଆହାବ୍ ଜ୍ଡେବ୍ଳ୍ ଇସ୍ରାଏଲ୍ ରାଇଜାର୍ ର୍ଜା ରିଲା ସ୍ଡେବ୍ଳ୍ ଏଲୀୟ ଗଟେକ୍ ବାବବାଦି ରିଲା। ଆହାବ ଗଟେକ୍ କ୍ରାପ୍ ଲକ୍ରିଲା ଯେ ବାଲ୍ ନାଉର୍ ଗଟେକ୍ ମିଚ୍ ଦେବ୍ତାକେ ହୁଜା କ୍ର୍ତାର୍ ଗିନେ ଲକ୍ମ୍ନ୍କେ ସାସ୍ ଦେତିରିଲା। ଏଲୀୟ ଆହବକେ କଇଲା, “ମୁଇ ନ୍କଉତା ହ୍ତେକ୍ ଇସ୍ରାଏଲ୍ ଦେଶେ କାଇରି ହେଁ ବର୍ଷା କି କାକର୍ ଅଇ ନ୍କେରେ।” ଇତାର୍ ଦ୍ବାରା ଆହାବ୍ ବୟଙ୍କାର୍ ରିସା ଅଇଲା।
ଏଲୀୟକେ ମ୍ର୍ନେ ମାର୍ତାର୍ ଗିନେ ଇଚା କ୍ର୍ତିରିଲା ଆହବାର୍ ତ୍ଇହ୍ଣି ନିଜ୍କେ ସ୍ନ୍ଦିଲ୍ଗେ ରିଲା ଗଟେକ୍ ଜ୍ର୍ନା ହାଣିଲ୍ଗେ ଲୁକାଉତାର୍ ଗିନେ ଇଶ୍ୱର୍ ଏଲୀୟକେ କଇରିଲା। ସ୍ବୁଦିନ୍ ସ୍କାଳ୍ ଆର୍ ସ୍ବୁରାତିବ୍ଳ୍ ଚେଳେମ୍ନ୍ ରୁଟି ଆର୍ ମାସ୍ ଆଣି ଦେତିରିଲାଇ। ଆହାବ ଆର୍ ତାର୍ ସେନା ଏଲୀୟକେ କଜ୍ଲା, ମ୍ତର୍ ସେମ୍ନ୍ ତାକେ ମିଳାମ୍ ନାହାର୍ଲାଇ। ମରୁଡି ଅତେକ୍ ପ୍ରକାର୍ ରିଲି ଯେ ଜରଣା ସ୍ରାସ୍ରି ଦିରେ ଦିରେ ସୁକିଗ୍ଲି।
ସେତାକ୍ ଏଲୀୟ ଗଟେକ୍ ସାମ୍ନାର୍ ଦେଶ୍କେ ହ୍ଳାଇଗ୍ଲା। ମ୍ର୍ଡି ଅଇଲାକେ ସେ ଦେଶାର୍ ଗଟେକ୍ ରାଣ୍ତି ମାଇଜି ଆର୍ ତାର୍ ହିଲାର୍ କାଦି ସ୍ରିଜାଇରିଲି। କାଇତାକ୍ ବର୍ଷା ନଇଲାର୍ ଗିନେ ମ୍ର୍ଡି ଅଇରିଲି ମ୍ତର୍ ସେମ୍ନ୍ ଏଲୀୟର୍ ଜ୍ତୁନ୍ କ୍ଲାଇ, ଆର୍ ଇଶ୍ୱର ସେମ୍ନ୍କେ କାଦି ଜାଗାଇଲା ଜ୍ନ୍କ୍ରିକି ସେମ୍ନ୍କାର୍ ମଇଦା ଟାଙ୍ଗା ଆର୍ ଚିକାଣ୍ କ୍ଣ୍ତି କ୍ବେ ହେଁ ତ୍ନେ ନ୍ରିଲି। ସେ ମ୍ର୍ଡିର୍ ହୁରା ସମୟ ହ୍ତେକ୍ ସେମ୍ନ୍କାର୍ କାଦି ରିଲି। ଏଲୀୟ ସେତି ବେଶି ବର୍ଷ ହ୍ତେ ରିଲା।
ପାକାପାକି ତିନିବର୍ଷ ହ୍ଚେ, ଇଶ୍ୱର୍ ଏଲୀୟକେ ଇସ୍ରାଏଲ୍ ଦେଶ୍କେ ଲେଉଟି ଜ୍ମ୍କେ କଇଲାଇ, ଆର୍ ଆହାବକେ କ୍ମ୍କେ ଯେ ସେ ଆରେକ୍ ତରେକ୍ ବର୍ଷା ହ୍ଟାମ୍କେ ଜ୍ମ୍ଲା। ଜ୍ଡେବ୍ଳ୍ ଆହାବ ଏଲୀୟକେ ଦ୍କ୍ଲା, ସେ କଇଲା, “ଇରିକି ତୁଇ ସମସ୍ୟା ସୁସ୍ଟି କ୍ର୍ତା ଲକ୍!” ଏଲୀୟ ତାକେ ଉତ୍ତର୍ ଦେଇ କଇଲା, “ତୁମି ସ୍ମସ୍ୟା ସୁସ୍ଟି କ୍ର୍ତାଲକ୍! ତୁମି ସ୍ତ୍ ଇଶ୍ୱର୍ ସଦାପ୍ରଭୁକେ ଚାଡି ଆଚାସ୍ ଆର୍ ବାଲ୍ ଦେବ୍ତାର୍ ଉପାସନା କ୍ରୁଲାସ୍। ଇସ୍ରାଏଲ୍ ରାଇଜାର୍ ସ୍ବୁଲକେ କର୍ମିଲ୍ ଡଙ୍ଗୁର୍ ଲ୍ଗେ ଆଣା।“
୪୫୦ ବାକ୍ ବବିଶ୍ଯତ୍ ବକ୍ତାର୍ ସମେତ ଇସ୍ରାଏଲ୍ ରାଇଜାର୍ ସ୍ବୁଲକ୍ କର୍ମିଲ୍ ଡଙ୍ଗ୍ରେ ଆଇଲାଇ। ଏଲୀୟ ଲକ୍ମ୍ନ୍କେ କଇଲା, “ତୁମିମ୍ନ୍ କ୍ତିଦିନ୍ ତୁମାର୍ ମ୍ନ୍କାର୍ ମ୍ନ୍କେ ବାଦ୍ଲାଉତି ରିଆସ୍? ଯଦି ସଦାପ୍ରଭୁ ଇଶ୍ୱର୍ ଆଚେ, ତ୍ବେ ତାର୍ ସେବାକ୍ରା! ଯଦି ବାଲ୍ ଦେବ୍ତା ଇଶ୍ୱର୍, ତ୍ବେ ତାର୍ ସେବାକ୍ରା!”
ତାର୍ହ୍ଚେ ଏଲୀୟ ବାଲ୍ ବାବବାଦି ମ୍ନ୍କେ କଇଲା, “ଗଟେକ୍ ବାଗ୍କେ ବଦ୍ କ୍ରା ଆର୍ ତାକେ ବଳି ହୁଜାର୍ ଗିନେ ଜାଗ୍ରତ୍ କ୍ରା, ମ୍ତର୍ ଇତି ଜଇ ଲାଗାଉଆ ନାଇ। ମୁଇ ହେଁ ସେରି କ୍ରିନ୍। ଜୁଇ ଇଶ୍ୱର୍ ଜଇ ଦ୍ବାରା କ୍ତା ଅଇଦ୍ ସେ ହ୍କା ସ୍ତ୍କ୍ରି ଇଶ୍ୱର୍ ଅଇଦ୍।“ ସେତାକ୍ ବାଲ୍ ବବିଶ୍ଯତ୍ ବକ୍ତାମ୍ନ୍ ଗଟେକ୍ ବଳିହୁଜାର୍ ଗିନେ ଜାଗାଇଲାଇ ମ୍ତର୍ ସେତି ଜଇ ନ୍ଦିଲାଇ।
ତାର୍ହ୍ଚେ ବାଲ୍ ବବିଶ୍ଯତ୍ ବକ୍ତାମ୍ନ୍ ବାଲ୍ ଦେବ୍ତାକେ ପାର୍ତେନା କ୍ଲାଇ, “ବାଲ୍, ଅମାର୍ ପାର୍ତେନା ଶୁଣ୍!” ଦିନ୍ସାରା ସେମ୍ନ୍ ପାର୍ତେନା କ୍ଲାଇ ଆର୍ ବ୍ଡ୍ ଟଣ୍ତକ୍ରି ବେଲ୍କି ଅଇଲାଇ ଆର୍ ନିଜ୍କେ ନିଜେ ଚୁରି ସ୍ଙ୍ଗ୍ କାଟି ଅଇଲାଇ, ମ୍ତର୍ କାଇବ୍ଲି ହେଁ ଉତ୍ତର୍ ନ୍ମିଲ୍ଲି।
ସ୍ଞ୍ ଅଉତାବ୍ଳ୍ ଏଲୀୟ ଇଶ୍ୱରାର୍ ଲ୍ଗେ ଗଟେକ୍ ବଳିହୁଜା ରେଡି କ୍ଲା। ତାର୍ହ୍ଚେ ସେ ଲକ୍ମ୍ନ୍କେ କଇଲା, ଯଗ୍ୟ ବେଦିର୍ ମାସ୍, କାଟ୍ ଅନ୍କ୍ରିକି ଯଗ୍ୟ ବେଦି ଚାରିବାଟାର୍ ମାଟି ହାଣିଏ ସ୍ବୁଚାହ୍ରା ନ୍ଉତା ହ୍ତେକ୍ ବାରଗଟ୍ ମାଟି ଟାଙ୍ଗାଇ ହାନି ନେଇ ଡାଳୁକେ କଇଲା।
ତାର୍ହ୍ଚେ ଏଲୀୟ ପାର୍ତେନା କ୍ଲା, ଏ ଅବ୍ରାହାମାର୍, ଇସହାକାର୍, ଆର୍ ଯାକୁବାର୍ ଇଶ୍ୱର୍ ମାପ୍ରୁ, ଆଜି ଅମୁକ୍ ମ୍ନ୍କେ ଦ୍କାଉ ଯେ ତୁଇ ଇସ୍ରାଏଲ୍ର ଇଶ୍ୱର୍ ଆର୍ ମୁଇ ତୁମାର୍ ଦାସ୍। ମକେ ଉତ୍ତର୍ ଦେ ଜ୍ନ୍କ୍ରିକି ଇ ସ୍ବୁଲକ୍ ଜାଣ୍ତି ଯେ ତୁଇହ୍କା ସ୍ତ୍ ଇଶ୍ୱର୍।”
ସେଦାହ୍ରେ ସ୍ର୍ଗେ ହ୍ଣି ଜଇ ଅଦ୍ରିକ୍ରି ବେଦି ଲ୍ଗେ ରିଲା ମାସ୍, କାଟ୍, ପ୍ରସ୍ତର, ଦୁଳି ଆର୍ ଅନ୍କ୍ରିକି ଯଗ୍ୟବେଦି ଚାରିବାଟ୍ ରିଲା ହାଣିକେ ଗିଲ୍ଲି। ଲକ୍ମ୍ନ୍ ଜ୍ଡେବ୍ଳ୍ ଇରି ଦ୍କ୍ଲାଇ, ସେମ୍ନ୍ ବୁଇଁଲ୍ଗେ ମୁଣ୍ତିଆ ମାରି କଇଲାଇ, “ମାପ୍ରୁ ହ୍କା ଇଶ୍ୱର୍! ମାପ୍ରୁ ହ୍କା ଇଶ୍ୱର!”
ତାର୍ହ୍ଚେ ଏଲୀୟ କଇଲା, ବାଲ୍ ଦେବ୍ତାର୍ କୁଇ ବବିଶ୍ଯତ୍ ବକ୍ତାମ୍ନ୍କେ ଲୁକିକ୍ରି ଜ୍ମ୍କେ ଦିଆସ୍ ନାଇ!” ସେତାକ୍ ଲକ୍ମ୍ନ୍ ବାଲ୍ ଦେବ୍ତାର୍ ବବିଶ୍ଯତ୍ ବକ୍ତାମ୍ନ୍କେ ଦ୍ରିକ୍ରି ସେମ୍ନ୍କେ ମ୍ର୍ନେ ମାର୍ଲାଇ।
ତାର୍ହ୍ଚେ ଏଲୀୟ ଆହବ୍କେ କଇଲା, “ଗାମେ ବେଗି ଲେଉଟି ଜାହା, କାଇତାକ୍ ବର୍ଷା ଆସୁଲି।“ ବେଗି ମେଗ୍ କ୍ଳିଆ ଅମ୍କେ ଲାଗ୍ଲି ଆର୍ ବେଶି ହାଣିମାର୍ଲି। ଯିହବା ମର୍ଡିକେ ଶେସ୍ କ୍ରିରିଲା ଆର୍ ଯେ ସ୍ତ୍ ଇଶ୍ୱର୍ ସେରି ସେ ପ୍ରମାଣିତ କ୍ଲା
ଏଲୀୟର୍ ସ୍ମଇଁଲ୍ଗେ ଇଶ୍ୱର ଇଲିଶାୟ୍ ବ୍ଲ୍ତା ନାଉଁ ଗଟେକ୍ ମାନାଇଁ କେ ତାକାର୍ ଭାବବାଦୀ ଅଉତାଗିନେ ବାଚ୍ଲାଇ ଇଶ୍ୱର ଇଲିଶାୟ୍ର୍ଗିନେ ବେସି କାବାଅଉତା କାମ୍କ୍ଲାଇ ନାମାନର୍ ଗିନେ ଗଟେକ୍ କାବଅଉତାକାମ୍ ଘଟ୍ରିଲି ଯେ ଗଟେକ୍ ଶ୍ତ୍ରୁ ସେନା ପତିରିଲା ଯାର୍ ବେସି ଚର୍ମରଗ୍ ଅଇରିଲି ସେ ଇଲୀଶାୟର୍ ବିସଇଲ୍ଗେ ଶୁଣିରିଲାଇ ସେତାକ୍ ସେଯାଇ କ୍ରି ତାକେନୀକା କ୍ର୍ତାଗିନେ ଇଲୀଶାୟକେ କଇଲାଇ ଇଲୀଶାୟ ନାମାନ କେ ଯର୍ଦନ୍ ଗାଡ୍ଲ୍ଗେ ସାତ୍ତର୍ ବୁଡୁକେ କଇଲାଇ ।
ଆଗାଳୀ ନାମାନ ରିସାଅଇ ରିଲି ଆର୍ ଅନ୍ ନ୍କେର୍ତି ରିଲାଇ ମ୍ତର୍ ଇରି ରିସାହର ତାକେଲାଗ୍ଲୀ ମ୍ତର୍ ସ୍ରାସ୍ରିବ୍ଳ୍ ସେତାର୍ନାଉଁ ନୀକାକ୍ରି ଯର୍ଦଲ୍ଗେ ନିଯେ ସାତ୍ତର୍ ବୁଡାଇଲା ସେ ଜ୍ତେବ୍ଳ୍ ସ୍ରାସ୍ରି ଗଟେକ୍ ତର୍ ହାଁଣିଲ୍ଗେ ବୁଡିକ୍ରି ବାର୍ଲି ସ୍ତେବ୍ଳ୍ ତାର୍ ଚର୍ମ ସ୍ବୁନିକା ଅଇଲି ଇଶ୍ୱରତାକେ ଉଜ୍ରାଇଲାଇ।
ଇଶ୍ୱର ଆରେକ୍ ଅନ୍ୟ ଭାବବାଦୀମ୍ନ୍କେ ହ୍ଟାଇଲାଇ ସେମ୍ନ୍ ସ୍ବୁ ଲକ୍ମ୍ନ୍କେ ମୁର୍ତିହୁଜା କ୍ର୍ତାର୍ ବ୍ନ୍ଧ୍ କ୍ର୍ତାଗିନେ କଇଲାଇ ଆର୍ ଅନ୍ୟଲକ୍ମ୍ନ୍କେ ନିୟୀଁ ଆର୍ ଦ୍ୟା ଦ୍କାମ୍କେ କଇରିଲାଇ ଭାବବାଦୀମ୍ନ୍ ଲକ୍ମ୍ନ୍କେ ଜାଗ୍ରତ୍ ଅମ୍କେ କଇଲାଇ ଯେ ଯଦି ସେମ୍ନ୍ ବୁଲ୍କାମ୍ କ୍ରୁକେ ଚାଡି ନ୍କେର୍ତି ଆର୍ ଇଶ୍ୱରାର୍ ଆଦେସ୍ନ୍ମାନ୍ତି ତ୍ବେ ଇଶ୍ୱର ସେମ୍ନ୍କେଦଷବହ କ୍ରିବିଚାର୍ କ୍ରେଦ୍ ଆର୍ସେମ୍ନ୍କେ ଡ୍ନ୍ଡ୍ ଦ୍ଇଦେ ।
ବେସିସ୍ମଇଁ ଲକ୍ମ୍ନ୍ ଇଶ୍ୱରାର୍ କ୍ତାନ୍ମାନ୍ଲାଇ ସେମ୍ନ୍ବେସି ସ୍ମଇଁଲ୍ଗେ ଭାବବାଦୀ ମ୍ନ୍କାର୍ ସ୍ଁଗେ ବୁଲ୍କାମ୍ କ୍ର୍ତିରିଲାଇ ଆର୍ କ୍ବେ କ୍ବେ ଅନ୍କ୍ରି ସେମ୍ନ୍କେ ମାର୍ତିରିଲାଇ ଥରେକ୍ ଯିରିମିୟ ଭାବବାଦୀକେ ଗଟେକ୍ ଶୁଷ୍କ କୁପରେ ହିଁଗିରିଲାଇ ଆର୍ ସେମ୍ର୍ତାଗିନେ ତାକେ ସେଟାଣେ ଏକ୍ଲାକେ ଚାଡଅଇରିଲି ସେକୁପତଳେ ରିଲାକଦଲ୍ଗେ ବୁଡିଜାଇରିଲା ମ୍ତର୍ ର୍ଜାତାର୍ ଗିନେଦ୍ୟାବାବ୍ନା ଆଇଲି ଆର୍ ଯିରିମିୟ ନ୍ମେର୍ତା ଆଗେ ତାର୍ରୁପ୍ ବାର୍କ୍ରି ଆଣ୍ତାଗିନେ ସେତାର୍ଦାସ୍ମ୍ନ୍କେ ଆଦେସ୍ଦିଲା ।
ଭାବବାଦିମ୍ନ୍କେ ଲକ୍ମ୍ନ୍ ନିକାନାଇଁ ବ୍ଲିକଇଲେକ୍ ହେଁ ସେମ୍ନ୍ ଇଶ୍ୱରାର୍ ଗିନେ କ୍ଥାକ୍ରୁକେ ଲାଗ୍ଲାଇ ସେମ୍ନ୍ ଲକ୍ମ୍ନ୍କେ ଜାଗ୍ରତ୍ କ୍ରାଇ କଇରିଲାଇ ଯେଜଦୀ ସେମ୍ନ୍ କେମା ମାଗିନ୍କେର୍ତି ଇଶ୍ୱର ସେମ୍ନ୍କେ ବିନଷ୍ଟକ୍ରେଦ୍ ଇଶ୍ୱରାର୍ ପ୍ରେରିତ ଖ୍ରୀଷ୍ଟଦ୍କା ଆସେଦ୍ ସେଜାଗ୍ଲା ବିସଇଲ୍ଗେ ହେଁ ସେମ୍ନ୍ ଲକ୍ମ୍ନ୍କେ ଶୁଣାଉତିରିଲାଇ
ବାଇବଲାର୍ ଗଟେକ୍ କ୍ତା: ୧ ରାଜାବଳୀ ୧୬ – ୧; ୨ ରାଜାବଳୀ ୫ ଯିରିମିୟ ୩୮
Free to use, adapt, and share under an open license (CC BY-SA 4.0).